bedona grastha prabhu tume

ବେଦନା ଗ୍ରସ୍ତ ପ୍ରଭୁ ତୁମେପ୍ରଣତି ଅଞ୍ଜଳି ଢ଼ାଳୁଛି ତୁମ ଚରଣେ (ଘୋଷା)ସ୍ନେହଶୀଳ ଦୟାମୟ, କ୍ରୋଧରେ ଧୀର ମଙ୍ଗଳମୟ [୧ ||ପ୍ରେମମୟ ସତ୍ୟ ଜୀବିତ,ସେହି ବାକ୍ୟ ହେଲା ଦେହବନ୍ତ |9|ସ୍ଵର୍ଗ ସୁଖ ଛାଡ଼ି, ମୃତ୍ୟୁ ଦୁଃଖ ଆବୋରିକୁଶେ ଦେଲ ଜୀବନ ଛକି କାଠ ଧରି … I୩Iନିଜ ବଳେ ଜୟ କଲ ମୃତ୍ୟୁ ନାହୁଡ ଭାଗି ଉଠିଲା … |୪| ସୂଚୀମାଳାକୁ ଫେରନ୍ତୁ

suna re suna moha premo

ଶୁଣ ରେ ଶୁଣ ମହା ପ୍ରେମ କାହାଣୀମନରୁ ତାହା କେବେ ଭୁଲି ହୁଏନିଶିଶୁ ସେ ସୁକୋମଳ, ଶାନ୍ତି ଅବତାରସରଗୁ ଆସିଥିଲେ ଆମ ଲାଗି ଜୀବନ ଦେଲେ… (ଘୋଷା) ତାଙ୍କ ହାତର ପରଶ ପାଇ, ଦୁଃଖୀର ଦୁଃଖ ଗଲା ଉଭେଇକରୁଣାଭରା ତାଙ୍କରି ଆଖି, ଢ଼ାଳିଲା ଲୁହ ପାପୀଙ୍କୁ ଦେଖିଚିହ୍ନିଥିଲେ ସେ ଯେ ମଣିଷର ମନଏଡ଼େ ପ୍ରେମ ଆଉ କେହି କରିନି |୧|| ନଥିଲା ତାଙ୍କ ସୁଖ ଆବାସ, ସେବାକୁ ସିଏ ମଣିଲେ ସୁଖମଣିଷ ପାଇଁ ସହି ଆଘାତ, ପିନ୍ଧିଲେ […]

prabhunku dekhile thare

ପ୍ରଭୁଙ୍କୁ ଦେଖିଲେ ଥରେ ଆଉତ ନ ଛାଡ଼ିବିରେ (ଘୋଷା)ପ୍ରେମ ବିମୋହିତ ଡାଳେ, ଅନାଇ ରହିବି ଭୋଳେଭାଷି ଭକ୍ତି ଅଶ୍ରୁ ଜଳେ, ପଦ ତଳେ ପଡିବିରେ ।… |୧|କହିବି କ୍ଷମା ସାଗର, ପାପୀ ପ୍ରତି କ୍ଷମା କରନୋହିଲେ ସବୁ ଅସାର ବୋଲି କର ଯୋଡ଼ିବିରେ … |୨|ଫିଙ୍ଗି ଦୂରେ ଅହଙ୍କାର, ପାଦଧୂଳି କରି ସାରତ୍ରାହି ତ୍ରାହି ଚିତିକାର, କରି ତାପେ ବୁଡ଼ିବିରେ .. |୩| ସୂଚୀମାଳାକୁ ଫେରନ୍ତୁ

