tuma bakya ate pradipa mo khina

ତୁମ ବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଚରଣର ଚଲାପଥେ ସେ ଆଲୋକ ମୋ ସାରା ଜୀବନର । ୦ । କର ମୋ ଚକ୍ଷୁ ପ୍ରସନ୍ନ, କରିବି ବ୍ୟବସ୍ଥା ଧ୍ୟାନ ତବ ଶାସନ, ଦୟାବାନ ହେଉ ମୋ ଜୀବନେ ବର     । ୧ । ତବ ବାକ୍ୟ ଅଟେ ସିଦ୍ଧ, ପରୀକ୍ଷିତ ପୁଣି ନିତ୍ୟ ସମ୍ପଦେ ଅବା ବିପଦେ ହେଉ ସେ ମୋର ଆବର       । ୨ । ଚିରସ୍ଥାୟୀ ସେ ବିଧାନ, ନୋହିବ କେବେ […]

kara prabhu taba prochaarita baakye kolyaano

(ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ) କର ପ୍ରଭୁ ତବ ପ୍ରଚାରିତ ବାକ୍ୟେ କଲ୍ୟାଣ, ପ୍ରଚାରିତ ବାକ୍ୟ ହେଉ ସୁସଫଳ ବହନ । ଘୋଷା ।    ତୁମ୍ଭର ଯେଉଁ ବାକ୍ୟ ଅଟେ ମର୍ମ୍ମ ଭେଦକ, ସର୍ବ ପାପୀ ମର୍ମ୍ମେ ଭେଦୁ ପାଇ ତବ କଲ୍ୟାଣ । ୧ ।    ତୁମ୍ଭ ବାକ୍ୟ ପାଷାଣ ଭଗ୍ନ ହାତୁଡ଼ି ସମ, ପାଷାଣ ତୁଲ୍ୟ ପାପୀର ମନ ସେ କରୁ ଭଗ୍ନ । ୨ ।    […]