prabhu tume ruha sathe sathe
ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରାମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)ଏ ଜୀବନ ସାରା … (ଘୋଷା) ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାରତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରାଏ ଜୀବନ ସାରା …. I୧| ଦୁଃଖ ଯେବେ ଆସେ ମନେ ଯିବି ତୁମ ସନ୍ନିଧାନେତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରାଏ ଜୀବନ ସାରା …. |୨| ପରୀକ୍ଷା ଓ […]
kari tanka dhanyabada dhanyabada
କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋରକର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନହେ ମୋହର ମନ, ନ ପାଶୋର ତାଙ୍କ ଦାନ (ଘୋଷା) କ୍ଷମା କରନ୍ତି ସେ ତୋ’ର ପାପ ସବୁ ସୁସ୍ଥ କରନ୍ତି ତୋହରରୋଗ ସବୁ ବିନାଶରୁ ତୋତେ କରନ୍ତି ଉଦ୍ଧାରଶିରେ ତୋ ଦିଅନ୍ତି ଦୟାର ମୁକୁଟ … |୧| ସଦାପ୍ରଭୁ ସ୍ନେହଶୀଳ କୃପାମୟ କ୍ରୋଧରେ ଧୀର ସେ ରେ ଦୟାମୟକରିଛନ୍ତି […]
he akasha mandala suna suna
ହେ ଆକାଶ ମଣ୍ଡଳ ଶୁଣ ଶୁଣଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣହେ ପୃଥିବୀ -.. ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା) କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି ପିତାଙ୍କ ହୃଦୟ ବେଦନାଅଗ୍ନି ତେଜରେ ରାଜା ଆସିବେମହାକ୍ରୋଧରେ ତାଙ୍କୁ ଗ୍ରାସିବେ …ହୋ .. ହୋହେ ପୃଥିବୀ … ଆସୁଛି ଅତି ଭୟଙ୍କର ଦିନ … |୧| ପ୍ରଭୁଙ୍କ ଦୃଷ୍ଟିରେ ଯାହା ଅଟେ ମନ୍ଦ କେବେ ତୁ ସେ କାର୍ଯ୍ୟ କରନାପସନ୍ଦ ସେ ଅଟେ ଶୟତାନର ଫାନ୍ଦତା’ନୁହେଁ ସେ […]
ki dukha sahila prabhu mo marana nije bari
କି ଦୁଃଖ ସହିଲ ପ୍ରଭୁ ମୋ ମରଣ ନିଜେ ବରିଧନ୍ୟ ଯୀଶୁ ତାଣକାରୀ (ଘୋଷା) ମସ୍ତକେ କଣ୍ଟା ମୁକୁଟ ପିନ୍ଧିଲେ ମୋ ପାଇଁ ହୋ … ହୋ … ହୋ ..ଗାଲେ ଚାପୁଡ଼ା ମାରିଲେ କେତେ ପରିହାସ କରିଏ ଯାତନା ମୋରି ପାଇଁ … |୧| ଯାଏ କେତେ ରକ୍ତ ବହି, ମସ୍ତକରୁ ଝରି… ହୋ …ହୋ…ହୋ…ବସାଇଲେ ଯେ ଶିଆର, ପୃଷେ କୋରଡ଼ା ପ୍ରହାରଅସହ୍ୟ ଦୁଃଖ ତୁମରି … |୨| ଚଢ଼ାଇଲେ କୁଶ କାଣେ ଅଭିଶପ୍ତ ପରି […]
priya prabhujishu mo rajana jishu
ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେପରମ ସୁନ୍ଦର ଆହେ ପ୍ରିୟ ମୋରଦଶ ସହସ୍ର ମଧ୍ୟରେ … ଦଶ ସହସ୍ର ମଧ୍ୟରେ (ଘୋଷା) ତୁମ ବିନା ପ୍ରଭୁ ନାହିଁ କାହାଠାରେନାହିଁ କେବେ ପରିତ୍ରାଣ,ନରଗଣ ମଧେ ଆକାଶର ତଳେନାହିଁ କେହି ଧରାଧାମେପରମ ସୁନ୍ଦର ଆହେ ପ୍ରିୟ ମୋର … |୧| ପରମ ଆନନ୍ଦ ଆହେ ପ୍ରିୟତମବସେ ତୁମ ଛାୟାତଳେ,ତୁମରି ଫଳଯେ କି ସ୍ବାଦ ତୁଣ୍ଡକୁବଣ୍ଡିକି ମୁଁ ତାହା ପାରେ ।ପରମ ସୁନ୍ଦର […]
