jishunka poche chalibu
ଯୀଶୁଙ୍କ ପଛେ ଚାଲିବୁନବ ଜୀବନ ଲଭିବୁ… (ଘୋଷା) ସେ ଯେ ସତ୍ୟ ସୁନ୍ଦର ସେ ଯେ ସତ୍ୟ ଈଶ୍ବରମିଳି ତାଙ୍କ ସାଥେ ଚାଲିବୁ ସତ୍ୟ ପଥେସଜାଡ଼ି ତାଙ୍କ ଚରଣେ ପାପ ଭାର ରଖିବୁ… |୧| ସେ ଯେ ସତ୍ୟ ଜୀବନ ସତ୍ୟ ମୁକ୍ତି ନନ୍ଦନତ୍ରାତାଙ୍କ ମିଳନ ଯିଏ ମୋ ପ୍ରାଣଧନଜୀବନେ ଏ ମିଳନେ ପ୍ରାଣ ଭରି ଗାଇବୁ… |୨| ସୂଚୀମାଳାକୁ ଫେରନ୍ତୁ
dekha dekha asuchanti gourabare
ଦେଖ ଦେଖି ଆସୁଅଛନ୍ତି ଗୌରବେ ଯୀଶୁରାଜା,ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୂ ପ୍ରଜା,ଏ ମର ଶରୀର ହେବ ରୂପାନ୍ତରଅକ୍ଷୟ ଅମର ହୋଇବା (ଘୋଷା) ଗାଇଯିବା ତାଙ୍କ ପ୍ରଶଂସା ଗୀତନୂତଗଣ ସାଥେ ହୋଇ ମିଳିତହୋଶାନ୍ନା .., ହୋଶାନ୍ନାଆସ ଯିବା ସେ ମହା ଭୋଜେହୋଇ ନିମନ୍ତ୍ରିତ ଆସିଛୁ ଯେତେଆନନ୍ଦ ଉଲ୍ଲାସେ ଯିବା ଯୀଶୁ ପାଶେସ୍ଵର୍ଗୀୟ ସଂଗୀତ ଗାଇବା … |୧| ଏହି ଦେଖ ଦିଶେ ସ୍ଵର୍ଗଦ୍ଵାରଆଉ ନାହିଁ ଭୟ ମାରନା ଡର… ହୋଶାନ୍ନା… ହୋଶାନ୍ନାସ୍ଵର୍ଗଦୂତ ହସ୍ତପ୍ରସାରିନେଇଯିବେ ରାଜା ସ୍ବାଗତ […]
swantana gheno
ସାନ୍ବନା ଘେନ ସାଳ୍ପନା (୨ ଥର)ପ୍ରେମରେ ଭୁଲାଇ ମାଆ ପରି ସେ ଯେଭରିଦେବେ ମନେ ସାନ୍ବନା (ଘୋଷା) କହିଛନ୍ତି ପରା ନହୋଇ ବିମୁଖରହିଥିବେ ପାଶେ ପାଶେସାହସ ଜଗାଇ ତୋଳି ନେବେ ତୋତେଦୁଖ ରଜନୀ ଶେଷେନହୁଅ ଅଧୀର ବ୍ୟସ୍ତ ପରାଣନିର୍ଭର କର ସାନ୍ତନା …|୧| ଏପରି ବଂଧୁ, ସଖା, ପ୍ରିୟତମ,କେହି ନାହିଁ ଜଗତରେଏତେ ଉତ୍ସାହ ଆନନ୍ଦ ଆଉକେଉଁ ନାମ ଦେଇପାରେଯୀଶୁ ନାମେ ମିଳେ ମଧୁ ଆଶ୍ବାସଅଶେଷ ଶାନ୍ତି ସାନ୍ତ୍ରନା… |୨| ସୂଚୀମାଳାକୁ ଫେରନ୍ତୁ
mo priya jishu raja
