ବ୍ରହ୍ମପୁର ର ଏମକେସିଜି ମେଡିକାଲ l ସବୁବେଳେ ରୋଗୀ ଆଉ ଲୋକଙ୍କ ଭିଡ଼ ଏଠି l ସେଦିନ ପୋଷ୍ଟମର୍ଟମ ରୁମ ସାମନାରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି l ଘଟଣା କଣ ଜାଣିବା ପାଇଁ ଆମେ ପହଞ୍ଚିଲୁ l ଦେଖିଲୁ ଅନେକ ଲୋକ ମୁହଁରେ ବିଭିନ୍ନ ରଙ୍ଗ ବୋଳି ସେଠି ଅଛନ୍ତି l ବୋଧେ ସେମାନେ ଯାତ୍ରା କଳାକାର l ଘଟଣା ସଂପର୍କରେ ଟିକେ ପଚାରିଲୁ l ଶୁଣିଲୁ ମୃତ […]