samaya atyalpa bujha he bhai
ସମୟ ଅତ୍ୟଜ ବୁଝ ହେ ଭାଇକେଡ଼େ ଶୀଘ୍ର ଦିନ ମାସ ଯାଉଅଛି ପଳାଇ (ଘୋଷା) ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀ ଗଣବୃଥାରେ ନ କାଟି ଦିନ ଶୁଭ କାଳ ହରାଇ …|୧| ସମୟଟି ଅତି ଅଳ୍ପ ବୁଝ କଠିନମନା,ତ୍ରାଣ ଦିନ ବହି ମୃତ୍ୟୁ ଆସୁଅଛି ଘନାଇ …|୨| ସମୟଟି ଅତି ଅଳ୍ପ ଦେଖ ଧାମିକଗଣଅବିଳମ୍ବେ ଯୀଶୁ ସ୍ଵଗୁଁ ଆସିବେ ହେ ଓହ୍ଲାଇ…|୩| ସମୟଟି ଅତି ଅଳ୍ପ ଦୁଃଖ ଯିବ ପଳାଇ,ଅବିଳମ୍ବେ ସ୍ଵର୍ଗପୁରେ ପ୍ରବେଶିବା […]
madhura jishu priya jishu
ମଧୁର ଯୀଶୁ ପ୍ରିୟ ଯୀଶୁବିରାଜ ମୋ ଅନ୍ତରେ … (ଘୋଷା) ଚିର ଜୀବି ରୋଟି ତୁମେଭୋଜନ ହୁଅ ଆମଇଂଜି ତାହା ଲଭିବୁ ଆମେଚିରନ୍ତନ ଜୀବନ … |୧| ଚିର ଜୀବି ନୀର ତୁମେପାନୀୟ ହୁଅ ଆମପାନ କରି ଲଭିବୁ ଆମେଚିରନ୍ତନ ଜୀବନ … |୨| ପଥିକର ପଥ ତୁମେଦେଖାଅ ମୁକ୍ତି ପଥଯାତ୍ରୀ ହୋଇ ଲଭିବୁଚିରନ୍ତନ ଜୀବନ … |୩| ବିଶ୍ବାସୀର ସତ୍ୟ ତୁମେଦେଖାଅ ସତ୍ୟାଲୋକସତ୍ୟ କହି ଲଭିବୁ ଆମେଚିରନ୍ତନ ଜୀବନ … |୪| ସୂଚୀମାଳାକୁ ଫେରନ୍ତୁ
tume dayamaya tume khyamamaya
ତୁମେ ଦୟାମୟ ତୁମେ କ୍ଷମାମୟହେ ଯୀଶୁ ଚିର ସୁନ୍ଦରଦେଇ ଦେହି ପ୍ରାଣଆମ୍ବା ମନ ମୋରସଦା ଗାଉଥବି ଗୁଣ ତୁମରପ୍ରଭୁ ହେ ମୋର ସଦା ଗାଉଥବି ଗୁଣ ତୁମର (ଘୋଷା) ହଜିଥିଲି ଯେବେ ଖୋଜି ଆସିଲଭୁଲିଥିଲି ମୁଁ ଯେ ତୁମେ ନ ଭୁଲିଲପଡ଼ିଥିଲି ପାପେ ତୁମେ ଉଦ୍ଧାରିଲକୃଶେ ପ୍ରାଣ ଦେଇ ମୋତେ ବଞ୍ଚାଇଲନିଜ ପ୍ରାଣ ଦେଇ କଲ ଆପଣାର … |୧| ମଜିଥିଲି ଯେବେ ଯୀଶୁ ତୁମ ପ୍ରେମେଆଶିଷ ତ ତୁମରି ସ୍ମରୁଥିବି ମନେରହିଥିବି ମୁଁ ଯେ ସଦା […]
asichi mu dhai tuma darashana pain
