ame re saraga basi
ଆମେରେ ସରଗ ବାସୀ, ଜଗତେ ଆମେ ବିଦେଶୀବଞ୍ଚିଥିବୁ ଯେତେ ଦିନ, ଗାଉଥିବୁ ଯୀଶୁ ନାମଦେଖାଇବୁ ସତ୍ୟାଲୋକ ଅନ୍ଧକାରକୁ ନାଶି…ନାଶି…ନାଶି (ଘୋଷା) ଆଜି ସିନା ଆସିଅଛି ଦୁଃଖଭରା ଦିନପ୍ରେମ ଶାନ୍ତି ସତେ ଅବା ଅଳୀକ ସପନଅନାହାର, ରୋଗ, ଦୁଃଖ, ମୃତ୍ୟୁର କ୍ରନ୍ଦନଏ ଧରାରେ ରହିଥିବ ସେ ତ ଚିରଦିନସୁଖେ ଦୁଃଖେ ସାଥି ଆମ ରହିଥିବ ଯୀଶୁ ନାମରହିଥିବା ଯେତେ ଦିନ ଆମେଏ ଜଗତେ ହସି ହସି ହସି …. |୧| ଦୀନ ଦୁଃଖୀ ଲୋତକକୁ ଆମେ ପୋଛି ଦେବାପ୍ରେମ […]
aradhana ho aradhana
ଆରାଧନା ହୋ ଆରାଧନା ଖୁଦାବନ୍ ଈଶୁକ ଆରାଧନା … (ଘୋଷା) ଶାନ୍ତିଦାତା କି ଆରାଧନା ମୁକ୍ତିଦାତା କି ଆରାଧନା … |୧|ମେରେ ମଶୀହା କି ଆରାଧନା ଜୀବନ୍ ଦାତା କି ଆରାଧନା … |୨|ଦୂତୋ କେ ସଙ୍ଗ-ସଙ୍ଗ ଆରାଧନା ସ୍ତୁତି ପ୍ରଶଂସା କି ଆରାଧନା ..|୩|ତାଲି ବଜାକେ ଆରାଧନା ନାତେ ଗାତେ ଆରାଧନା .. |୪|ପବିତ୍ର ଦିଲ୍ ସେ ଆରାଧନା ପ୍ରେମି ମସେ ଆରାଧନା … |୫|ହାତ୍ ଉଠାକେ ଆରାଧନା ଈଶୁ ରାଜାକି ଆରାଧନା … |୬| […]
asara dipali jali karuachi
ଆଶାର ଦିପାଳୀ ଜାଳି କରୁଅଛି ପଦେ ଅଳିଦିଅ ବାରେ ଡେଣା ମେଲି ବାହୁ ତୋଳି ତବ ଶାନ୍ତି (ଘୋଷା) ଆଶ୍ରୀହୀନ ହୋଇ ରହିଛି ମୁହିଁତୁମ ବିନା ଜଗତେ କେହି ନାହିଁଝରାଇ ଦିଅ ତୁମ ପ୍ରେମ ବାରିନିବିଡ଼ ଘନ ଅନ୍ଧାରେ, ଡାକଇ ଅତି କାତରେଘନ ବାରେ ମୋ ମିନତି, ମୋ ମିନତି, ଏ ଆରତି… |୧| ଅନ୍ଧର ଲଉଡ଼ି ମୋ ଦୀନ ନାଥ,ଅନ୍ଧାରେ ଆଲୁଅ ଯେ ସତ୍ୟ ଈଶଦିଅ ବାରେ ଦେଖାଅ ତବ ମୁଖଆହେ ମୋ ଉଦ୍ଧାରକାରୀ ଏ […]
asibe se mo priya jishu raja
ଆସିବେ ସେ ମୋ ପ୍ରିୟଯୀଶୁ ରାଜା ମୋ ପ୍ରିୟଯୀଶୁ ରାଜାଚମକିବ ଧରା ହେବ ଭୀତି ଭରା …(ଘୋଷା) ଆସିଥିଲେ ଦିନେ ଥରେ ଏହି ଧରା କୋଳେଦୁଃଖୀର ଦୁଃଖରେ ପୁଣି ଦୁଃଖୀ ସେ ହୋଇଲେଏଡ଼ାଇଲେ ପ୍ରତିବାଧା କଷଣ ସହିଲେପାପର ଅନଳ ଝାସେ ଆହୁତୀ ସାଜିଲେକୁଶ ମଲେ ମୋ ପ୍ରିୟ ଯୀଶୁ ରାଜା…ମୋ ପ୍ରିୟ ଯୀଶୁ ରାଜାମେଘରଥେ ଚଢ଼ି ନଭ ଦେଶ ଚିରି…ଆସିବେ ସେ ମୋ … |୧| ଶୁଭିବ ତୂରୀର ନାଦ ହଜିବ ଧରାର ନିଦଭାଙ୍ଗିବ ପଥର ଛାତି […]
prasansa gouraba kara rajadhi raja
ପ୍ରିୟତମ …ପ୍ରଶଂସା ଗଉରବ କରରାଜାଧି ରାଜ ପ୍ରଭୁଙ୍କରସେ ତ ଜ୍ୟୋତିର୍ମୟ ସେ ତ ସୁଧାମୟସେ ଯେ, ପରିତ୍ରାଣ ଆକର … (ଘୋଷା) ଅନାଦି ଅନନ୍ତ ନିତ୍ୟ ଜୀବିତସର୍ବଶକ୍ତିମାନ ପ୍ରେମେ ବିଭୂଷଣଅତୁଳନୀୟ ତା, ଦୟା କ୍ଷମା ଗୁଣଆମ, ମର ଜୀବନ ପର … |୧| ଈଶ୍ବରଙ୍କ ପୁତ୍ର ହୋଇ ଦେହବନ୍ତପ୍ରକାଶିଲେ ବିଶ୍ୱ ଜୀବନର ପଥବୁହାଇ ଶୋଣିତ ପାପୀଙ୍କ ନିମିତ୍ତକରି, ଦୟା ପ୍ରେମ ଅପାର .. |୨| ଆହେ ନଗଣ କର ଜୟଗାନସୁମରି ତାହାଙ୍କ ବହୁମୂଲ୍ୟ ଦାନପ୍ରୟୋଜନ ଯାହା କରନ୍ତି […]
prabhu tume ruha sathe sathe
ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରାମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)ଏ ଜୀବନ ସାରା … (ଘୋଷା) ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାରତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରାଏ ଜୀବନ ସାରା …. I୧| ଦୁଃଖ ଯେବେ ଆସେ ମନେ ଯିବି ତୁମ ସନ୍ନିଧାନେତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରାଏ ଜୀବନ ସାରା …. |୨| ପରୀକ୍ଷା ଓ […]
kari tanka dhanyabada dhanyabada
କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋରକର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନହେ ମୋହର ମନ, ନ ପାଶୋର ତାଙ୍କ ଦାନ (ଘୋଷା) କ୍ଷମା କରନ୍ତି ସେ ତୋ’ର ପାପ ସବୁ ସୁସ୍ଥ କରନ୍ତି ତୋହରରୋଗ ସବୁ ବିନାଶରୁ ତୋତେ କରନ୍ତି ଉଦ୍ଧାରଶିରେ ତୋ ଦିଅନ୍ତି ଦୟାର ମୁକୁଟ … |୧| ସଦାପ୍ରଭୁ ସ୍ନେହଶୀଳ କୃପାମୟ କ୍ରୋଧରେ ଧୀର ସେ ରେ ଦୟାମୟକରିଛନ୍ତି […]
he akasha mandala suna suna
ହେ ଆକାଶ ମଣ୍ଡଳ ଶୁଣ ଶୁଣଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣହେ ପୃଥିବୀ -.. ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା) କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି ପିତାଙ୍କ ହୃଦୟ ବେଦନାଅଗ୍ନି ତେଜରେ ରାଜା ଆସିବେମହାକ୍ରୋଧରେ ତାଙ୍କୁ ଗ୍ରାସିବେ …ହୋ .. ହୋହେ ପୃଥିବୀ … ଆସୁଛି ଅତି ଭୟଙ୍କର ଦିନ … |୧| ପ୍ରଭୁଙ୍କ ଦୃଷ୍ଟିରେ ଯାହା ଅଟେ ମନ୍ଦ କେବେ ତୁ ସେ କାର୍ଯ୍ୟ କରନାପସନ୍ଦ ସେ ଅଟେ ଶୟତାନର ଫାନ୍ଦତା’ନୁହେଁ ସେ […]
ki dukha sahila prabhu mo marana nije bari
କି ଦୁଃଖ ସହିଲ ପ୍ରଭୁ ମୋ ମରଣ ନିଜେ ବରିଧନ୍ୟ ଯୀଶୁ ତାଣକାରୀ (ଘୋଷା) ମସ୍ତକେ କଣ୍ଟା ମୁକୁଟ ପିନ୍ଧିଲେ ମୋ ପାଇଁ ହୋ … ହୋ … ହୋ ..ଗାଲେ ଚାପୁଡ଼ା ମାରିଲେ କେତେ ପରିହାସ କରିଏ ଯାତନା ମୋରି ପାଇଁ … |୧| ଯାଏ କେତେ ରକ୍ତ ବହି, ମସ୍ତକରୁ ଝରି… ହୋ …ହୋ…ହୋ…ବସାଇଲେ ଯେ ଶିଆର, ପୃଷେ କୋରଡ଼ା ପ୍ରହାରଅସହ୍ୟ ଦୁଃଖ ତୁମରି … |୨| ଚଢ଼ାଇଲେ କୁଶ କାଣେ ଅଭିଶପ୍ତ ପରି […]
priya prabhujishu mo rajana jishu
ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେପରମ ସୁନ୍ଦର ଆହେ ପ୍ରିୟ ମୋରଦଶ ସହସ୍ର ମଧ୍ୟରେ … ଦଶ ସହସ୍ର ମଧ୍ୟରେ (ଘୋଷା) ତୁମ ବିନା ପ୍ରଭୁ ନାହିଁ କାହାଠାରେନାହିଁ କେବେ ପରିତ୍ରାଣ,ନରଗଣ ମଧେ ଆକାଶର ତଳେନାହିଁ କେହି ଧରାଧାମେପରମ ସୁନ୍ଦର ଆହେ ପ୍ରିୟ ମୋର … |୧| ପରମ ଆନନ୍ଦ ଆହେ ପ୍ରିୟତମବସେ ତୁମ ଛାୟାତଳେ,ତୁମରି ଫଳଯେ କି ସ୍ବାଦ ତୁଣ୍ଡକୁବଣ୍ଡିକି ମୁଁ ତାହା ପାରେ ।ପରମ ସୁନ୍ଦର […]