priya prabhu jusu mo rajana
ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେପରମ ସୁନ୍ଦର ଆହେ ପ୍ରିୟ ମୋରଦଶ ସହସ୍ର ମଧ୍ୟରେ ଦଶ ସହସ୍ର ମଧ୍ୟରେ (ଘୋଷା) ତୁମ ବିନା ପ୍ରଭୁ ନାହିଁ କାହାଠାରେନାହିଁ କେବେ ପରିତ୍ରାଣ,ନରଗଣ ମଧେ ଆକାଶର ତଳେନାହିଁ କେହି ଧରାଧାମେପରମ ସୁନ୍ଦର ଆହେ ପ୍ରିୟ ମୋର … |୧| ପରମ ଆନନ୍ଦ ଆହେ ପ୍ରିୟତମବସେ ତୁମ ଛାୟାତଳେ,ତୁମରି ଫଳଯେ କି ସ୍ବାଦ ତୁଣ୍ଡକୁବଣ୍ଡିକି ମୁଁ ତାହା ପାରେପରମ ସୁନ୍ଦର ଆହେ ପ୍ରିୟ […]
santidata pabitra atma
ଶାନ୍ତିଦାତା ପବିତ୍ର ଆତ୍ମା, ଶୁଣ ବିନତି ବାରେଶୁଦ୍ଧକାରୀ ଅଗ୍ନିସମ, ଆସ ମୋ ହୃଦୟରେ (ଘୋଷା) କଳୁଷ ଭରା ଅନ୍ତର ମୋର ତବ ଆଗମେ ପବିତ୍ର କରପକାଇ ତବ ସିଂହାସନ ରୁହ ସଦା ଅନ୍ତରେଶାନ୍ତିଦାତା ରୁହ ସଦା ଅନ୍ତରେ … ରୁହ ସଦା ଅନ୍ତରେ |୧|| ପାପ ସାଗରୁ ଉଦ୍ଧରି ମୋତେ କିଏ ନେବ ସେ ସିୟୋନ ପଥେକେ ଦେବ ଜ୍ୟୋତି କେ ଦେବ ଶାନ୍ତି ତୁମ ବିହୁନରେଜ୍ୟୋତିର୍ମୟ ଜ୍ୟୋତି ଦିଅ ଅନ୍ତରେ … ଶାନ୍ତି ଦିଅ ଅନ୍ତରେ […]
juga sesa dina asi jauchhi re
ଯୁଗ ଶେଷ ଦିନ ଆସି ଯାଉଛି ରେ ବେଳ ନାହିଁ … ବେଳ ନାହିଁ ଆସିବା ଆଗରୁ ଯୀଶୁଙ୍କ ବାରତାଚାଲିଯିବା ଆମେ କହିଆ … ସାଥି ଆ … ସାଥି ଆ … (ଘୋଷା) ବାରିଜଣ ଶିଷ୍ୟ ଆରମ୍ଭ କରିଲେ ଯାହାଆଜିବି ରହିଛି ଅପହଞ୍ଚ କ୍ଷେତ ଯୀଶୁଙ୍କ ଆଦେଶ ତାହାସେ ସୁସମାଚାର କହିଯିବା ଆମେଆସେ ଡ଼ାକରାରେ ଆସେ ଡାକରାଆ … ସାଥି ଆ …ଫେରିଆ |୧| ଯୀଶୁଙ୍କ ବାରତା କୋଣେ କୋଣେ ତୁମେ ଯାଇସେ କୁଶର କଥା […]
jisu dakanti tote