kete thara prabhu deba khyamaa

କେତେ ଥର ପ୍ରଭୁ ଦେବି କ୍ଷମାବାର ବାର ତୁମେ କ୍ଷମା ତ ଦେଇଛିତଥାପି କରୁଛି ପାପ ଜମା … (ଘୋଷା) ଆଉ ମୁଁ ଚାହେଁନା କ୍ଷମା ପାଇବାକୁକ୍ଷମା ଲାଗି ଯୋଗ୍ୟ ଭାବୁନି ନିଜକୁଆ…. ଆ…ନିଜ ଶୋଣିତରେ ଧୋଇଥିଲା ଯାହାଦେଖି ସେ ହୃଦୟେ ଭରିଛି କାଳିମା |୧| ଥରଟିଏ ମୋତେ କ୍ଷମା କରିବାକୁତୁମେ ଚଢିଥାଅ କୁଶେ ମରିବାକୁ ଆ… ଆ ..ଆ..ଏପରି ପ୍ରେମକୁ ପାଦେ ଠେଲି ଦେଇକରିଛି ମୁଁ ଯାହା, ନାହିଁ ତାର ସୀମା |୨| କ୍ଷମା କର […]

hayo ! moro papo pain re

ହାୟ ! ମୋର ପାପ ପାଇଁରେ ପ୍ରଭୁ ଯୀଶୁ ମଲେ କୃଶରେମୋ ପାପର ଦଣ୍ଡ ସହି କ୍ଷତ ବିକ୍ଷତ ସେ ହୋଇହୋଇଲେ ଚୂର୍ଣ ଶରୀରେତାହାଙ୍କ ଶାସ୍ତି ଭୋଗରେ ପାଇଲି ଶାନ୍ତି ଆମାରେ … (ଘୋଷା) ମୁଣ୍ଡରେ କଣ୍ଟା ମୁକୁଟ ଲହୁରେ ଭରା ଲଲାଟକାଣେ ଭାରି କୁଶ କାଠ ପିଠିରେ କୋରଡ଼ା ଛୋଟଛେପ ପକାଉଛି କେହିବା ମୁଖରେଚାପୁଡ଼ାକେ ମାରେ ଥଟ୍ଟାରେତଥାପି ସେ ନିରବରେ ସହିଲେ ସବୁ ପ୍ରେମରେ … |୧| ନିର୍ଭେଷ ନିଷ୍ପାପ ହୋଇ ଦୋଷୀ ପ୍ରାୟ ଦଣ୍ଡ […]

ahe amoro pita swargara

ଆହେ ଆମର ପିତା ସ୍ଵର୍ଗର, କରୁ ତୁମରି ନାମେ ପ୍ରଶଂସାତୁମେ ପବିତ୍ର କେଡ଼େ ମହାନ୍କରୁ ତୁମରିଠାରେ ଭରସା (ଘୋଷା) ହେଉ ସାତ ଇଚ୍ଛା ତୁମର, ଆମରି ଧରା ପରେଯେପରି ସରଗ ପୁରେ |୧| ଆଜି ଏ ଦିନେ କରୁ ବିନତି, ଦିଅ ଆମ ଆହାରଲୋଡ଼ା ଯାହା ଆମର . [୨] ଯେପରି ଆମେ କରିଛୁ କ୍ଷମା, ଦୋଷ ସବୁ ପରରକ୍ଷମ ଦୋଷ ଆମର … I୩I ତୁମରି ପଦେ କରୁ ମିନତି, ମନ୍ଦରୁ ଉଦ୍ଧାର କରକର ପରୀକ୍ଷା […]

gao sarbe sadhugana ucha

ହାଲେଲୁୟା … ହାଲେଲୁୟାହାଲେଲୁୟା … ହାଲେଲୁୟା .. (ଘୋଷା) ଗାଅ ସର୍ବେ ସାଧୁଗଣ ଉଚ୍ଚ ସ୍ବରରେଆସୁଛନ୍ତି ଯୀଶୁରାଜା ମଧ୍ୟାକାଶରେତୁରୀ ବାଦ୍ୟ ହେବ ବର ଖୋଲିବାଖ୍ରୀଷ୍ଟାବ୍ରିତେ ଉଠିବେ , [୧] ବଂଚିଥିବା ଯେତେ ଆମେ ଏହି ଶରୀରେଅନ୍ୟ ରୂପ ହୋଇଯିବା ଏକ ଲିତାରେଆମେ ଉର୍କକୁ ଉଠିବା ଯୀଶୁଙ୍କୁ ଭେଟିବା,ସାଧୁଗଣ ସଙ୍ଗରେ … |୨| ଭୟ ନାହିଁ ଭୟ ନାହିଁ ଆଉ ମୃତ୍ୟୁରେମୃତ୍ୟୁ ଶକ୍ତି ପରାଜିତ ଯୀଶୁ ବଳରେ(ସଦା) ଜୀବନ ଲଭିବା ଅମର ହୋଇବାଯୀଶୁ ସାଥେ ରହିବା |୩| ଫେର […]

