gao geeto hai bhoyarto hoi aanondito

ଗାଅ ଗୀତ ହେ ଭୟାର୍ତ୍ତ ହୋଇ ଆନନ୍ଦିତ ହେ । ଘୋଷା ! ପାପୀଙ୍କ କାରଣ ଭୋଗି ଯେ ମରଣ ତିନିଦିନ ଥିଲେ ମୃତ୍ୟୁର ଅଧୀନ ନିଜ ବଳେ ସେହି ମୃତ୍ୟୁଞ୍ଜୟୀ ହୋଇ ହେଲେ କବରୁ ଉତ୍ଥିତ । ୧ ।    ଅଛି କି ଏଥିରୁ ଆନନ୍ଦ ବିଷୟ, ଈଶ୍ୱର ତନୟ ହେଲେ ମୃତ୍ୟୁଞ୍ଜୟ; ଗାଅ ସାଧୁଗଣ ହୋଇଣ ମିଳନ ପୋଛି ଲୋତକ ତ୍ୱରିତ ହେ । ୨ ।    ଯେଉଁ ଶେଷ ଶତ୍ରୁ […]