hayo ! moro papo pain re
ହାୟ ! ମୋର ପାପ ପାଇଁରେ ପ୍ରଭୁ ଯୀଶୁ ମଲେ କୃଶରେମୋ ପାପର ଦଣ୍ଡ ସହି କ୍ଷତ ବିକ୍ଷତ ସେ ହୋଇହୋଇଲେ ଚୂର୍ଣ ଶରୀରେତାହାଙ୍କ ଶାସ୍ତି ଭୋଗରେ ପାଇଲି ଶାନ୍ତି ଆମାରେ … (ଘୋଷା) ମୁଣ୍ଡରେ କଣ୍ଟା ମୁକୁଟ ଲହୁରେ ଭରା ଲଲାଟକାଣେ ଭାରି କୁଶ କାଠ ପିଠିରେ କୋରଡ଼ା ଛୋଟଛେପ ପକାଉଛି କେହିବା ମୁଖରେଚାପୁଡ଼ାକେ ମାରେ ଥଟ୍ଟାରେତଥାପି ସେ ନିରବରେ ସହିଲେ ସବୁ ପ୍ରେମରେ … |୧| ନିର୍ଭେଷ ନିଷ୍ପାପ ହୋଇ ଦୋଷୀ ପ୍ରାୟ ଦଣ୍ଡ […]
ahe amoro pita swargara
ଆହେ ଆମର ପିତା ସ୍ଵର୍ଗର, କରୁ ତୁମରି ନାମେ ପ୍ରଶଂସାତୁମେ ପବିତ୍ର କେଡ଼େ ମହାନ୍କରୁ ତୁମରିଠାରେ ଭରସା (ଘୋଷା) ହେଉ ସାତ ଇଚ୍ଛା ତୁମର, ଆମରି ଧରା ପରେଯେପରି ସରଗ ପୁରେ |୧| ଆଜି ଏ ଦିନେ କରୁ ବିନତି, ଦିଅ ଆମ ଆହାରଲୋଡ଼ା ଯାହା ଆମର . [୨] ଯେପରି ଆମେ କରିଛୁ କ୍ଷମା, ଦୋଷ ସବୁ ପରରକ୍ଷମ ଦୋଷ ଆମର … I୩I ତୁମରି ପଦେ କରୁ ମିନତି, ମନ୍ଦରୁ ଉଦ୍ଧାର କରକର ପରୀକ୍ଷା […]
gao sarbe sadhugana ucha
ହାଲେଲୁୟା … ହାଲେଲୁୟାହାଲେଲୁୟା … ହାଲେଲୁୟା .. (ଘୋଷା) ଗାଅ ସର୍ବେ ସାଧୁଗଣ ଉଚ୍ଚ ସ୍ବରରେଆସୁଛନ୍ତି ଯୀଶୁରାଜା ମଧ୍ୟାକାଶରେତୁରୀ ବାଦ୍ୟ ହେବ ବର ଖୋଲିବାଖ୍ରୀଷ୍ଟାବ୍ରିତେ ଉଠିବେ , [୧] ବଂଚିଥିବା ଯେତେ ଆମେ ଏହି ଶରୀରେଅନ୍ୟ ରୂପ ହୋଇଯିବା ଏକ ଲିତାରେଆମେ ଉର୍କକୁ ଉଠିବା ଯୀଶୁଙ୍କୁ ଭେଟିବା,ସାଧୁଗଣ ସଙ୍ଗରେ … |୨| ଭୟ ନାହିଁ ଭୟ ନାହିଁ ଆଉ ମୃତ୍ୟୁରେମୃତ୍ୟୁ ଶକ୍ତି ପରାଜିତ ଯୀଶୁ ବଳରେ(ସଦା) ଜୀବନ ଲଭିବା ଅମର ହୋଇବାଯୀଶୁ ସାଥେ ରହିବା |୩| ଫେର […]
procharibu tuma premo
ପ୍ରଚାରିବୁ ତୁମ ପ୍ରେମ ପଥେ ପଥେ ଯାଇବିତାଇବୁ ଏ ଜୀବନ ତୁମ ଗୀତି ଗାଇ ଗାଇତୁମ ଗୀତି ଗାଇ ଗାଇ (ଘୋଷା) ସାଧୁବାକୁ ପରିତ୍ରାଣ ସ୍ଵର୍ଗପୁର ତେଜିଲପାପ ନେଇ ପ୍ରେମ ଦେଇ ପ୍ରତି ମନ କିଣିଲଆମ ହୃଦେ ଦିଅ ପ୍ରଭୁ ସେ ପ୍ରେମ ଝରାଇ I୧I କୁଶ ଦିଏ ପରିଚୟ ତୁମ କରୁଣାରଝରିଯାଏ ତା’ ବୁକୁରେ କ୍ଷମାର ନିଝିରଘୋଷିବୁ ସେ ପ୍ରେମ କଥା ଗଗନ ଭରାଇ [୨] ସୂଚୀମାଳାକୁ ଫେରନ୍ତୁ
he jish tuma premo mu
