Miliba keunthi amruta jala

ମିଳିବ କେଉଁଠି ଅମୃତ ଜଳପାଇବି କେଉଁଠି ଆଶ୍ରୟ ସ୍ଥଳକ୍ଲାନ୍ତ ମୋର ତନୁ ମନଭାରଗ୍ରସ୍ତ ଜୀବନ (ଘୋଷା) କୂଅ ମୂଳେ ବସି ମାଗୁଥିଲେ ଯିଏ ପାପିନିକୁ ଜଳକାହିଁ ଗଲେ ସିଏକ୍ରୁଶ କାଠେ ଝୁଲି ପାପି ପାଇଁ ଯିଏ ଢାଳିଥିଲେ ପ୍ରାଣକାହିଁ ଗଲେ ସିଏସେହି ଯୀଶୁ ମୋର ଦୃଢ ଆଶ୍ରୟପଥିକ ମୁହିଁ ଯେ ସିଏ ଜଳାଶୟ (୧) ଛୁଇଁ ଦେଲେ ଯିଏ ପଲକେ ବଦଳେ ପାପିର ଜୀବନମୁହିଁ ତାଙ୍କୁ ଖୋଜେହୃଦୟକୁ ମୋର ଚରଣେ ତାଙ୍କରି ଥୋଇଲେ ପାଇବିପାପ କ୍ଷମା ମୁହିଁତାଙ୍କରି […]