ଅଟେ କି ବହୁମୂଲ୍ୟ ସାଧୁ ମରଣ ate ki bahumulya saadhu marana
ଅଟେ କି ବହୁମୂଲ୍ୟ ସାଧୁ ମରଣ !ଈଶ୍ୱରଙ୍କ ଦୃଷ୍ଟିରେ ଅତି ମନୋରମ । ଘୋଷା । ପ୍ରଭୁରେ ଥାଇ ଯାହାର ଘଟଇ ହେ ମରଣ,ଧନ୍ୟ ସେ ଧାର୍ମିକ, ଧନ୍ୟ ତାର ଜୀବନ । ୧ । ଈଶ୍ୱରଙ୍କ ଦୂତଗଣ ତାର ଆତ୍ମା ଘେନିଣ,ସ୍ୱର୍ଗେ ଅବ୍ରାହାମ କୋଳେ ଦିଅନ୍ତି ସ୍ଥାନ । ୨ । ସବୁ ପରିଶ୍ରମରୁ ସେ ପାଏ ଶାନ୍ତି ବିଶ୍ରାମ,ତାର ସବୁ କର୍ମ ହୁଏ ପଶ୍ଚାଦଗମନ । ୩ । ସମାଧିରେ କୁଶଳରେ ଦେହ କରେ […]
nuhoyee muhin niraasho kole dhuli
(ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ) ନୁହଇ ମୁହିଁ ନିରାଶ କଲେ ଧୂଳି ଶୟନ, ଅଥବା ହେଲେ ହେଁ ଧୂଳି ମୋ ସୁନ୍ଦର ବଦନ । ଘୋଷା । ପୁନରୁତ୍ଥାନ ଦିନେ ତୂରୀ ବାଜିଲାକ୍ଷଣେ ଖ୍ରୀଷ୍ଟାଶ୍ରିତଙ୍କ ସହିତ ହେବ ମୋର ଉତ୍ଥାନ । ୧ । ଯେବେ ମୁହିଁ ଦୁର୍ବଳେ ଯାଇଥିବି କବରେ, ଉଠିବି ମୁଁ ପୁନର୍ବାର ହୋଇଣ ବଳବାନ । ୨ । ଅବା ଅପମାନରେ ଶୋଇଥିଲେ କବରେ ଉଠିବି ମୁଁ ଗୌରବରେ, ଘୁଞ୍ôଚବ […]
dhanya dhanya khristiano dhanya swargo sodone
ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ, ଧନ୍ୟ ସ୍ୱର୍ଗ ସଦନେ, ଯେଣେ ତୁମ୍ଭ ମୃତ୍ୟୁକାଳେ ଭରସା ଥାଏ ମନେ । ଘୋଷା । ଯେକାଳେ ଏ ଜଗତ ସୁତ ଦାରାଦି ବିତ୍ତ ଅବା ନିଜ କଳେବର ତେଜ ବିନା ଶୋଚନେ । ୧ । ପାପୀ ହୋଇ କାତର, କି ଗତି ହେବ ମୋର ? ହତାଶେ ତେଜଇ ପ୍ରାଣ, ନୁହେଁ ତୁମ୍ଭ ସମାନେ । ୨ । ମାତ୍ର ତୁମ୍ଭେ ସେକାଳେ ଭାସ ଶାନ୍ତି-କଲ୍ଲୋଳେ ଆଗତ ଭରସା […]
dino more jaauchi kede bohone
ଦିନ ମୋର ଯାଉଛି କେଡ଼େ ବହନେ ! ଆସୁଛି ମରଣ ଧାଇଁ ଧାଇଁ ମୋ ସନ୍ନିଧାନେ । ଘୋଷା । ଆସୁଛି ଏକ ସମୟ ନ ଥିବି ମୁଁ ସଂସାରେ ନେଇ ମୋ ଶେଷ ବିଦାୟ ଯିବି ମୃତ୍ୟୁ-ଯର୍ଦ୍ଦନେ । ୧ । ଆସୁଛି ଏକ ସମୟ ଶୋଇବି ମୁଁ କବରେ, ଯେଉଁଠାରେ କର୍ମ ଧ୍ୟାନ କିଛି ନୋହିବ ଦିନେ । ୨ । ଆସୁଛି ଏକ ସମୟ ଦେବାକୁ ମୋ ନିକାଶ, ଠିଆ ହେବି […]