swarga jahara singhasana

ସ୍ଵର୍ଗ ଯାହାର ସିଂହାସନ ପୃଥିବୀ ଯାହାର ପାଦପୀଠ…ମୁଁ…ସେହି ପ୍ରିୟ ଯୀଶୁ ପାଦ ତଳେଭକତି ଅଞ୍ଜଳି ଢ଼ାଳେ … ମୁଁ … (ଘୋଷା) ଯେ ନାମରେ ଅନ୍ଧ ଦେଖିଥିଲା,ସେ ନାମରେ ଛୋଟା ଚାଲିଥିଲାସେହି ନାମ ମୋର ଜୀବନ ସଂଗୀତସେ ନାମେ ଶାନ୍ତି ମିଳେ … ମୁଁ … |୧| ସେ ନାମକୁ ମୃତ୍ୟୁ ଡରିଥିଲା ପାପ ଅମାନିଶା ପାହିଗଲାପାଇଛି ସେ ନାମ ଦେଇ ମୋ ଜୀବନତାଙ୍କରି ଚରଣ ତଳେ… ମୁଁ … |୨| ସୂଚୀମାଳାକୁ ଫେରନ୍ତୁ

samarpibi jishupade jaha achi

ସମର୍ପିବି ଯୀଶୁ ପାଦେ ଯାହା ଅଛି ମୋହରକରିବି ମୁଁ ପ୍ରେମ ତାଙ୍କୁ ଶକ୍ତି ଦେଇ ମୋହର (ଘୋଷା) ସବୁ ମୁଁ ଦେବି ସମର୍ପି ଦେବିପ୍ରିୟ ଯୀଶୁ ପାଦେ ତୁମ ସମର୍ପି ଦେବି … I୧I ସବୁ ଦେବି ଯୀଶୁ ପାଦେ ନତ ହେବି ଚରଣେଲୋଡ଼ା ନାହିଁ ପୃଥିବୀରେ ସୁଖ ଯେତେ ଜୀବନେ |୨| ସବୁ ଦେବି ତୁମ ପାଦେ କର ଯୀଶୁ ତୁମରତବ ପୁଣ୍ୟ ଜ୍ଞାନ ଦାନେ ହୁଅ ତୁମେ ମୋହର… |୩| ସବୁ ଦେବି ଯୀଶୁ […]

dekho dekho kiye asuchanti

ଦେଖ ଦେଖ କିଏ ଆସୁଛନ୍ତି ମହା ଗୌରବରେ ଆସୁଛନ୍ତିଚକ୍ଷୁ ଉଠାଇ ଉଦ୍ଧିକୁ ଦେଖାଆମ ଯୀଶୁ ରାଜା ଆସୁଛନ୍ତି (ଘୋଷା) କେଡ଼େ ସୁନ୍ଦର ଏ ସାଜସଜାସରଗର ବିଭବରେ ସଜ୍ଜାବାଜା ବାଜୁଛି ଦୃତ ଗାଉଛିଗଉରବେ ଯୀଶୁ ଆସୁଛନ୍ତି… |୧|ଆଉ ନାହିଁ ତ ସେ କଣ୍ଟା ମୁକୁଟବର ବେଶରେ ଏବେ ସଜିତବଧୁ ସାଜିଛି ଗୁଣେ ଭରିଛିକନ୍ୟା ନେବେ ବର ଆସୁଛନ୍ତି । ୨ || ସୂର୍ଯ୍ୟ ଚନ୍ଦ୍ର ନାହାନ୍ତି ଉଦ୍ଧରେମଲା ପଡ଼ିନି ଦେହ ସେଠାରେଭୟ ରହିଛି ହୃଦ କଂପୁଛିନ୍ୟାୟ ଦେବେ ଯୀଶୁ […]

