mana atma jishunku debi

ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବି,ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । (ଘୋଷା) ଯୀଶୁ ମୋର ସୃଷ୍ଟି କର୍ତ୍ତା,ମୋ ଆତ୍ମାର ସେ ବେବ,ତାଙ୍କ ହସ୍ତେ ସବୁଭାରଦେଇ ଶାନ୍ତି ଭୋଗିବି… |୧| ଯୀଶୁ ମୋ ଜୀବନାକାରସତ୍ୟ ଜ୍ୟୋତି ସେ ମୋହର,ଜୀବନ ଜ୍ୟୋତଃ ଶକ୍ତିରେ, ନିତ୍ୟଜୀବୀ ହୋଇବି… |୨| ଯୀଶୁ ମୋତେ ପ୍ରେମ କଲେ,ମୋ ପାଇଁ ସେ ପ୍ରାଣ ଦେଲେ,ତାଙ୍କୁ ପ୍ରେମ ମୁଁ ନ କଲେ, ଆତ୍ମଘାତୀ ହୋଇବି…. |୩| ଯୀଶୁ କେଡେ ମୋନହର, […]

prati kanthu jharipadu

ପ୍ରତି କଣଠୁ ଝରିପଡେ ତୁମ ଜୟ ଗୀତତୁମ ନାମେ ଶତଜାନୁ ହୁଏ ପୁଣି ନତ… (ଘୋଷା) ରାଜାରାଜନ ତୁମେ ପତିତପାବନଏ ଜଗତେ ପଥ ସତ୍ୟ ତୁମେ ହିଁ ଜୀବନଦୟାର ସାଗର ତୁମେ ପ୍ରେମର ଆକରକ୍ଷମାର ଆକର ତୁମେ କରୁଣା ନିର୍ଟିରଏକମାତ୍ର ଅତିପ୍ରିୟ ଈଶ୍ବର ସୁତ… |୧| ମରଣ ବିଜୟୀ ଯୀଶୁ ସର୍ବ ଶକ୍ତିମାନଅନୁଗ୍ରହେ ଦେଇଅଛି ମହା ପରିତ୍ରାଣହେ ପ୍ରେମିକ ପ୍ରିୟତମ ଚିର ମହୀୟାନଧନ୍ୟବାଦ ପ୍ରଶଂସାରେ ତୁମେ ହିଁ ଭାଜନତ୍ରିଭୁବନ କର୍ତ୍ତା ତୁମେ, ଅନାଦି ଅନନ୍ତ… |୨| ସୂଚୀମାଳାକୁ […]

nahi samaya kalo dino

ନାହିଁ ସମୟ କାଳ ଦିନପାଖେଇ ଆସିଲା ପ୍ରଭୁଙ୍କ ଆଗମନପାପଠାରୁ ରହି ଭିନ୍ନ ହୋ….. ପାଇ ଆମେ ପରିତ୍ରାଣଯୀଶୁଙ୍କୁ ଦେବାରେ ମନରେ… (ଘୋଷା) ଛାଡ଼ିଯିବା ଆମେ ମରତପୁରସ୍ଵର୍ଗ ହେବ ଆମ ଘରସ୍ଵର୍ଗ ସିଂହାସନେ ବସାଇବେ ପ୍ରଭୁଭୋକ ଶୋଷ ହେବ ଦୂରପାଇଲେ ଶାଶ୍ବତ ପ୍ରେମ ହୋ ପୁଲକିତ ହେବ ମନଧନ୍ୟ ହେବ ଆମ ଜୀବନ… |୧| ଯିଏ ଜାଣି ନାହିଁ ଜଣେଇ ଦେବାପ୍ରଭୁ ଆଗମନ କଥାଜାଣି ଶୁଣି ଯିଏ ଭୁଲାଇବ ମଥାଭୋଗିବ ନରକ ବ୍ୟଥାଆଉ ଭାଇ କ୍ଷମା ନାହିଁ ହୋ […]