ଆସିଛି ମୁଁ ଧାଇଁ ତୁମ ଦରଶନ ପାଇଁଭଙ୍ଗା ହୃଦୟରେ ମୋ ଲୋତକ ଦେଇଆକୁଳେ ଡାକଇ ମୋ ମୁକତି ପାଇଁପାପ ବୋଝ ବୋହି ପାରୁନାହିଁ (ଘୋଷା) ପାପର କାଳି ଦିଏ ଲିଭାଇ ହୃଦୟେ ମୋର ନାମ ତୁମରିପାରୁନି ଦେଖି ଅନ୍ତର ମୁହ ଦୟାକର ହେ ଦୟା ସାଇଁଶକତି ମୋ ନାହିଁ ସାହା ଆଉ କେହିମୋହମାୟା ପାଇଁ ପାଗଳ ମୁଁ ହୋଇଭାସିଗଲି ପାପ କାଲେ କାହି … |୧| ପ୍ରତିଜ୍ଞା ନେଇ ଆସିଛି ମୁଁହି ପାଳିବାକୁ ଯେ ଆଜ୍ଞା ତୁମରିସଂସାର […]
aha kede bhagyabano prabhu
ଆହା କେଡ଼େ ଭାଗ୍ୟବାନ ପ୍ରଭୁ ଭକ୍ତଗଣକେଡ଼େ ନିଶ୍ଚିତ ଅଟଇ ତାଙ୍କର ରକ୍ଷଣ (ଘୋଷା) ସର୍ବଶକ୍ତିମାନ ସଙ୍ଗେ ଅନୁକ୍ଷଣଦୁର୍ଦ୍ଦଶାରେ ଭୟ ମନେ ନୁହଇ ଉତ୍ପନ୍ନ … |୧| ତାଙ୍କର ଅସୀମ ଭ୍ରାନ୍ତି ଶୂନ୍ୟ ଜ୍ଞାନକରୁଥାଏ ସଦା ତାଙ୍କୁ ପଥ ପ୍ରଦର୍ଶନ … |୨| ବିଦେଶରେ ଗତି କଲେ ନାହିଁ ଭୀତିସର୍ବତ୍ର ନିବିଘ୍ନ ତାଙ୍କୁ କରାନ୍ତି ଗମନ … |୩| ସମୁଦ୍ର ଗମନେ ଭୟନୁହେଁ ମନଯେଣୁ ସେ ସମୁଦ୍ର ଢ଼େଉ ତାଙ୍କ ଆଜ୍ଞାନ … |୪| ଦୁର୍ଦ୍ଦଶା, ଦୁର୍ଗତି, ମରଣ […]
kara dhanya bada dhanyabada kara
କରଧନ୍ୟବାଦ ଧନ୍ୟବାଦକରତାଙ୍କ ଦୟା ଚୀରକାଳ ସ୍ଥାୟୀ (୨ଥର)ଦେବମାନଙ୍କର ଦେବଙ୍କର ଧନ୍ୟବାଦ କରପ୍ରଭୁମାନଙ୍କ ପ୍ରଭୁଙ୍କର ଧନ୍ୟବାଦ କରଯେଣୁ ତାଙ୍କ ଦୟା ଚିର କାଳ ସ୍ଥାୟୀ … (ଘୋଷା) ଆକାଶ ମଣ୍ଡଳ କଲେ ସେ ନିର୍ମାଣତାଙ୍କ ମହା ଜ୍ଞାନ ବଳେଭୂମଣ୍ଡଳକୁ ସେ କରିଲେ ବିସ୍ତିମହାଜଳରାଶି ପରେଦିବସ ଉପରେ କର୍ତ୍ତୁତ୍ବ ଦେବାକୁକରିଲେ ସୂର୍ଯ୍ୟ ନିର୍ମାଣରାତ୍ରିରେ କର୍ତ୍ତୃତ୍ୱ ପାଇଁ ଖଞ୍ଜି ଦେଲେଚନ୍ଦ୍ର ଓ ତାରାଗଣଯେଣୁ ତାଙ୍କ ଦୟା ଚୀରକାଳ ସ୍ଥାୟୀ … |୧| ଦୁଇଭାଗ କଲେ ସୁଫ ସାଗରକୁପାରି କରାଥବା ପାଇଁବିପକ୍ଷ ଗଣରୁ […]
bandhu re bandhu chahinja tu
ବନ୍ଧୁରେ ବନ୍ଧୁ ଚାହିଁଯା ତୁ ଚାହିଁଯାଗଲଗଥା ଶିଖକୁ ତୁ ଚାହିଁ ଯା ଥରେ ଚାହିଯାତୋର ଦୁଃଖ ନେଇ ସୁଖ ଦେବା ପାଇଁଝୁଲୁଛନ୍ତି କୁଶେ ତୋ ପାଇଁ…..ଚାହିଁଯା..(ଘୋଷା) ଥିଲୁ ଯେବେ ତୁହି ପାପେ ଦାସହୋଇନ ଥିଲା କେହି ତୋ ମୁକତି ପାଇଁମୁକତିର ପଥ ଦେଖାଇବେ ବୋଲିଆସିଥିଲେ ସେ ଜୁଗତ ସାଇଁ ବନ୍ଧୁ ଶୁଣି କେତେ….. ଏ … ଏ … ଏ… (୨ଥର)ବନ୍ଧୁ ଶୁଣୀ କେତେ…ନିନ୍ଦା ଅପମାନ ବନ୍ଧୁରେନୂଆଁଇଲେ ମଥା ତୋ ପାଇଁ ରେ…..ଥରେ ଚାହିଯା ଗଲଗଥା ଶିଖକୁ […]