ame re khristiyo sayino

ଆମେରେ ଖ୍ରୀଷ୍ଟିୟ ସଇନ ହଟିବାନି କେବେ ପଛେଆମେରେ ଉଯୋଗୀ ସଇନ ମୁକ୍ତିର ମଶାଲ ହାତେ (ଘୋଷା) ଆମ ସେନାପତି ତ୍ରିପୁର ବିଜୟୀତ୍ରିପୁର ବିଜୟୀ ସେ ମୃତ୍ୟୁଞ୍ଜୟୀସ୍ଵର୍ଗପୁର ତ୍ୟାଗୀ ଆସିଲେ ଓହ୍ଲାଇ ରାଜୀବରେଶାନ୍ତି ମୈତ୍ରୀ ଏ ଭବେ |୧| ଆମ ହାତେ ଜଳେ ଆଲୋକ ବତୀକାଲଲାଟେ ଶୋଭେ ବିଜୟର ଟୀକାନାଶିବୁ ଆମେ ବ୍ୟାବଳ ଶକତିଉଡ଼ାଇ ବିଜୟ ପତାକା ନଭେ |୨| ଜାଗରେ ଜାଗରେ ସୁପ୍ତ ଜନତାଜାଗରେ ଆବାଳ-ବୃଦ୍ଧ-ବନିତାଜାଗି ଉଠୁ ଆଜି ଏ ନବ ଭାରତୀଜାଗି ଉଠୁ ଆଜି ନବ […]

pade pade chaluchi mu

ପାଦେ ପାଦେ ଚାଲୁଛି ମୁଁ ଯୀଶୁ ତୁମ ସାଥେମୁହିଁ ପଡ଼ିଗଲେ ଧୂଳି ଝାଡି ତୋଳି ନିଅ ହାତେ … (ଘୋଷା) ଜୀବନର ପ୍ରତି କ୍ଷଣେ ତୁମ ମୁଖ ଚାହିଁଚାଲିବି ମୁଁ ତବ ପଦ ଚିହ୍ନି ପାଦ ଦେଇଦୁର୍ବଳତା କେତେ ମୋର ଆସେ ଯେବେ ଘେରିବଢ଼ାଅ ମୋ ଶକ୍ତି ତବ ବାକ୍ୟ ଦାନ କରିପଥ ଚଲା ଶିଖାଅ ହେ ମୋତେ | ୧ | ରହିଯାଏ ପଥେ ଯେବେ ପଥ ଚାଲିବାରେକ୍ଲାନ୍ତି ମୋର କ୍ଷମା କରି ନିଅ ଗୋ […]

mote bhala lage jishu namo

ମୋତେ ଭଲ ଲାଗେ ଯୀଶୁ ନାମସେ ମଧୁର ନାମ ସେହି ସୁଧା ନାମଜଗତରେ ଯୀଶୁ ନାମ ସବୁଠାରୁ ଅନୁପମ (ଘୋଷା) ସେ ନାମରେ ଶାନ୍ତି ସେ ନାମେ ମୁକତିଅତୁଳ ସେ ନାମ ଅମର ସେ ନାମସେଥିପାଇଁ ଭଲ ଲାଗେ ସବୁ ନାମଠାରୁ ଯୀଶୁ ନାମ … |୧| ସେହି ନାମ ଜପି ବିତୁ ଦିନ ରାତିବିନା ସେହି ନାମ ବୃଥା ଏ ଜୀବନଦୀନହୀନ ପାପୀ ପାଇଁ ଯୀଶୁ ନାମେ ଅଛି ପରିତ୍ରାଣ … |୨| ସୂଚୀମାଳାକୁ ଫେରନ୍ତୁ

Aashis tujhse chahte hai

आशीष तुझसे चाहते हैं, हे स्वर्गी पितः हम आते हैं (2times) ना कोई खूबी है, ना लियाकत,बक्सों हम को आपनी ताकत (2times)खाली दिलों को लाते है, खाली दिलों को लाते है हे स्वर्गी पितः हम आते हैं हमनें बहत खताएं की हैं,रहे निकम्मे ज़फ़ाएं की हैं (2times)शरम से सिर झुक जाते हैं, शरम से सिर […]

aaj ka din yahova ne banaya /आज का दिन यहोवा ने बनाया है

आज का दिन यहोवा ने बनाया है,हम उशमें आनंदित हो, आनंदित हो (2 times) प्रभु को महिमा मिले, चाहे हो मेरा अपमानवो बढ़े मैं घटूँ, रहे उसी का ध्यान (2 times) आज का दिन यहोवा ने…. स्तुति प्रशंसा करें, क्यों ना कुछ होता रहेउसको हम भाते रहें, चाहे जहाँ भी रहें (2 times) आज का […]