madhura se jishu namo

ମଧୁର ସେ ଯୀଶୁ ନାମ ନିତି ଗାଉଥାସେ ପ୍ରେମର ସିନ୍ଧୁ ତୋର ବଂଧୁସେହି ପାଳକ ପିତା… (ଘୋଷା) ପ୍ରେମିକ ଯେ ସଦା ପ୍ରଭୁଚଲା ପଥ ସେ ଚାଳକସୁରକ୍ଷାର ମହାଶ୍ରୟସେହି ଏକା ତୋ ଅଭୟଅନାଦି ଅନନ୍ତ ସଦା ପ୍ରଭୁସେହି ଜୀବନ ଦାତା… |୧| ସାନ୍ବନା ସେ ନାମେ ମିଳେଜୀବନର ଦୁଃଖ କାଳେମଙ୍ଗଳ ଦାନ ଯେତେସେ ଦିଅନ୍ତି ଖାଲି ତୋତେତାଙ୍କ କୁଶ ତଳେ ଶାନ୍ତି ମିଳେସେହି ମୁକତି ଦାତା… |୨| ସୂଚୀମାଳାକୁ ଫେରନ୍ତୁ

papi marijare krusha pare

ପାପୀ ମରିଯାରେ କୁଶ ପରେ ମୁହଁ ମୁହିଁ ବୋଲି ବଜାନାହିଁ ଆଉ ଫମ୍ପା ଢୋଲ ତୁ ବୃଥାରେ… (ଘୋଷା) ଅସଂଖ୍ୟ ପରଜା କଲେ ଯାର ପୂଜାନାହିଁ ସେ ପ୍ରତାପୀ ଫାରୋ ମହାରାଜାସମୁଦ୍ରରେ ତା’ର ଗରଭ ଭ୍ୟଗିଲାମଢ଼ା ଭାସିଲା ପାଣିରେ ହେଲା ବିଭୁଙ୍କର ନିର୍ଦ୍ଦେଶରେ… ।୧। ଧନରେ ଧନୀର ଫାଟିଲା ଭଣ୍ଡାରଲାଜାରକୁ କଲା କେତେ ହତାଦରସଂପତି ବଢ଼ି ତା ମର୍ତ୍ତ୍ୟରେ ରହିଲାନ ନେଲା ତାଙ୍କୁ ସ୍ବର୍ଗରେଆବ୍ରାହମ କୋଳେ ଲାଜାରରେ… |୨| ରାଜା ଶୋଲମନ ଅତି ଜ୍ଞାନବାନ୍ଧନ ଜନ ମାନେ […]

gao jayagana kara jayagano

ଗାଅ ଜୟଗାନ, କର ଜୟଗାନପ୍ରିୟତମ ଯୀଶୁ ନାମଯୀଶୁ ହିଁ ମୁକ୍ତି, ଯୀଶୁ ହିଁ ଶାନ୍ତିଯୀଶୁ ଅନନ୍ତ ଜୀବନ… (ଘୋଷା) ଆସିବ ଦୁଃଖ ନିନ୍ଦା ତାଡନାନକର ମୁଖ ମଳିନତୋ ଆଗେ କେତେ ଯେ ଗଲେଲୋତକ ହୋଇ ପୂର୍ଣ୍ଣସହି ଯା ଆୟୁବ ସମାନପ୍ରିୟତମ ଯୀଶୁ ନାମ… I୧| ଖତରାଶିରୁ ଉଠାଇ ତୋତେକଲେ ନିଜର ସନ୍ତାନକୁଶ ଉପରେ ପରାଣ ଦେଇଦେଲେ ମୋତେ ପରିତ୍ରାଣସହି ଯା ଯୀଶୁ ସମାନପ୍ରିୟତମ ଯୀଶୁ ନାମ… |୨| ସୂଚୀମାଳାକୁ ଫେରନ୍ତୁ

he patha satya jibana

ହେ ପଥ ସତ୍ୟ ଜୀବନ ହେ ଯୀଶୁ ତୁମେ ଦୟାବାନମୋର ପାପ ପାଇଁ କେତେ ଦୁଃଖ ସହି (ଘୋଷା) କେତେ ଦୟା ବହି ରକତ ଝରାଇମୋର ମୁକ୍ତି ପାଇଁ ନିଜ ପ୍ରାଣ ଦେଇଏ ଯାତନା ମୋରି ପାଇଁ, ହେ ଯୀଶୁ ତୁମେ ଦୟା ବହି… |୧| ଥୁଲି ମୃତ ହୋଇ ପାପେ ହଜିଯାଇଚିନ୍ତା କଲ ମୋତେ ଖୋଜିବାର ପାଇଁକଣ୍ଟା ବିନ୍ଧା ହୋଇ ପ୍ରାୟଶ୍ଚିତ୍ତ ହୋଇଜଗତବାସୀଙ୍କ ପାଇଁ ହେ ଯୀଶୁ ତୁମେ ଦୟା ବହି… |୨| ସୂଚୀମାଳାକୁ ଫେରନ୍ତୁ

