tuma pari prabhu thau thau
ତୁମ ପରି ପ୍ରଭୂ ଥାଉ ଥାଉକାହିଁକି ଯିବି ମୁଁ ଅନ୍ୟ ପଥେ ଆଉକେଉଁ ପୂଜା ପାଇଁ ଆଉତୁମ କୁଶରେ ମୋ ଲୟ ରହୁ (ଇଛା ହେଉ….)(ଘୋଷା) ଘୋର ବିପଦରୁ ରୋଗ ସଂକଟରୁ,ଉଦ୍ଧାରିଛି ପ୍ରଭୂ ମୋତେହଜା ମେଷ ପରି ହଜିଥିଲୁ ଆମେଦେଖା ଦେଲ ପ୍ରଭୁ ସତେସେତୁମ ଗୃହରେ ତୁମଗୀତ ଗାଇପ୍ରାଣ ପଛେ ଚାଲିଯାଉ … |୧| ପାଗଳଙ୍କ ପରି ବୁଲିଲି ଜଗତେଦିନଟା ନଥ୍ୟଲା ସୁଖଦିନପରେ ଦିନ ଯେତେ ବହିଗଲାସେତେ ବଢ଼ିଲା ମୋ ପାପସେ ପାପ ଆଜି ମୁଁ ଦେଉଛି […]
samaya ehi na kara deri
ସମୟ ଏହି ନ କର ଡ଼େରିଆଉ ବିଳମ୍ବ ନାହିଁ ଏହି ଆମ ଶେଷକାଳରେଆସୁଛି ମାଡ଼ି ବିପଦ ଘେରିପ୍ରସ୍ତୁତ ହୁଅ ଖ୍ରୀଷ୍ଟରେଏହି ଆମ ଶେଷ କାଳରେ … |୦| ଜଗତରେ କିଆଁ ଅଭିମାନ କରୁମୁକତି କିଛି ତ ନାହିଁ (୨ ଥର)ରଖିବି ଧନ କୋଠା ବାଡ଼ିରେସପନ ତୋରି ବୃଥା ହୋଇବସଫଳ ହେବ ନାହିଁରେ …|୧| ଜୀବନ କରତା ଯୀଶୁଙ୍କର ସେବାଦିନେ ତ କରିଲୁ ନାହିଁପାଗଳ ପରି ଘୁରି ବୁଲୁଥିଲୁଧନ ସଞ୍ଚବାର ପାଇଁ ( ୨ ଥର)ଯୀଶୁଙ୍କ ବିନା ଏହି […]
ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମି antara dekhanti antarjami
ଅନ୍ତର ଦେଖନ୍ତି ଅନ୍ତର୍ଯ୍ୟାମିବୁଝନ୍ତି ମନର ବେଦନାଅଶାନ୍ତି ହୃଦୟ ତାଙ୍କ ବିନାକିଏ ଦେଇପାରେ ଶାନ୍ତି ସାନ୍ତନା … |୦| ଲୋତକର ଭାଷା ବୁଝି ସେ ପାରନ୍ତି।ଲୋତକର ଧାରା ସେ ପୋଛି ଦିଅନ୍ତିକ୍ଷତି ଦେଇ ପୁଣି ସେ କ୍ଷତ ବାନ୍ଧନ୍ତିଦିଅନ୍ତି ଅନ୍ତରରେ ସାନ୍ବନା |୧| ମନର ଭାବନା ସେ ଜାଣି ପାରନ୍ତି।କଳପନା ଯେତେ ସେ ବୁଝିପାରନ୍ତିକିଛି ହିଁ ନୁହେଁ ତାଙ୍କ ଅଗୋଚରମଣିଷ ତା ବୁଝି ପାରେନାତଥାପି ସେ ଫେରି ଆସେନା |୧| ସୂଚୀମାଳାକୁ ଫେରନ୍ତୁ
dasa sahashra madhyare mo jishunka nama
ଦଶ ସହସ୍ର ମଧ୍ୟରେ ମୋ ଯୀଶୁଙ୍କ ନାମକୋଟି କୋଟି ନାମ ପରେ ମୋ ଯୀଶୁଙ୍କ ନାମଆକାଶ ତଳେ ମନୁଷ୍ୟ ମଧେନାହିଁ ସେହି ନାମ….(ଘୋଷା) ଭରସା ରଖିଛି ସେହି ନାମେ ମୋରକଳୁଷ ହେବ ମାର୍ଜନାନାହିଁ ଆଉ କାହିଁ ମୋର ପରିତ୍ରାଣସେହି ଯୀଶୁ ନାମ ବିନା…ବାନ୍ଧି ରଖିଥୁବି ମୋ ହୃଦ ଗଣ୍ଡିରେ ( ୨ ଥର)ସେହି ପ୍ରିୟ ନାମ |୧| କ୍ଲାନ୍ତ ଯେବେ ମୁଁ ଜୀବନ ଯାତ୍ରାରେମନେ ଭାଳେ ସେହିନାମାମଳିନତା ମୋର ଲିଭିଯାଉ ଧୀରେଜପିଲେ ସେ ଯୀଶୁ ନାମ (୨ଥର)ସେହି […]
sagaru gabhira akasha ru ucha
ସାଗରୁ ଗଭୀର ଆକାଶରୁ ଉଚ୍ଚ (୨ଥର)ଯୀଶୁ ତୁମ ପ୍ରେମ ଅସୀମଗାଇ ଗାଇ ସେହି ନାମ ଭଜି ଭଜି ତୁମ ପ୍ରେମବିତି ଯାଉ ଏହି ଜୀବନ … |୦| ଅପବ୍ୟୟ ପୁତ୍ର ପରି ବୁଲୁଥିଲିହୋଇ ବାଟ ବଣା ଦିନେ ମେଷ ମୁଁ ତୁମରିପାଦରେ ପାଦୁକା ହାତେ ମୁଦି ନେଇଁନୂଆ ଏକ ଗୀତ ମୋର ଓଠେ ଦେଇ ଭରିଗାଇ ରାତି ଦିନ ତୁମ ସୁତି ଗାନ (୨ଥର)ବିତିଯାଉ ଏହି ଜୀବନକରୁଥିବି ଜୟ ଜୟ ମନ ଉପବନେଢ଼ାଳି ଦେଇ ଆତ୍ପାଙ୍କ ଦାନ […]
