kalaborire dhanya kalaborire
କାଲବରୀରେ ଧନ୍ୟ କାଲବରୀରେଚଢ଼ିଥିଲେ ମୋର ପାଇଁ ଯୀଶୁ କ୍ରୁଶରେ … (ଘୋଷା) ଦୁଃଖ ନିନ୍ଦା ସହିଲେ ଫେରି କି ନ କହିଲେବଧଯୋଗ୍ୟ ମେଷତୁଲ୍ୟ ମୁଖ ନ ଫିଟାଇଲେ I୧I କେଡ଼େ ପ୍ରେମ ନକଲେ ନିଜକୁ ବଳି ଦେଲେମୋତେ ବଂଚାଇଣ ଦାରୁଣ ମୃତ୍ୟୁକୁ ବରିଲେ । |୨| କେଡେ ଉଚ୍ଚ ଗଭୀର ଅଟେ ସେ ପ୍ରେମସ୍ଥଳଶତ୍ର ଲାଗି ଏଡ଼େ ପ୍ରେମ କାହିଁ ଅଛି କାହାର … |୩| ମୋତେ ଦେବାକୁ ଧନ ନିଜେ ହେଲେ ନିର୍ବନଅନନ୍ତ ଜୀବନ ଧନ […]
muhi papi dino hino
ମୁହଁ ପାପୀ ଦୀନ ହୀନ ଚରଣେ ତୁମରଥୋଇଅଛି ପାପ ଭାରତୁମ ପାଦେ ନେଇ ଶରଣ … (ଘୋଷା)ଯୀଶୁ ମୋ କ୍ଷମାରେ … ଧୋଇ ମୋ ପାପରେକରିବେ ମୋତେ ନୂତନ ସୃଷ୍ଟିତାଙ୍କ ନିଜ ରକ୍ତରେ … |୧|ମୁକତି ପଥରେ ଯୀଶୁ ମୋ ସାହାରେଚାଲୁଥିବି ମୁଁ ଜ୍ୟୋତି ପଥରେଧରି ଯୀଶୁ ବାନାରେ… |୨| ସୂଚୀମାଳାକୁ ଫେରନ୍ତୁ
bhuli nahi bhulibini
ଭୁଲି ନାହିଁ ଭୁଲିବିନି କେବେ ତାଙ୍କରି ପ୍ରେମକୁପାପ ଭାର ବହିଗଲେ ସେ ଯେ ଚାଲି କାଲବରୀ କୁଶକୁଭୁଲି ନାହିଁ … ଭୁଲିବିନି ଏପରି ପ୍ରେମକୁ …. (ଘୋଷା) ଶତ୍ରୁ ଲାଗି କେହି କେବେ କି କାନ୍ଦିଛି ।ତା’ ପାଇଁ ବୁକୁର ରୁର ଢ଼ାଳିଛିସେହି ଯୀଶୁ ପ୍ରେମ ଡୋରେବାନ୍ଧିଲେ ମୋ ମନକୁ….. |୧| ବନ୍ଧୁ ହେ ତୁମେ ଭୁଲନା ସେ ପ୍ରେମସେ ମଧୁର ନାମେ ଘେନ ପରିତ୍ରାଣସେହି ଯୀଶୁ କୁଶ ତଳେ ଭାଙ୍ଗିଲେ ମୋ ମନକୁ….. | ୨ […]
jibana ra jyoti jishu
ଜୀବନର ଜ୍ୟୋର୍ତି ଯୀଶୁ ଜଗତର ଜ୍ୟୋତିଜ୍ୟୋର୍ତିର୍ଗଣ ପିତା, ତୁମେ ଜ୍ୟୋତିର୍ମୟହାଲିଲୁ…ହାଲିଲୁୟା, (ଘୋଷା) ଜଳାଅ ଜୀବନ ପ୍ରଦୀପ ଆମ ପ୍ରାଣେ ଯୀଶୁତୁମ ଜ୍ୟୋତିରେ ଆମ ଜୀବନୁ ଅପସରୁ, ଅମା ରାତି.. |୧| ତୁମ ଜ୍ୟୋତି ବଳେ ଯୀଶୁ ଆମେ ଆଗେଇ ଯିବାଜାଳି ଆଲୋକ ଧରାରେ ଆଣିବୁ ମାନବେଜାଳି ଜୀବନ ଜ୍ୟୋତି…. |୨| ସୂଚୀମାଳାକୁ ଫେରନ୍ତୁ
ଅମର ଈଶ ସୁତରେ amara isa sutare
ଅମର ଈଶ ସୁତରେ, ଅମର ଈଶ ସୁତକାଲବରୀ କୁଶେ ହତରେ … ହଁ … ତ (ଘୋଷା) ପାତକି ମୁକତି ପାଇଁ, ସ୍ଵଚ୍ଛାରେ ପ୍ରାଣ ଦେଇରଚିଲେ ସତ୍ୟ ପଥରେ … ପ … ଥା |୧| କଣ୍ଟାର ମୁକୁଟ ବହି, ଅଶେଷ ଯାତନା ସହିରହିଲେ ମୌନ ଶାନ୍ତରେ |୨| ଅନନ୍ତ ଜୀବନ ପାଇଁ ବୁକୁର ରକତ ଦେଇଧରଣୀ କଲେ ପୂତରେ …ପୂ…ତ I୩I ଯୀଶୁ (ତାଙ୍କ) ପଦେ ରଖ ଲୟ, ପାପ ଯିବ ଦୁଃଖ ଭୟସେହି ସତ୍ୟ […]
