jharigola rudhira moro papo
ଝରିଗଲା ରୁଧୁର ମୋର ପାପ ପାଇଁରେସେହି କାଲବରୀ ଚୂଳେ ଝରିଲା ରକତ କେତେରୁର କେତେ… (ଘୋଷା) ନିରବ ମେଷ ପରି ଗଲ ତୁମେ ସବୁ ସହିକାନ୍ଧ କୁଶ ଭାର ବହି ଚାଲିଲ ଏକା ହୋଇଝୁଲିଲ ଏକା ହୋଇକଣ୍ଟା ବିନ୍ଧିଲା ହସ୍ତେ ଝରିଲା ରୁଧୁର କେତେବଚ୍ଛା ବିନ୍ଧିଲା ବକ୍ଷେ ଆହା ମୋର ପାଇଁରେ… |୧| ଆରେ ପାପୀ ଫେରିଆବାରେ ତ ଫେରି ଚାହିଁ ରକ୍ତ ଝର ଝର ଦେହେଡାକନ୍ତି କରୁଣ ସ୍ବରେଶୁଭେ ନାହିଁ କିରେ ତୋତେ ସେ କରୁଣ […]
krusha pare raktadhara
କୁଶ ପରେ ରକ୍ତଧାର ବହିଯାଏ ।ଯେଉଁ ରନ୍ତେ ପାତକୀ ଆଜି ମୁକ୍ତି ପାଏ। (ଘୋଷା) ମୁକ୍ତି ପଥ ହରା ହୋଇ ସକଳେଶାନ୍ତି ନାହିଁ ସଭିଙ୍କର ହୃଦୟପାପ ସ୍ରୋତେ ନର ଜୀବନ ଭାସିଯାଏ |୧| ନିତ୍ୟ ସ୍ଥାୟୀ ନୁହେଁ ଆମ ଜୀବନଆସୁଅଛି ଭୟଙ୍କର ଦୁର୍ଦ୍ଦିନସତ୍ୟବାଣୀ ସଭିଙ୍କ କର୍ତ୍ତେ … କହିଯାଏ (୨ ଥର) |୨| ସତ୍ୟଜ୍ୟୋତି ସର୍ବବ୍ୟାପୀ ମାନବରପ୍ରେମମୟ ରାଜା ତୁମେ ଜଗତରଯେଉଁ ପ୍ରେମେ ପାତକୀ ଆଜି ମୁକ୍ତି ପାଏ ।୩| ସୂଚୀମାଳାକୁ ଫେରନ୍ତୁ
au kichi prabhu loda nahi
ଆଉ କିଛି ପ୍ରଭୁ ଲୋଡ଼ା ନାହିଁ ମୋରତୁମେ ସାଥ ହେଲେ, ଚଲା ପଥେ ମୋର (ଘୋଷା) ତୁମେ ହିଁ ପଥ ତୁମେ ହିଁ ସତ୍ୟତୁମେ ଜୀବନ ମୋର ହେ ନିତ୍ୟ (୨ ଥର)ଆସିଛି ତୁମ ପାଶେ ମୋତେ ହେ ନିଅ ତୋଳିପାପ ମୋ ସବୁ ଭୁଲି ଆଶିଷ ଦିଅ ଢ଼ାଳିତୁମରି କୁଶ ମୋର (୩ ଥର) ପ୍ରତୀକ ଜୀବନର … |୧ | ତମସା ଘେରା ଜଗତ ସାରାଜୀବନ ପଥେ ମୁଁ ଦିଶାହରା (୨ ଥର)ଆଲୋକ ଦିଅ […]
prabhu hai darashanara asare