bitara karuna bari
(ସ୍ଵର-ବରସ ଆଶିଷ ବାରି) ବିତର କରୁଣା ବାରି(ନାଥ) ଝରୁ ନିତି ପ୍ରାଣେ ମୋର ମଧୁରେ ସଞ୍ଚାରି (ଘୋଷା) ଆସିଛି ଦୁଆରେ କେତେ ଆଶାକରି,(ମୁହି) ଶୀର୍ଣ୍ଣହସ୍ତେ ଜୀର୍ଣ୍ଣ ପ୍ରାଣ – କମଣ୍ଡକୁ ଧରି |୧| ମାଗେ ନାହିଁ ଧନ ଭିକାରୀର ପରି(ଆହା) ବୁଲେ ସିନା ଭବ-ଦାଣ୍ଡେ ପ୍ରେମ ଭିକ୍ଷା କରି |୨| ଦଦରା ପରାଣେ ଦୁଖ ଅଛି ପୁରି(ତୁହି) ଖୋଜି ଭବେ ନ ପାଇବୁ ଜଣେ ମୋର ସରି |୩| ଚିନ୍ତା ନକ ହୃଦେ ଖରତର ଜଳି,(ସଦା) ଦେଲାଣିତ […]
papo sabu mara akhira potare
ପାପ ସବୁ ମୋର ଆଖୀର ପତାରେ ଲୁହହୋଇଯାଏ ବହିଅନୁତାପନଇଁ ଯାଏ ଝରି ଝରି କୃଶିୟ ପ୍ରେମ କୁ ସ୍ମରିଆଶା ଭରସାର ……… ଦୋଛକି ବାଟରେ (୨ଥର)ରହିଛି ଯୀଶୁ ହେ ମୁହିଁ….. ପ୍ରତୀକ୍ଷାରେ ଅଛି ଚାହିଁ … |୧| ଅବଢ଼ା ବାଟରେ ଚାଲୁଥିଲି ଯେବେ ସତକୁ କବର ଦେଇଶୁନ୍ୟ ହାତେ ମୋର ପାପର ଅନ୍ଧାରେ ଲୁହ ମରିଚିକା ପିଇ (୨ଥର)ଲୁହର ତୋଳିରେ ଅଙ୍କାହୋଇଛି ମୋ ପାପଭରା ଟିକି ନଇଁସୀମାହିନ ମୋର……….ପାପ ସବୁ ଧୋଇ (୨ଥର)ହୃଦ ମୋଦିଅ ସଜାଇ ପ୍ରତିକ୍ଷାରେ […]
prabhu tume ma sahaya mo prati
ପ୍ରଭୁ ତୁମେ ମୋ ସହାୟ ମୋ ପ୍ରତିପାଳକଦିନ ପରେ ଦିନ ରାତି ପରେ ରାତି ବିତି ଯାଉ ମାସ ବରଷଆରାଧନା କରେ ତୁମରି ଆଶାରେପାଇବାକୁ ତୁମ ଆଶିଷ …. (ଘୋଷା) ପ୍ରତିଦିନ ପ୍ରତି ପ୍ରହରରେ.. ପ୍ରଭୁ ତୁମେ ଅଛ ମୋ ପାଖରେ (୨ଥର)ନିଦ୍ରା ଯାଇ ଅତି ସଅଳରେ … ପ୍ରଭୁ ନୀତି ତୁମ ନାମ ଧରେସନ୍ୟାଧିପତି ସଦାପ୍ରଭୁ ହେ |୧| ତୁମ ରଚନାର ଏ ଜୀବନ … ତୁମରି ଦୟାର ମୋ ଏ ପ୍ରାଣପାପ ଦୋଷ ମୋର […]
Give Me, Giving Heart
Give Me, Giving Heart, Leave Me NotStrive Me, To Hurt You NotForgive Me LordDrive Me Towards SalvationMove Me Forward To PerfectionYou’re My Way, Life, Truth,That’s What I TrustMy Life Is For You, This Is My Thirst Throw Your Light On Me, With Lawful WordShow Me How To Leave, This Sinful WorldLower Me Lord Down To […]
Father God, /I Will Sing
Father God, I Wonder How IManaged To Exist WithoutThe Knowledge Of Your ParenthoodAnd Your Loving Care Now I Am Your Son,And I Am Adopted In Your FamilyAnd I Can Never Be Alone‘cause Father God, You’re There Beside Me I Will Sing Your Praises (3)Forever MoreI Will Sing Your Praises (3)Forever More (Repeat All) (Written by […]