jishur pache chaluthiba jaya git
ଯୀଶୁର୍ ପଛେ ଚାଲୁଥିବା ଜୟଗୀତ ଗାଉଥୁବାଫର୍ ଫର୍ ଉଡ଼ାଇ ବିଜୟ ବାନାହୋଶାନ୍ନା…..ହୋଶାନ୍ନା…ହାଲେଲୁୟା ହୋଶାନ୍ନା… |୦| ବାଟେ ଘାଟେ ଯାହାକୁ ବି ଦେଖୁଥିବାତ୍ରାଣକର୍ତ୍ତା ଯୀଶୁ ବୋଲି କହୁଥିବାଦେଖୁବାକୁ ମନେ ବୋଲି ଯୀଶୁ ଦେବେଆମର ଆଗେ ହାତ ଧରି ଚାଲୁଥିବେପାପଯିବ ଅପସରି ଶୟତାନ ଯିବହାରିନାହିଁ କାହିଁ ଗତିମୁକ୍ତି ଯୀଶୁ ବିନାହୋଶାନ୍ନା…..ହୋଶାନ୍ନା…ହାଲେଲୁୟା ହୋଶାନ୍ନା …|୧| ଆମେ ପାପୀ ହେଲେ ବି ସେ ଶକ୍ତି ଜନେମୁନୁଷ ରୂପେ ଏ ଜଗତେ ଜନମ୍ ନେଲେକୁଶ କା ଚଢ଼ି ରକତ ଢ଼ାଳି ଦେଲେସେ ରକତେ ଆମର୍ […]
stuti gita mu gaibi
ସ୍ତୁତି ଗୀତ ମୁଁ ଗାଇବି ପ୍ରଶଂସା ଗୀତଭଜି ତୁମ ଗୁଣ ଗାଇବି ପ୍ରଭୁହାଲେଲୁୟା……..ହାଲେଲୁୟାହାଲେଲୁୟା……ହାଲେଲୁୟା……..ହାଲେଲୁୟା( ୨ ଥର) ଦାନିଏଲଙ୍କୁ ସିଂହ ଗର୍ଭରୁଉଦ୍ଧାରି ଥୁଲ ତୁମେ ପ୍ରଭୁଜଳ ପ୍ରଳୟରୁ ନୋହଙ୍କୁ ତାରିଲ,ସର୍ବଶକ୍ତିମାନ ତୁମେ ପ୍ରଭୁ (୪ଥର) ଶମିରୋଣ ସ୍ତ୍ରୀଙ୍କୁ କରୁଣା ଦେଖାଇ,ସତ୍ୟମାର୍ଗ କଢ଼ାଇଲ ତୁମେ ପ୍ରଭୁପାପୀଙ୍କ ପାଇଁ ପ୍ରାଣଦାନ କଲକରୁଣାମୟ ତୁମେ ପ୍ରଭୁ (୪ଥର) ସୂଚୀମାଳାକୁ ଫେରନ୍ତୁ
durgama patha ra jatri
ଦୁର୍ଗମ ପଥର ଯାତ୍ରୀ ଚାଲିରେ ଆଗେଇ ଚାଲରେଯୀଶୁଙ୍କୁ ଲକ୍ଷ ରଖି ଚାଲରେ ଆଗେଇ ଚାଲରେ (ଘୋଷା) ଆସିବ ଦୁଃଖ ନିନ୍ଦା ତାଡ଼ନା କେତେ ଏହି ଜୀବନରେଧରି ଧୌର୍ଯ୍ୟ ସାହାସ ବିଶ୍ବାସ ଚାଲରେ ଆଗେଇ ଚାଲରୋ ୧| ଜୀବନର ଏହି ଦୁର୍ଗମ ପଥେ ଯୀଶୁ ଏକା ଚିର ସାଥନିଜ କୁଶବହି ଯୀଶୁ ନାମ ଗାଇ ଗଲରେ ଆଗେଇ ଚାଲିରେ … |୨| ଚରଣ ପ୍ରଦୀପ ବାକ୍ୟ ଘେନରେ, ଏହି ଘନ ଅନ୍ଧକାରେ,ଜାଗ୍ରତ ରହି ସଦା ପ୍ରାର୍ଥନାରେ ଚାଲରେ ଆଗେଇ […]