ପ୍ରଭୁ ହେ ଦରଶନର ଆଶାରେ …ଆସିଛି ମୁହଁ ମଙ୍ଗଳ ଉଷାରେ (୨ ଥର)ମଙ୍ଗଳମୟ ଶ୍ରୀପଦ କଞ୍ଜରେ… |ଘୋଷା| ସଂସାର ପଥ କଣ୍ଟକ ସିନା,ଚଉଦିଗେ ଦିଶେ ଘୋର କାଳିମାନାହିଁ ଭରସା ତୁମରି ବିନା,ଯେହେତୁ ମୁଁ ତୁମ ରୁରେ କିଣା… I୧| ତୁମ ନାମେ ସର୍ବେ ଗାଉ ଜୟଗାନ,କରି ପ୍ରଭୁ ତୁମ ପରଶ ଦାନ,ଜୟ ଧ୍ବନି ଶବ୍ଦୀ ପୁରୁ ଏହି ଗଗନନାଶ ହେଉ ପାପ କାଳିମା ଘନ… |୨| ଧରଣୀ କୋଳେ ମୁଁ ଭ୍ରାନ୍ତ ପଥିକଦେଖାଅ ହେ ତୁମରି ସେ […]
ଅନ୍ଧ ମୁଁ ଯେ ପଥ ଯାଏ ଭୁଲି andha mu je patha jae bhuli
ଅନ୍ଧ ମୁଁ ଯେ ପଥ ଯାଏ ଭୁଲିଭ୍ରାନ୍ତି ସ୍ରୋତେ ଭାସିଯାଏ ଚାଲିହୁଅ ପ୍ରଭୁ ସାଥ୍ ମୋରଆଜି ଆଉ କାଲି…. (ଘୋଷା) ସାଥିହରା ହୋଇ ଏ ସଂସାରେଜ୍ୟୋତି ହରା ଏଇ ଜୀବନରେହୁଅ ପ୍ରଭୁ ସାଥି ମୋରଆଜି ଆଉ କାଲି… |୧| ଦୃଶ୍ୟଭରା ଏହି ଜଗତରେ,ଅସୀମ ତା’ ରୂପ ସୁଷମାରେ,(ଯେବେ) ଜ୍ଞାନ ହରା ହୋଇ ସେ ସୁରାରେଡୁବିଯାଏ ଚିତ୍ତ ସେ ମାୟାରେହୁଅ ପ୍ରଭୁ ସାଥ୍ ମୋରଆଜି ଆଉ କାଲି…. |୨| ଅଶ୍ରୁ ଯେବେ ଝରେ ନୟନରେପୋଛି ତବ ଦିବ୍ୟ ବସନରେଶେଷେ […]
prathana amo pode tumo
ପ୍ରାର୍ଥନା ଆମ ପଦେ ତୁମଏହି ଜଗତରେ, ତୁମରି ରାଜ୍ୟ ଆସୁ (୨ ଥର)ହା….ଲେ…..ଲୁ….ୟା … (ଘୋଷା) କହିଗଲ ତୁମେ ସାକ୍ଷୀ ହେବାଘେନି ମୋର ନାମଦେଖ ଏ ଯୁଗର ଶେଷ ଯାଏମୁଁ ଅଛି ସାଥେ ତୁମସ୍ମରଣ କରି ସେ ଶପଥ (୨ ଥର)କରୁ ନିବେଦନତୁମରି ରାଜ୍ୟ ଆସୁ (୨ ଥର)…. |୧| ତୁମ ରାଜ୍ୟ ଆଉ ଧାର୍ମିକତାକରିବୁ ଅକ୍ଳେଷଣ ଅନ୍ବେଷନତୁମରି ସେବାରେ ଏ ଜୀବନକରିବୁ ସମର୍ପଣଶିଖାଇଲ ଯେଉଁ ପ୍ରାର୍ଥନା ( ୨ ଥର)କରୁ ନିବେଦନତୁମରି ରାଜ୍ୟ ଆସୁ (୨ […]
subhe aji subha barota
ଶୁଭେ ଆଜି ଶୁଭ ବାରତା ପ୍ରତି କର୍ଣ କୁହରରେକିଏ ଯିବ ନେଇ ସମ୍ବାଦ ଗ୍ରାମେ, ନଗରେ, ସହରେଯା’ ସୁସମାଚାର ଅଟେ ଅଗୋଚର ନିବିଡ଼ ଅନ୍ଧକାରେଯାଅରେ ବିତରି କୁଶର କାହାଣୀ ଅର୍ଶୀଳ ଜଗତରେ (ଘୋଷା) ଶତ ପ୍ରାଣର ଆକୁଳ କ୍ରନ୍ଦନ, ପ୍ରତିନି