ଯୀଶୁ ଡାକନ୍ତି ତୋତେ … ଯୀଶୁ ଡାକନ୍ତି ତୋତେଆବୋରି ନେବାକୁ ପ୍ରେମିକ ବାହୁରେ (ଘୋଷା) ଦୁଃଖ ନିରାଶାରେ ସିଏ ତେବେ ଶାନ୍ତିସମର୍ପି ଦେଲେ ତୁ ଜୀବନ ତୋହରଅସୀମ ଆନନ୍ଦ ଦେବେ ତୋତେ | ୧ || ଲୁହ ପୋଛି ଦେଇ ରକ୍ଷା କରିବେ ତୋରନୟନ ପିତୁଳା ତୁ ହେବୁ ତାଙ୍କରରାକ୍ଷାସେ କରିବେ ନିଶ୍ଚି ତୋତେ || ୨ || ତୁ ଦେଲେ ତୋ ଜୀବନ ସିଏ ଦେବେ ଶକ୍ତିଯୀଶୁ ତୋର ମୁକ୍ତି ଯୀଶୁ ତୋ ସହାୟଅନ୍ତେ ଜୀବନ […]
tumari ujwala pradipa jala
ତୁମରି ଉତ୍କଳ ପ୍ରଦୀପ ଜ୍ଵଳ ଆମରି ଅନ୍ଧାର ଘରେସବୁ ପାପ ନିଶା ଅପସରି ଯାଉତୁମ ଆଲୋକର ଜ୍ୟୋର୍ତିରେ (ଘୋଷା) କୋଣେ କୋଣେ ଯେତେ ଅନ୍ଧାର ଅଛିତୁମରି ସ୍ପର୍ଶ ଦିଅ ଗୋ ନାଶିପରଶ ମଣିର ପ୍ରଦୀପ ତୁମର ସୁନା କରିଦେଉ ଆମରେ ।୧// ଦୁରେଇ ଯାଉ ହେ ଅପ୍ରୀତି ନିଶାଅପ୍ରେମ, ଅନ୍ଧାର, ଅସତ୍ୟ, ହିଂସାଘରେ ଘରେ ଆମ ପ୍ରିୟ ଯୀଶୁ ନାମ ଶୁଭ ବୀଣା ବାଜୁମଧୁରେ ।୨। କ୍ଷୀଣ ଦୀପ ଆମ ନାହିଁ ଶକତିଧୁକୁ ଧୁକୁ ଜ୍ୱଳି ଲିଭଇ […]
ki dukha sahila mo marana
କି ଦୁଃଖ ସହିଲ ପ୍ରଭୁ ମୋ ମରଣ ନିଜେ ବରିଧନ୍ୟ ଯୀଶୁ ତାଣକାରୀ (ଘୋଷା) ମସ୍ତକେ କଣ୍ଟା ମୁକୁଟ ପିନ୍ଧିଲ ମୋ ପାଇଁ ହୋ . ହୋଗାଲେ ଚାପୁଡ଼ା ମାରିଲେ କେତେ ପରିହାସ କରିଏ ଯାତନା ମୋରି ପାଇଁ || ୧ || ଯାଏ କେତେ ରକ୍ତ ବହି, ମସ୍ତକରୁ ଝରି… ହୋ …ହୋ…ହୋ…ବସାଇଲେ ଯେ ଶିଆର, ପୃଷେ କୋରଡ଼ା ପ୍ରହାରଅସହ୍ୟ ଦୁଃଖ ତୁମରି ।।୨।। ଚଢ଼ାଇଲେ କୁଶ କାଠେ ଅଭିଶପ୍ତ ପରି .. ହୋ.. ହୋ.. […]
dhrudha kona pasana upare
ଦୃଢ଼ କୋଣ-ପାଷାଣ ଉପରେବିଶ୍ବାସ-ଭରସା ମନ୍ଦିର ତୋଳିଛି ମୂଳଦୁଆ ଚିହ୍ନ ଯରେ । ଘୋଷା । ସେ ତ ଅନାଦି କାଳର ପଥର, ଯାକୁ ଭାଙ୍ଗି ନ ପାରେ ଜଳାକାର,ଦୁର୍ବଳ ପତିତ ଗୃହ ମୁଁ ତୋଳିଛି, କାଳେ କାଳେ ଭାଙ୍ଗି ନ ପାରେ |୧| ଯେଉଁ ପାଷାଣ ସର୍ବଶକ୍ତିମାନ ଆପେ ସିୟୋନରେ କଲେ ସ୍ଥାପନ,ପାପ-ତାପ-ବଢ଼ି-ନରକ-ଲହ ପରାଜୟ କରି ନ ପାରେ ।୨। ଚିହ୍ନି ନ ପାରିଣ ଗାଛକଗଣ ଅତି ତୁଚ୍ଛରେ କଲେ ନିବାରଣ,ପାଷାଣୁ ବାଲିକି କରି ମନୋନୀତ ମଲେ […]
