akase uthi nahi se dina tarati
ଆକାଶେ ଉଠି ନାହିଁ ସେଦିନ ତାରାଟି ଅନ୍ଧାର ସରବ ସରଣୀ ସଙ୍କେତ ଦେଇନି ଉଜ୍ଜ୍ୱଳ ଆଲୋକ । ଘୋଷା । ଗାଇନି ସରଗ ବାହିନୀ ଜନମି ନାହିଁରେ ବେଥଲିହିମରେ ଅମରାବତୀର ଶିଶୁଟି ପରାଚୀ ପଣ୍ଡିତ ନରେଶ ହେରୋଦ ନାହାନ୍ତି ଆଜିରେ କେହିଟି କାଳର ଗରଭେ ଲୁଚିଲେ ସରବେ ଯେସନେ ଅତୀତ କାହାଣୀ । ୧ । ଆଜିରେ ଜାଗିଛି ଗ୍ରହ ତାରା କଣ୍ଠେ ସେଦିନ ପୁଲକ ଭାରତୀ ଜଳସ୍ଥଳ ନଭ ଜଣାଏ […]
he raja rajana janamicha
ହେ ରାଜ, ରାଜନ, ଜନମିଛ କେଉଁଠାରେ । ଘୋଷା । ପ୍ରସାଦେ ପ୍ରସାଦେ ଖୋଜୁଥିଲି ମୁହିଁ, ଗୁହାଳ କୁଣ୍ଡରେ ରହିଅଛ ଶୋଇ, ତବ ଆଲୋକ ତାରକା ସମ ମୋତେ ଦେଖାଇଛ ପଥ ପାପ-ନିଶିରେ । ୧ । ସ୍ୱର୍ଗ ସିଂହାସନ ତିଆଗି ହେ ନାଥ, ମାନବ ରୂପ ଧରି ହୋଇଅଛ ଜାତ, ପାପୀ ପାପ-ଭାର କରିବାକୁ ଦୂର, ଆସିଅଛ ଆଜି ଏ ଦୀନ ବେଶରେ । ୨ । ତବ ଶ୍ରୀ ପୟରେ ଭେଟି […]
aaso ke aaso dekhiba poraa go
ଆସ କେ ଆସ ଦେଖିବ ପରା ଗୋ, ଶୋଇଛିରେ ଶିଶୁ ଗୁହାଳ କୁଣ୍ଡରେ, ନାରାୟଣ ନର ଦେହେ ଦିଶେ କି ତୋରା । ଘୋଷା । ସୁଠାମ ସୁନ୍ଦର, ଜନ-ମନୋହର, ଅମର କୁମର, ପାପୀ ତାପ ହର, ସୁର ପୁର ତେଜି, ନର ଦେହ ଭଜି, ଜନମିଲେ ଆଜି ଯୀଶୁ ସନ୍ତାପହରା । ୧ । ଗଲେଣି ପଣ୍ଡିତେ ଜଗତର ହିତେ, ସୁରପତି ସୁତେ ପୂଜିବେ ଏକାନ୍ତେ, ଗନ୍ଧରସ ଚାରୁ ସୁବର୍ଣ୍ଣ କୁନ୍ଦରୁ, ଆଣିଛନ୍ତି […]
aaha ki aanondo susomaachaaro mortyo pure helaa aaji prochaaro ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର
ଆଃ କି ଆନନ୍ଦ ସୁସମାଚାର ମର୍ତ୍ତ୍ୟପୁରେ ଆସି ହେଲା ପ୍ରଚାର ! ପ୍ରତିଜ୍ଞାନୁସାରେ ହୋଇଅଛି ଜନ୍ମ ପ୍ରତିଜ୍ଞାତ ତ୍ରାଣକର୍ତ୍ତାର । ଘୋଷା । ଦାଉଦ ରାଜାର ନଗର ନିକଟ ଥିଲା କେତେକ ମେଣ୍ଢାଗୋଠ ରଖୁଆଳଗଣ ପାଳି ପାଳି କରି ରାତ୍ରେ ଜଗିଥିଲେ ସ୍ୱପଲ । ୧ । ଈଶ୍ୱରଙ୍କ ଦୂତ ହେଲେ ଉପସ୍ଥିତ ସେମାନଙ୍କର ସନ୍ନିକଟ, ଦେଖି ଐଶ୍ୱରିକ ତେଜ ଚତୁର୍ଦ୍ଦିଗେ ଭୟ କଲେ ଅତି ମନର । ୨ । କହଇ ସେ ଦୂତ ନ […]
uttho huo deeptimaano ondho kaaro baasi gono
ଉଠ, ହୁଅ ଦୀପ୍ତିମାନ ଅନ୍ଧକାର ବାସୀଗଣ, ହେ ମୃତ୍ୟୁଚ୍ଛାୟା ନିବାସୀ, କର ଦୀପ୍ତିରେ ଗମନ । ଘୋଷା । ହୁଅଇ ଉଜ୍ଜ୍ୱଳ ଅତି, ଉଦେ ହେଲେ ମହାଜ୍ୟୋତିଃ, ବେଥଲିହିମ ନଗରେ ଖ୍ରୀଷ୍ଟ-ସୂର୍ଯ୍ୟ ପ୍ରକାଶନ । ୧ । ସେ ତପନୋଦୟ ପୂର୍ବେ ଦୀପ୍ତିହୀନ ଥିଲେ ସର୍ବେ ଏବେ ସର୍ବ ଦେଶେ ତ୍ରାଣ-ଦିନ ମଧ୍ୟାହ୍ନ ସମାନ । ୨ । ଧର୍ମ-ଭାନୁ ଅଗ୍ରଗାମୀ ପ୍ରଭାତ ତାରା ପ୍ରକାଶ, ପୂର୍ବ ଦେଶେ ଜ୍ଞାନୀଗଣ ତାରା ଦେଖି ହୃଷ୍ଟମନ । ୩ […]
gaao gaao he aanonde jaya gito
ଗାଅ ଗାଅ ହେ ଆନନ୍ଦେ ଜୟଗୀତ ତ୍ରାତା ହୋଇଲେ ବେଥଲିହିମେ ଜାତ । ଘୋଷା । ଯାହାଙ୍କ ବିଷୟେ ଶାସ୍ତ୍ରେ ଥିଲା ଲିଖିତ, ସୃଷ୍ଟି କାଳାବଧି ଯେ ଥିଲେ ପ୍ରତିଜ୍ଞାତ, ଆସିଛନ୍ତି ସେହି ସୁସମାଚାର ନେଇ, ପାପୀଙ୍କି ଈଶ୍ୱରଙ୍କ ସଙ୍ଗେ ଦେବେ ମିଳାଇ, ଶୟତାନର ବଳ ଗର୍ବ କରିବେ ଖର୍ବ, ଦୂର କରିବେ ପାପ ଉତ୍ପାତ । ୧ । କି ଆନନ୍ଦ ସୁସମ୍ବାଦ ଅଟଇ ଏହି ! ତ୍ରାଣକର୍ତ୍ତା ଆସିଛନ୍ତି ସ୍ୱର୍ଗୁ ଁ ଓହ୍ଲାଇ, ମୃତ୍ୟୁଚ୍ଛାୟା […]