ki monohoro otte dekho mono moro

( ସ୍ୱର : ଦୁଃଖ କାଳରେ )  କି ମନୋହର ଅଟେ ଦେଖ ମନ ମୋର ସେ ଅମରପୁର ! । ଘୋଷା । ଅଛି ସେ ଯର୍ଦ୍ଦନ ସେ ପାରିରେ, ନୁହେଁ ଦୃଷ୍ଟ ଏ ଚର୍ମ ଚକ୍ଷୁରେ ମାଗି ଧର୍ମାତ୍ମାଙ୍କ କୃପା ବର ଚାହଁ ହେ ବିଶ୍ୱାସ-ଦୃଷ୍ଟି ମେଲାଇ ତୋହର । ୧ । ଆହା ସେ କେଡ଼େ ଉତ୍ତମ ଦେଶ ! ବର୍ଣ୍ଣିପାରେ କି ଛାର ମନୁଷ୍ୟ ! କାହିଁ ଜଗତେ ଉପମା ତାର […]

kede monoromo se swara bhubana

କେଡ଼େ ମନୋରମ ସେ ସ୍ୱର୍ଗଭୁବନ ! ନାହିଁ ନାହିଁ ତା ସମ ସୁଖଧାମ; କେବେ କରିବ ମୋ ନେତ୍ର ଦର୍ଶନ ? କେବେ ପଡ଼ିବ ତା ଦ୍ୱାରେ ଚରଣ ? । ଘୋଷା । ଯହିଁ ଅଛନ୍ତି ମୋ ତ୍ରାଣରାଜନ, ହେବି ହୃଷ୍ଟ ଦେଖି ତାଙ୍କ ବଦନ   । ୧ । ଯହିଁ ନିବାସ ଅନନ୍ତ ଜୀବନ, ଶୁଣା ନ ଯାଏ ସେ ପୁରେ ମରଣ   । ୨ । ଯହିଁ ନାହିଁ ରାତ୍ରି କି ପରିଶ୍ରମ, […]

ki monoronjana otte se swargaadyaano

କି ମନୋରଞ୍ଜନ ଅଟେ ସେ ସ୍ୱର୍ଗୋଦ୍ୟାନ ! ହେ ମନ, ନାହିଁ ତା ସମାନ ସ୍ଥାନ ମର୍ତ୍ତ୍ୟପୁରେ ଦରଶନ । ଘୋଷା ।    ସେ ଠାବର ରାଜ୍ୟ ଅଟଇ ଅନିର୍ବାଯ୍ୟ, ନାହାନ୍ତି ଶତ୍ରୁଗଣ କରିବାକୁ ଆକ୍ରମଣ । ୧ ।    ସେଠାର ମୁକୁଟ ତେଜରେ କି ଶୋଭିତ ! ସର୍ବଦା ରମଣୀୟ ଗୌରବ ତାର ଅମ୍ଳାନ । ୨ ।    ଅନନ୍ତ ଜୀବନ କରଇ କର୍ତ୍ତାପଣ, ତହିଁ ନୁହେଁ ଶ୍ରବଣ ମୃତ୍ୟୁ ଭୟ […]

sworgo ki dibya staano ki monoranjana

(ସ୍ୱର : ମୋର ଅଟେ ବିହିତ) ସ୍ୱର୍ଗ କି ଦିବ୍ୟସ୍ଥାନ ! କି ମନୋରଞ୍ଜନ ସୁଖମୟ ଭୁବନ ! । ଘୋଷା ।    ଯେଉଁଠାରେ ନାହିଁ ଦୁଃଖ ଶୋକ କ୍ରନ୍ଦନ, ପୂର୍ଣ୍ଣାନନ୍ଦ ସଦା ଶାନ୍ତି ସୁଖ ବିଶ୍ରାମ । ୧ ।    ଯେଉଁଠାରେ ଆଉ ଶୁଣା ନୁହେଁ ମରଣ, ସଦା ଅମର ସେ ପୁର ନିବାସୀଗଣ । ୨ ।    ଯେଉଁଠାରେ ନାହିଁ ପାପ ତାପ ସନ୍ତାପ, ହୁଅଇ କି ଜୀବନ-ମୁକୁଟ ପ୍ରାପଣ […]

aahaa ki aanondore samaya kaatonti saadhugono sworgore

( ସ୍ୱର : ମୋର ଅଟେ ବିହିତ ) ଆହା କି ଆନନ୍ଦରେ ସମୟ କାଟନ୍ତି ସାଧୁଗଣ ସ୍ୱର୍ଗରେ ! । ଘୋଷା ।    ପାପ ସନ୍ତାପରେ ବନ୍ଦୀ ଥିଲେ ଏଠାରେ, ସବୁଠାରୁ ମୁକ୍ତ ହୋଇଛନ୍ତି ସେଠାରେ । ୧ ।    ଶୋକ ଚିହ୍ନ ନ ଦିଶଇ ତାଙ୍କ ମୁଖରେ, ଚିନ୍ତା ପରୀକ୍ଷା ଆଉ ନ ପଶେ ମନରେ । ୨ । ଝର ଝର ନୀର ନେତ୍ରୁ ଆଉ ନ ଝରେ, ପ୍ରଭୁ […]

mone dyaayi kede shanti mote miloyee

ମନେ ଧ୍ୟାୟୀ କେଡ଼େ ଶାନ୍ତି ମୋତେ ମିଳଇ; ମୋ ଦିନ ବହନ ଯାଉଛି ବହି । ଘୋଷା । ପରମ ପିତା ଗୃହରୁ ଅନ୍ତର ମୁଁ ହୋଇ ଶୋକ ପରିପୂର୍ଣ୍ଣ ସଂସାରେ ଅଛି ରହି, ସମୟ ତା ଶୀଘ୍ରଗାମୀ ପକ୍ଷେ ମୋର ବହି ଦିନୁଁ ଦିନୁଁ ପାଖେ ନିଅଇ । ୧ । କ୍ରମେ ଯାତ୍ରୀ ଯହୁଁ ବାସ ସମୀପ ହୁଅଇ, ଦିନୁଁ ଦିନୁଁ ତାହା ଆନନ୍ଦ କି ନ ବଢ଼ଇ ? ସେପରି ଆନନ୍ଦ ମୋ […]