ମୋ ପ୍ରିୟ ଯୀଶୁ ରାଜା ସର୍ବେ କରନ୍ତୁ ପୂଜାଆସୁ ସୁଖ, ଆସୁ ଦୁଃଖ, ହେବି ନାହିଁ ଦିଗହରା … (ଘୋଷା) ହଜିଥିଲି ଦିନେ ମୁଁ ପାପରେଭାବି ତ ନଥୁଲି ସପନେ ହୋ..ହୋ…କି ହେବ ମୋ ଦଶା ପରପାରେପ୍ରେମେ ମୋତେ ତୋଳି ନେଲକାଲବରୀ ତୁ ମୋର ଧ୍ବଜା… |୧| କଳୁଷିତ ଭରା ଏ ଧରାରେପାଏନା ମୁଁ ଯାହା ଖୋଜିରେ ହୋ…ହୋ…ଏ ମର ଶରୀର ମୋ ଝୁରେତୁମ ପାଇଁ ହିଁ ତୁମ ପ୍ରେମକାଲବରୀ ତୁ ମୋର ଧୂଜା… |୨| ମୋ […]
manisha jibana atayee kebala
ମଣିଷ ଜୀବନ ଅଟଇ କେବଳପାଣି ଫୋଟକାର ସାଥିଉଡ଼ିଯାଏ ପ୍ରାଣ ଭାସିଯାଏ ସ୍ରୋତଲିଭାଇ ସଂସାର ମୁକ୍ତି… (ଘୋଷା) ତୁମେ ତ ଗଢିଛ ଦୁନିଆର ପ୍ରଭୁନ ଦେଖି ଦୁଃଖୀର ଦୁଃଖଦେଖି ଦୁଃଖ ଦେଇ ମଉଳି ଯାଉଛିନ ବୁଝୁ ଆମ ବିବେକ… |୧| କେତେ ଯେ ଡ଼ାକଇ ଶୁଣିବନି ପ୍ରଭୁକର ମୋତେ ଘାସ ଫୁଲନିର୍ଜନ ବନସ୍ତେ ଫୁଟି ଝଡ଼ିପଡ଼େକେହି ନ ବୁଝେ ମୋ ମୂଲ … |୨| ମନରେ ଦେଉଛି ଶତ ଆଶା ମୋରତୋଳିଛି ଆଶା ସଉଧତବ କୃପାବଳେ ଆଗେଇ ଚାଲିବିନ […]
tumari prema anupama
ତୁମରି ପ୍ରେମ ଅନୁପମ, ତୁମେ ଧନ୍ୟ ଧନ୍ୟ ହେକେ ଅଛି ମୋହରି ତୁମରି ସମ |ଘୋଷା| ତୁମେ ଗୋ ମୋହରି ପ୍ରିୟତମ, ପରମ ସୁହୃଦ ପ୍ରାଣ ସମତୁମରି ପ୍ରଣୟ ରମଣୀୟ… |୧| ଯେଣେ ଫେରାଇଲେ ଆଖି ମୋହରଦେଖଇ ତୁମରି ପ୍ରେମ ଅପାରତୁମରି ସଲିଳ ତୁମ ଅନିଳ… |୨| ଜନକ ଜନନୀ ତୁମରି ଦାନପ୍ରାଣ ପ୍ରିୟତମ ବନ୍ଧୁ ପରିଜନତୁମରି ପ୍ରସାଦେ ପାଇଛି ସବୁ… |୩ଇ ତୁମରି ଅପାର ସେନେହ ଡୋରେଚିର ସ୍ଥିରେ ନାଥ ବାନ୍ଧିଛି ମୋରେଜୀବନେ ମରଣେ ମୁହଁ […]
jishu aso mo antare