asisha tumori diya he
ଆଶିଷ ତୁମରି ଦିଅ ହେ ପ୍ରଭୁଆଜି ଆମରି ଜୀବନରେ (ଘୋଷା) ଆସିଛୁ ତୁମ ସେବାର ( ପୂଜାର) ପାଇଁକଳୁଷଭରା ହୃଦୟ ନେଇଧୋଇଦିଅ ତୁମ ରକ୍ତରେ, ପ୍ରଭୁଏ ମିନତି ତୁମ ପୟରେ |୧| ଦିଅ ହେ ପ୍ରଭୁ ପୂଜାରୀର ମନ,ସତ୍ୟ ଆପ୍ରେ କରିବୁ ଭଜନସେବିବୁ ଯେହ୍ନ ଭକ୍ତି ପ୍ରୀତିରେ,ପ୍ରଭୁ ଏ ମିନତି ତୁମ ପୟରେ |୨| କଠିନ ହୃଦୟ ଚୂର୍ଣ୍ଣ କର,ଗ୍ରାହ୍ୟବଳୀ ଯେହ୍ନେ ହେବ ତୁମରଅରପୁଛୁ ତୁମ ପୂଜା ବେଦୀରେ,ପ୍ରଭୁ … ଏ ମିନତି ତୁମ ପୟରେ |୩| […]
tumo pache pache chaluthibi
ତୁମ ପଛେ ପଛେ ଚାଲୁଥିବି ମୁଁ ..ନେବ ତୁମେ ଯେଉଁ ଦିଗେତୁମରି ଇଙ୍ଗିତେ (୩ ଥର) ଚାଲୁଥିବି ମୁଁ… (ଘୋଷା) ଏ ଜୀବନେ ନାହିଁ କିଏ ସାହାଯ୍ୟ ସାଥିରେ ..ତୁମେ ଏକା ମୋର ପ୍ରଭୁ ସାହାଯ୍ୟ ସାଥିରେ …(୨ଥର) |୧| ଆସୁଅଛି ତୁମ ପାଦେ ଦୀନ ହୀନ ମୁହଁକରୁଅଛି ନିବେଦନ ଶୁଣ ମୋ ବିନତି |୨| ସୂଚୀମାଳାକୁ ଫେରନ୍ତୁ
jaya prabhu jishu jaya prabhu
ଜୟ ପ୍ରଭୁ ଯୀଶୁ ଜୟ ପ୍ରଭୁ ଯୀଶୁଜୟ ଜୟ ସତ୍ୟ ସନାତନ ହେଜଗତ ତାରଣ କରଣ କାରଣଆସିଲେ ଏ ମର୍ତ୍ତ୍ୟ ଭୁବନ ହେ … (ଘୋଷା) ଅଭୁତ ମହିମା ଜଗତେ ପ୍ରକାଶିଲେ,କେ ପାରେ କରି ତା ବର୍ଣ୍ଣନା ହେ ।ସହସ୍ର ରସନା କରିଲେ ହେ ଘୋଷଣାଶେଷ ନୋହିବ ତା ବର୍ଣ୍ଣନା ହେ … |୧| ଭକ୍ତର ପ୍ରାଣ ଭକ୍ତର ଜ୍ଞାନ,ଭକ୍ତର ଅମୂଲ୍ୟ ଧନ ହେପତିତପାବନ ଭକ୍ତର ଭୂଷଣଧନ୍ୟ ଈଶ୍ବର ନନ୍ଦନ ହେ |୨| ସୂଚୀମାଳାକୁ ଫେରନ୍ତୁ
jibana sagara tire
ଜୀବନ ସାଗର ତୀରେ, ଯଦି ଦୁଃଖ ଲହରି ଉଠେବୁଜି ଦିଅ ଦୁଇ ଆଖି, ଯାଅ ଯୀଶୁର ଚରଣେ ଲୋଟି … (ଘୋଷା) ପରମବନ୍ଧୁ ସେ ଯେ, ନେବେ ଜୀବନ ନଉକା ବାହି,ବିଶ୍ବାସ ରଖ ମନେ, ଶୁଭେ ତାଙ୍କରି ମଧୁବାଣୀ… |୧| ଦୁଃଖ କାହିଁକି ତେବେ , ସେ ଯେ ଦୁଃଖ ସୁଖର ସାଥୀ,କହିଦିଅ ମନ କଥା, ମନେ ଲଭିବ ଅଶେଷ ଶାନ୍ତ… |୨| ସୂଚୀମାଳାକୁ ଫେରନ୍ତୁ Click the link below to listen full song […]
mo pore taba karuna
ମୋ ପରେ ତବ କରୁଣା ମୋ ପରେ ତବ ଆଶିଷଢ଼ାଳିଦିଅ ଯୀଶୁ ମୋର, ତବ ଉଦ୍ଦୀପନା (ଘୋଷା) ଗଢିନିଅ ଏ ଜୀବନ ତୁମ ରୂପ ଜ୍ୟୋର୍ତିରେସଂସାରରୁ ଦୂରେ ରଖି ରୁହ ତୁମେ ସାଥୀରେରୁହ ତୁମେ ସାଥୀରେ … I୧I ପବିତ୍ର ଜୀବନ ଦେଇ କର ମୋତେ ନୂତନତୁମ ସାଥେ ଚାଲୁଥିବି ଦିଅ କରୁଣା ଦାନଦିଅ କରୁଣା ଦାନ…. |୨| ସୂଚୀମାଳାକୁ ଫେରନ୍ତୁ