procharibu tuma premo

ପ୍ରଚାରିବୁ ତୁମ ପ୍ରେମ ପଥେ ପଥେ ଯାଇବିତାଇବୁ ଏ ଜୀବନ ତୁମ ଗୀତି ଗାଇ ଗାଇତୁମ ଗୀତି ଗାଇ ଗାଇ (ଘୋଷା) ସାଧୁବାକୁ ପରିତ୍ରାଣ ସ୍ଵର୍ଗପୁର ତେଜିଲପାପ ନେଇ ପ୍ରେମ ଦେଇ ପ୍ରତି ମନ କିଣିଲଆମ ହୃଦେ ଦିଅ ପ୍ରଭୁ ସେ ପ୍ରେମ ଝରାଇ I୧I କୁଶ ଦିଏ ପରିଚୟ ତୁମ କରୁଣାରଝରିଯାଏ ତା’ ବୁକୁରେ କ୍ଷମାର ନିଝିରଘୋଷିବୁ ସେ ପ୍ରେମ କଥା ଗଗନ ଭରାଇ [୨] ସୂଚୀମାଳାକୁ ଫେରନ୍ତୁ

he jish tuma premo mu

ହେ ଯୀଶୁ ତୁମ ପ୍ରେମ ମୁଁ ପାଶୋରିବି କି ? (ଘୋଷା)ପ୍ରକାଶି ଅସୀମ ପ୍ରେମ ତେଜିଲ ସ୍ଵର୍ଗ ଭୂବନସେ ପ୍ରେମ ଉପମା କାହୁଁ ମୁଁ ପାଇବି କି ? I୧| ଅଶେଷ ଦୁଃଖ ସହିଣ ବିସର୍ଜଲ ନିଜ ପ୍ରାଣ,ଛାର ମୁଖେ ତାହା ବଣ୍ଡି ମୁଁ ପାରିବି କି ? |୨ | ଧୋଇଲେ ସେ ମହାପ୍ରେମ, ହୃଦୟ ହୁଏ ବିଦୀର୍ଣ୍ଣକିବା ପ୍ରତିଦାନେ ତାହା ଶୁଝିବି କି ? |୩| ହେ ଯୀଶୁ ତ୍ରାତା ପରମ, ଗଲେ ଯିବ […]

pabitra moha prabhu hai

ପବିତ୍ର ମହାପ୍ରଭୁ ହେ ଶ୍ରୀଚରଣେ ଆସିଅଛି ମୁଁହୃଦୟକୁ ଶୂନ୍ୟ କରୁଛି ଆଶିଷରେ ଭରିଦେବ କି ? (ଘୋଷା) ପାପ ପକେ ପଡ଼ିଥିଲି ମୁଁ ଦିନେ,ପ୍ରେମେ ଅବତରିଲଯୀଶୁ ରାଜନକୁଶେ ଦେଲ ଆପଣା ପ୍ରାଣ, ତହିଁ ପାଇଲି ମୁଁ ପରିତ୍ରାଣ |୧| ସେହି ମହାପ୍ରେମକୁ ଏବେ ଭୁଲିଯାଇଆଧୁନିକ ଦୁନିଆରେ ଚାଲେ ମୁହିଁଫେରାଅ ଏ ନେତ୍ର ଯୁଗଳତୁମ ବିନା ମୁଁ ଅଟେ ଦୁର୍ବଳ |୨| ପବିତ୍ର ଆମ୍ରାରେ କର ଉବ୍ଦୀପିତମୁହିଁ ମୃତ ମାତ୍ର ତୁମେ ଜୀବିତଯେହ୍ନେ ଫଳିବି ଫଳ ବହୁତପିତା ମୋ […]