ଆଉ ଜଙ୍ଗଲ ରାଜ ଚାଲିବନି ଆମ ଭାରତରେ l ଆମେ ସ୍ୱାଧୀନତା ଚାହୁଁ l ବାଣିଜ୍ୟ କରିବାକୁ ଆସି ଆମ ଦେଶରେ ରାଜା ଦେଖେଇ ହେଉଛ l ବିରୋଧ କଲେ ପିଠି ଫାଟିଲା ଭଳି ଲାଠି ରେ ମାରୁଛ l ଆଉ ଛଡା ଛାଡି ନାହିଁ l ଆମ ଦେଶ ଆମକୁ ଦେଇଦିଅ l ଏହି ଦାବି ଥିଲା ଅନେକ ଭାରତୀୟମାନଙ୍କ ଙ୍କ ସେଦିନ l ଆନ୍ଦୋଳନ ର ତରିକା […]
Sermon
3 posts
ତୁଇ କୋଟି କୋଟି ଡାବୁ ରଖି ନରକେ ଗଲେ କାଇ ଲାଭ …. ଶ୍ରୁତି ମଧୁର କୋରାପୁଟିଆ ଗୀତ ଟିଏ l ଭାରି ମାଇଲେଜ୍ ନେଉଛି l ଟୋକା ଠାରୁ ବୁଢା ପର୍ଯ୍ୟନ୍ତ ଡିଜେ ର ତାଳେ ତାଳେ ନାଚୁଛନ୍ତି l ଗୀତ ଟି କହୁଛି କୋଟି କୋଟି ଟଙ୍କା ଥାଇ ବି ଜଣେ ନର୍କ ଗଲେ ସେଥିରେ କି ଲାଭ l ତଥାପି ଲୋକେ ଡାବୁ ପାଇଁ ପାଗଳ […]
ବ୍ରହ୍ମପୁର ର ଏମକେସିଜି ମେଡିକାଲ l ସବୁବେଳେ ରୋଗୀ ଆଉ ଲୋକଙ୍କ ଭିଡ଼ ଏଠି l ସେଦିନ ପୋଷ୍ଟମର୍ଟମ ରୁମ ସାମନାରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି l ଘଟଣା କଣ ଜାଣିବା ପାଇଁ ଆମେ ପହଞ୍ଚିଲୁ l ଦେଖିଲୁ ଅନେକ ଲୋକ ମୁହଁରେ ବିଭିନ୍ନ ରଙ୍ଗ ବୋଳି ସେଠି ଅଛନ୍ତି l ବୋଧେ ସେମାନେ ଯାତ୍ରା କଳାକାର l ଘଟଣା ସଂପର୍କରେ ଟିକେ ପଚାରିଲୁ l ଶୁଣିଲୁ ମୃତ […]