kiye achi kiye achi amopain jiba
କିଏ ଅଛି, କିଏ ଅଛି ଆମ ପାଇଁ ଯିବାହଜା ମେଷ ଲାଗି ଫାଟକରେ ଠିଆ ହେବ … (ଘୋଷା) ହେ ପ୍ରଭୁ ଅଛି ମୁଁ ଦୀନ ଦାସପଠାଅ ମୋତେ ତୁମ ଆପ୍ ସାଥେଲଘି ଯିବି ଗିରିବନ ମରୁ ପଥେ (୨ ଥର) … |୧| କ୍ଷେତ ଆଜି ପଡ଼ିଅଛି ଶୂନ୍ୟମୁଲିଆଙ୍କ ଆମ ପ୍ରୟୋଜନ (୨ଥର)କ୍ଷେତତ ଅନେକ, ଶ୍ରମିକ ଅଳପ,ସେବା କରିବ କାହାର ଆଜି କର ସଂକଳ୍ପ … |୨| ଆମ ହାତ ତିଆରି ମଣିଷହୋଇ ଅଛି ସେ […]
jishu tume moro asa
ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସାତୁମେ ମୋ ବିଶ୍ୱାସ ଭୂମି, ମୋର ମୁକତି ଶରଣୀତୁମଠାରେ ରଖିଛି ମୁଁ ଦୃଢ଼ ଭରସାଯୀଶୁ ତୁମେ ମୋର ଆଶା …(୪ଥର) …(ଘୋଷା) ଆସୁ ଦୁଃଖ ନୈରାଶ୍ୟ ଅବା ଘେରୁ ଝଡ କ୍ଳେଶବିଶ୍ବାସେ ପ୍ରତିଦିନ, କାଟୁଥିବି ଏ ଜୀବନତୁମେ ମୋ ବିଶ୍ୱାସ ଭୂମି … |୧| ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ଶୟତାନହେବି ନାହିଁ ଭୟଭୀତ ଗାଉଥିବି ଜୟଗୀତତୁମେ ମୋ ବିଶ୍ୱାସ ଭୂମି … |୨| ସୂଚୀମାଳାକୁ ଫେରନ୍ତୁ
prati prabhata re srusti kartankara
ପ୍ରତି ପ୍ରଭାତରେ ସୃଷ୍ଟି କର୍ତ୍ତାଙ୍କରକରୁଣା ସ୍ମରଣ କର ।ଦିବସ ପ୍ରାରମ୍ଭ ସବୁ କିଛି ତାଙ୍କ (୨ଥର)ଚରଣେ ଅର୍ପଣ କର …. (ଘୋଷା) ସୂର୍ଯ୍ୟର ତଳେ ସବୁହିଁ ଅସାର ହ୍ରାନ୍ତିରେ ପରିପୂର୍ଣ୍ଣତୃପ୍ତ ନୁହଁଇ ମଣିଷ କାମନା ଜୀବନ ଅଟଇ ଜୀର୍ଣ୍ଣ ।ସାର ଯେ କେବଳ ପ୍ରଭୁରେ ବିଶ୍ବାସହୃଦୟେ ଧାରଣ କର … |୧| ଅନନ୍ତ ଅସୀମ ସେ ପରମେଶ୍ବର ଅନାଦି ଆନନ୍ଦ ସେହିସକଳ ସୃଷ୍ଟି ପ୍ରକାଶେ ମହିମା ବନ୍ଦନା ତାଙ୍କରି ପାଇଁଅନନ୍ତ ଜ୍ୟୋତି ସେ ତାଙ୍କରି ଆଲୋକହୃଦୟେ ଧାରଣ […]
re mana jishunku tu chadi jagata pache
ରେ ମନ ଯୀଶୁଙ୍କୁ ତୁ ଛାଡ଼ି ଜଗତ ପଛେ ଯାଅନାଜୀବନେ ସର୍ବ ଅବସ୍ଥାରେ ଯୀଶୁଙ୍କୁ ରଖୁ ହୃଦୟରେକେବେବି ତାଙ୍କୁ ଭୁଲନା ଜଗତ ପଛେ ଯାଅନା … (ଘୋଷା) ଯୀଶୁଙ୍କ ସାଥେ ଚାଲେ ଯିଏ ପବିତ୍ର ଜୀବନ ବିତାଏଯୀଶୁଙ୍କ ନାମ ଭଜେ ଯିଏ ଶାନ୍ତି ଆନନ୍ଦ ପାଏ ସିଏରେ ପ୍ରାଣ ବ୍ୟାକୁଳ କାହିଁକି ତାଙ୍କ ପରେ ଭରସା ରଖ୍କେବେବି ତାଙ୍କୁ ଭୁଲନା ଜଗତ ପଛେ ଯାଅନା …. |୧| ଦୁଇ ଦିନିଆ ଏ ସଂସାର ଅନେକ ଭାବୁତୁ ମନରେବୁଲୁତୁ […]
patitapabana seta patitapabana
ପତିତପାବନ ସେତ, ପତିତପାବନଜୟ, ଜୟ, ଜୟ ଯୀଶୁ ଦାଉଦି ସନ୍ତାନ … (ଘୋଷା) ମହାପ୍ରେମେ ତେଜି ସେହି ସ୍ଵର୍ଗ ଭୂବନ,ପାପୀ ପାଇଁ ବରିଥିଲେ କୃଶ-ସିଂହାସନ … |୧| ଯେତେ ପାପୀ ଆସିଲେ ହେଁ ପାଇବେ ସ୍ଥାନ,ଭାଷିଥିଲେ ଶ୍ରୀମୁଖରେ ଅମୀୟ ବଚନ … |୨| ବାଳ, ବୃଦ୍ଧ, ଯୁବା ଧନୀ, ଦୀନ, ଅକିଞ୍ଚନନ ତେଜନ୍ତି କେବେ ହେଲେ ଶୁଣି ନିବେଦନ … |୩| ଏ ମରୁ-ମରୀଚିକାରେ ଭ୍ରମି ଅକାରଣ,ବୃଥାରେ ନ କାଟି ଦିନ, ଧର ଶ୍ରୀଚରଣ … |୪| […]