ତୋଳି କରଇ ଚିତ୍କାରଜଗତେ ନାହିଁ ଶାନ୍ତି, ଭରିଛି ପାପ କ୍ରାନ୍ତି, କାହିଁରେ ଅଛି ମୁକ୍ତିଯାଅରେ ବିତରି କୁଶର କାହାଣୀଯୀଶୁର ସତ୍ୟ ଶାନ୍ତି (୨ ଥର)ଯୀଶୁ ନାମେ ଅଛି ପାପ କ୍ଷମା ଭାଇ,ଯୀଶୁ ହିଁ ଆନନ୍ଦ ମୁକ୍ତି […]
diya dekha bare prabhu
ଦିଅ ଦେଖା ବାରେ ପ୍ରଭୁଲୋତକ ଧାର ପୋଛି ଦିଅ ହେଲହୁ ଫିଟା ପାପୁଲିରେ …(ଘୋଷା) ରୋଗର କଷଟି ପରାଣ ପରଖେଆତୁର ନୟନ ଛନ୍ଦା ବିଲୋକେକିଏ ନାହିଁ ଓଠୋ ଆଙ୍କି ଦେବ ହସସ୍ୱନ୍ତନାର ତୁଳିକାରେ … |୧| ନିରାଶ ଅବନି ବୟସର ଗର୍ଭନରକ ଡ଼ାକରା ହସଇ ପ୍ରଳାପେକିଏ ପାରେ ନେଇ ହାତ ଧରି ମୋରପରିଶେଷ ରଜନୀରେ… |୨| ସୂଚୀମାଳାକୁ ଫେରନ୍ତୁ
jishunka poche chalibu
ଯୀଶୁଙ୍କ ପଛେ ଚାଲିବୁନବ ଜୀବନ ଲଭିବୁ… (ଘୋଷା) ସେ ଯେ ସତ୍ୟ ସୁନ୍ଦର ସେ ଯେ ସତ୍ୟ ଈଶ୍ବରମିଳି ତାଙ୍କ ସାଥେ ଚାଲିବୁ ସତ୍ୟ ପଥେସଜାଡ଼ି ତାଙ୍କ ଚରଣେ ପାପ ଭାର ରଖିବୁ… |୧| ସେ ଯେ ସତ୍ୟ ଜୀବନ ସତ୍ୟ ମୁକ୍ତି ନନ୍ଦନତ୍ରାତାଙ୍କ ମିଳନ ଯିଏ ମୋ ପ୍ରାଣଧନଜୀବନେ ଏ ମିଳନେ ପ୍ରାଣ ଭରି ଗାଇବୁ… |୨| ସୂଚୀମାଳାକୁ ଫେରନ୍ତୁ
dekha dekha asuchanti gourabare
ଦେଖ ଦେଖି ଆସୁଅଛନ୍ତି ଗୌରବେ ଯୀଶୁରାଜା,ଆଖିର ପଲକେ ଉଠିବେ ଯେତେ ତାଙ୍କ ସାଧୂ ପ୍ରଜା,ଏ ମର ଶରୀର ହେବ ରୂପାନ୍ତରଅକ୍ଷୟ ଅମର ହୋଇବା (ଘୋଷା) ଗାଇଯିବା ତାଙ୍କ ପ୍ରଶଂସା ଗୀତନୂତଗଣ ସାଥେ ହୋଇ ମିଳିତହୋଶାନ୍ନା .., ହୋଶାନ୍ନାଆସ ଯିବା ସେ ମହା ଭୋଜେହୋଇ ନିମନ୍ତ୍ରିତ ଆସିଛୁ ଯେତେଆନନ୍ଦ ଉଲ୍ଲାସେ ଯିବା ଯୀଶୁ ପାଶେସ୍ଵର୍ଗୀୟ ସଂଗୀତ ଗାଇବା … |୧| ଏହି ଦେଖ ଦିଶେ ସ୍ଵର୍ଗଦ୍ଵାରଆଉ ନାହିଁ ଭୟ ମାରନା ଡର… ହୋଶାନ୍ନା… ହୋଶାନ୍ନାସ୍ଵର୍ଗଦୂତ ହସ୍ତପ୍ରସାରିନେଇଯିବେ ରାଜା ସ୍ବାଗତ […]