ଯୀଶୁ ଆସ ମୋର ଅନ୍ତରେ, ଲଭିବି ପ୍ରାଣ ଦେଖି ତୁମରେମୋର ତାପିତ ପ୍ରାଣ ଶୀତଳ ହେବ ହେ ବାରେପାଇଁ ଅନ୍ତରେ (ଘୋଷା) ତୁମ ମୋହନ ମୂରତି ଦେଖି ହେ ଯିବ ଦୁଃଖ ଅନ୍ତରେ… |୧|ପ୍ରଭୁ ତୁମେ ଯହିଁ ସ୍ଵର୍ଗ ତହିଁ ହେ ଆସ ମୋର ଅନ୍ତରେ… ।୨।ତୁମ ସହବାସେ ସ୍ଵର୍ଗ ସୁଖ ହେ, ମିଳେ ଏହି ସଂସାରେ… |୩|ତୁମ ଦର୍ଶନେ ମନ ମୁଗଧ କରେ ହେ, ଆସ ମୋର ଅନ୍ତରେ …|୪| ସୂଚୀମାଳାକୁ ଫେରନ୍ତୁ
aji mana prana kholi bolo
ଆଜି ମନ ପ୍ରାଣ ଖୋଲି ବୋଲ‘ଜୟ, ଜୟ, ଯୀଶୁ ଜୟ’ଜୟ ପିତା ପୁତ୍ର ପବିତ୍ର ଆତ୍ମା ଜୟ ଯୀଶୁଙ୍କ ଜୟ’ (ଘୋଷା) ଜୟ ଆମା ଅନାଦି, ଜୟ ପିତା ପୁତ୍ର ନିରବଧୂ,(ବୋଲ) ଜୟ ପିତା ଜୟ ଈଶପୁତ୍ରବିଜୟ ଆତ୍ମାଙ୍କର ଜୟ… |୧| ଜୟ ସୃଜନ କାରଣ, ଜୟ ପାପ ବିନାଶନ,( ବୋଲ) ଜୟ ପାବକ ସ୍ଵରୂପ ଆମ୍ବାଜୟ ଯୀଶୁଙ୍କ ଜୟ’… |୨| ଜୟ ପିତତପାବନ, ଜୟ ଜୟ ବିପଦ ଭଞ୍ଜନ,( ବୋଲ) ଜୟ ଭକତ-ଚିତ୍ତ-ବିନୋଦନଜୟ ଯୀଶୁଙ୍କ ଜୟୀ… […]
aso he pranara jishu
ଆସ ହେ ପ୍ରାଣର ଯୀଶୁ ଆସ ଆଜି ପୂଜିବି,ମୋହନ ମୂରତି ଦେଖି ପ୍ରେମ ରସେ ମାତିବି (ଘୋଷା) ଭକତିପୂର୍ଣ୍ଣ ଅନ୍ତରେ ପୂଜିବି ନାଥ ତୁମରେ,ରଖିବି ହୃଦ ମଧ୍ୟରେ ମୋ ଆଶା ମେଣ୍ଟାଇବି… |୧| ରଖି ହୃଦ ସିଂହାସନେ ସେବି ତୁମକୁ ଯତନେ,ପ୍ରୀତିପୁଷ୍ପ ଶ୍ରୀଚରଣେ ଦେଇ ସଦା ସାଜିବି… |୨| ତବ ସହବାସେ ଯୁବି-ତୁମ ବିନା ନ ଜାଣିବି,ତବ ଗୁଣ ଗାନ ଗାଇ ଏ ଜୀବନ ଯାପିବି… |୩| ସୂଚୀମାଳାକୁ ଫେରନ୍ତୁ
tumara rajya asu amo ehi dhora re
‘ତୁମର ରାଜ୍ୟ ଆସୁ, ଆମ ଏହି ଧରା ପରେପ୍ରଭୁ କରୁଛୁ ପ୍ରାର୍ଥନା, ତୁମ୍ଭର ରାଜ୍ୟ ଆସୁ’… (ଘୋଷା) ଚଉଦିଗେ ଆମେ ଯାଇ କହିବୁତୁମ ପ୍ରେମ ଶୁଣାଇବୁ,ସବୁରି ମନ ମନ୍ଦିରେରାଜ୍ୟ ଆସୁ, ରାଜ୍ୟ ଆସୁ, ଆ … ଆ ଆମେନ୍… |୧| ଆହେ ରାଜା ରାଜନ ଆମରରାଜ୍ୟ ସଂସ୍ଥାପିତ ତୁମ୍ଭରଚିରଦିନ ହେବ ସେ ରାଜ୍ୟରାଜ୍ୟ ଆସୁ, ରାଜ୍ୟ ଆସୁ, ଆ…ଆ…ଆମେନ୍… |୨| ସୂଚୀମାଳାକୁ ଫେରନ୍ତୁ