kede manorama se swarga bhubana
କେଡେ ମନୋରମ ସେ ସ୍ବର୍ଗଭୁବନନାହିଁ ନାହିଁ ତା ସମ ସୁଖଧାମନ୍ତକେବେ କରିବ ମୋ ନେତ୍ର ଦର୍ଶନ ?କେବେ ପଡିବ ତା ଦ୍ଵାରେ ଚରଣ ? । ଘୋଷା।ଯହି ଅଛନ୍ତି ମୋ ପ୍ରାଣରାଜନ, ହେବି ହୃଷ୍ଟ ଦେଖି ତାଙ୍କ ବଦନ |1|ଯହି ନିବାସ ଅନନ୍ତ ଜୀବନ, ଶୁଣା ନ ଯାଏ ସେ ପୁରେ ମରଣ |2|ଯହିଁ ନାହିଁ ରାତ୍ରି କି ପରିଶ୍ରମ, ଭୋଗ ହୁଅଇ ସେ ପୁରେ ବିଶ୍ରାମ |3| ହେବ ନିତ୍ୟାନନ୍ଦ ମୁଣ୍ଠ ଭୂଷଣ, ଶୋକ ଦୁଃଖ […]
sundara madhura namati tankara
ସୁନ୍ଦର ମଧୁର ନାମଟି ତାଙ୍କରନ ପାରେ ମୁରୁଛି କ୍ଷଣେ ମାତରଯେଣେ ଗଲେ ତେଣେ ନା ହୃଦ ମୋରକି ଜାଣି କାହିଁକି, ନୁହଇ ପାସୋର ଦୁଇ ଦୁଇ କରି ଚାରୋଟି ଅକ୍ଷରବାନ୍ଧି ରଖୁଅଛି ସରଗ ସମ୍ଭାରଆଡ଼ କାO ଛନ୍ଦା ସେହି ନାମ ଚିରହେଜୁ ନ ହେଜୁଣୁ ପୁଲକେ ଶରୀର ୧ || ନୀତି ଚମତ୍କାର ପ୍ରୀତି ରନାକରପାହୁଁ ତରିବାରେ ଅମୋହ ମନ୍ତରନୋହିଁ ପଦପ୍ରାନ୍ତୁ ନିମିଷେ ଅନ୍ତରନାମ ଭଜନରେ ଯାଉ ଦିନ ମୋର |୨| ସୂଚୀମାଳାକୁ ଫେରନ୍ତୁ
prema bihune bhai sabu asara
ପ୍ରେମ ବିହୁନେ ଭାଇ ସବୁ ଅସାରଗାଅ ପ୍ରେମର ଜୟ ପ୍ରେମ ଯେ ସାର (ଘୋଷା) ବିଶ୍ବାସ ବଳେ ଅଚଳ ଚଳେକିନ୍ତୁ ପ୍ରେମର ବଳେ ଚଳେ ସଂସାର ।୧। ଭରସା ଥିଲେ ଆଶ୍ବାସ ମିଳେପ୍ରେମର ନଥିଲେ କିନ୍ତୁ ସବୁ ଅନ୍ଧାର ୨ || ସେ ପ୍ରେମମୟ ପ୍ରେମେ ଉଦୟପ୍ରେମରେ ସୃଷ୍ଟି ସ୍ଥତି ଲୟର ଭାର ।୩।। ପ୍ରେମରେ ମିଳି ବିଶ୍ବାସେ ଚାଲିଯିବା ଭରସା ଧରି ଏ ଭବ ପାର ।୪। ସୂଚୀମାଳାକୁ ଫେରନ୍ତୁ