jishu bina brutha mo jibana

ଯୀଶୁ ବିନା ବୃଥା ମୋ ଜୀବନଯୀଶୁ ବିନା ନାହିଁ ତୋ ପରିତ୍ରାଣଯୀଶୁ ହିଁ ଅଟନ୍ତି ଜଗତେ ମହାନ୍ଯୀଶୁ ହିଁ ଅଟନ୍ତି ଜଗତେ ଜୀବନଯୀଶୁଠାରେ ପାପୀ ପାଏ ପରିତ୍ରାଣଯୀଶୁ ଅନନ୍ତ ଜୀବନ… (ଘୋଷା) ଯୀଶୁ ତୋର ଧନ, ଯୀଶୁ ତୋର ଜ୍ଞାନଯୀଶୁ ତୋର ଗାନ, ଯୀଶୁ ତୋର ପ୍ରାଣଯୀଶୁ ନାମେ ଅନ୍ଧ ପାଏ ନୟନଯୀଶୁ ନାମେ ମୃତ୍ୟୁ ପାଏ ଜୀବନ… |୧| ଯୀଶୁ ତୋର ବଳ, ଯୀଶୁ ତୋର ଢାଲଯୀଶୁ ତୋର ପଥ, ଯୀଶୁ ତୋର ସତ୍ୟଯୀଶୁ ନାମେ […]

jishu namo priya namo

ଯୀଶୁ ନାମ ପ୍ରିୟ ନାମଯୀଶୁ ନାମ ମଧୁ ନାମଯୀଶୁ ନାମେ ଅଛି ଅନନ୍ତ ଜୀବନ (୨ ଥର)ଯୀଶୁ ନାମେ ପରିତ୍ରାଣ… (ଘୋଷା) ଯୀଶୁ ନାମେ ଅନ୍ଧ ଦେଖେଯୀଶୁ ନାମେ ମୃତ ଜାଗେଯୀଶୁ ନାମ ଦିଏ ତ୍ରାଣକରି ତାଙ୍କ ଜୟ ଗାନ…. |୧| ସେହି ନାମେ ଅଛି ଶାନ୍ତିସେହି ନାମେ ଅଛି ମୁକ୍ତିତାଙ୍କ ନାମେ ଅଛି ଶକ୍ତିସଂଭ୍ରମରେ କର ଭକ୍ତିହୃଦେ ନିଅ ଯୀଶୁ ନାମସେହି ପ୍ରିୟ ଯୀଶୁ ନାମ… |୨| ସେହି ମୋର ପ୍ରିୟତମସବୁଠାରୁ ମହୀୟାନତାଙ୍କଠାରେ ଦେଲେ ମନପାଇବ […]

topaye topaye raktadhara

ଟୋପାଏ ଟୋପାଏ ରକ୍ତଧାରଝରିଗଲା କେତେ ଝରିଗଲା (୩ ଥର)ନଈ ନାଳ ପରି ନଈ ନାଳ ପରି ଝରିଗଲାକାଲବରୀ କୃଶରେ ଜୀବନ ଦେଲେମୋର ପାପ ପାଇଁ ମଲେଟୋପାଏ … ଟୋପାଏ… (ଘୋଷା) ଯୀଶୁର କଥା ଶୁ, ଯୀଶୁର ବାକ୍ୟ ଶୁନ୍ସବୁ କଥା ମନେ ରଖି ଭାବୁଥାଇମନ ଜୀବନ ଦେଇକରି ଗୁଣ ଗାଉଥାକାଲବରୀ କୁଶରେ ଜୀବନ ଦେଲେମୋର ପାପ ପାଇଁ ମଲେଟୋପାଏ…ଟୋପାଏ…. |୧| ଯୀଶୁ କଲେ ପ୍ରେମ, ଯୀଶୁ ଦେଲେ କ୍ଷମାସବୁ କିଛି ମୋର ପାପ ଦୂର କଲେମନ ଜୀବନ […]