ହେ ଯୀଶୁ ତୁମ ପ୍ରେମ ମୁଁ ପାଶୋରିବି କି ? (ଘୋଷା)ପ୍ରକାଶି ଅସୀମ ପ୍ରେମ ତେଜିଲ ସ୍ଵର୍ଗ ଭୂବନସେ ପ୍ରେମ ଉପମା କାହୁଁ ମୁଁ ପାଇବି କି ? I୧| ଅଶେଷ ଦୁଃଖ ସହିଣ ବିସର୍ଜଲ ନିଜ ପ୍ରାଣ,ଛାର ମୁଖେ ତାହା ବଣ୍ଡି ମୁଁ ପାରିବି କି ? |୨ | ଧୋଇଲେ ସେ ମହାପ୍ରେମ, ହୃଦୟ ହୁଏ ବିଦୀର୍ଣ୍ଣକିବା ପ୍ରତିଦାନେ ତାହା ଶୁଝିବି କି ? |୩| ହେ ଯୀଶୁ ତ୍ରାତା ପରମ, ଗଲେ ଯିବ […]
pabitra moha prabhu hai
ପବିତ୍ର ମହାପ୍ରଭୁ ହେ ଶ୍ରୀଚରଣେ ଆସିଅଛି ମୁଁହୃଦୟକୁ ଶୂନ୍ୟ କରୁଛି ଆଶିଷରେ ଭରିଦେବ କି ? (ଘୋଷା) ପାପ ପକେ ପଡ଼ିଥିଲି ମୁଁ ଦିନେ,ପ୍ରେମେ ଅବତରିଲଯୀଶୁ ରାଜନକୁଶେ ଦେଲ ଆପଣା ପ୍ରାଣ, ତହିଁ ପାଇଲି ମୁଁ ପରିତ୍ରାଣ |୧| ସେହି ମହାପ୍ରେମକୁ ଏବେ ଭୁଲିଯାଇଆଧୁନିକ ଦୁନିଆରେ ଚାଲେ ମୁହିଁଫେରାଅ ଏ ନେତ୍ର ଯୁଗଳତୁମ ବିନା ମୁଁ ଅଟେ ଦୁର୍ବଳ |୨| ପବିତ୍ର ଆମ୍ରାରେ କର ଉବ୍ଦୀପିତମୁହିଁ ମୃତ ମାତ୍ର ତୁମେ ଜୀବିତଯେହ୍ନେ ଫଳିବି ଫଳ ବହୁତପିତା ମୋ […]
eto tumo premo prabhu
ଏତ ତୁମ ପ୍ରେମ ପ୍ରଭୁ ଏତ ତୁମ ପ୍ରେମଜାଣିଛି ବୁଝିଛି ମୁଁ ତ, ତୁମେ ଦୟାମୟ (ଘୋଷା) ନାମ ବହିଅଛି ତୁମେ ଦୁଃଖହରା ବୋଲିମୋ ଦୁଃଖ ହରି ନେଇଛି ଦୟାମୟ ବୋଲିତୁମ ନାମ ଜାଣେ ପ୍ରଭୁ ପତିତପାବନ [୧] ଉଦ୍ଧାରିଲ ମୋତେ ତୁମେ ପାପର ସାଗରୁଧରିଣ ଗୋ ନିଜ ହାତେ ଶାନ୍ତିମୟ ପ୍ରଭୁସେହି ଦିନୁ ଜାଣିଛି ମୁଁ ତୁମେ ଯେ ମହାନ୍ .. |୨| ଶେଷେ ରଖ ମୋ ମିନତି ମୋ ପାଶେ ରୁହ ଗୋ ନିତିଚାଲିବି […]
bhuja tole mote rakha
ଭୁଜ ତଳେ ମୋତେ ରଖ ମହାପ୍ରଭୁ,ବାହୁ ତଳେ ମୋତେ ରଖାତବ ପବିତ୍ର ଭୁଜ ବିସ୍ତାରି ଦେଲେ,ଛାର କି କରିବ ସେ ଦୁଃଖ (ଘୋଷା) ଦୁଃଖିନୀର ସାଥୀ ଅଧମର ଗତି,ଅନାଥର ତୁମେ ନାଥସଜ ହୋଇଥିବ ଏ ଅଧମ ତବ,ନିରତ ସେବାରେ ରତ ..ତୁମେ ଦୀନବଂଧୁ ନିର୍ଦ୍ଦୟ ହୋଇଲେ,ହେବ କି ଅନ୍ତରେ ସୁଖ |୧| ଭୁବନ ମୋହନ ମୋ ତ୍ରାଣ କରତା,ରଖେ ତବ ପାଦେ ମୋ ଚିତ୍ତଦିନକୁ ଦିନ ତ ଦୁଃଖ ଅବିରତ, ମିଳଇ ନାହିଁ ତ ସୁଖ .ଭାସିଯିବି […]
jaya halleluyah jaya jaya
ଜୟ ହାଲିଲୁୟା ଜୟ ଜୟ ବୋଲ ହେଯୀଶୁ ନାମ ଗାଇ ଚାଲ ଧରି ମୁକ୍ତିର ମଶାଲ (ଆଜି) (ଘୋଷା) ସର୍ବ ଶକ୍ତିମାନ ମହା ବିକ୍ରମୀ ରାଜାଗୌରବ ପ୍ରତାପେ ହେଉ ଅଛନ୍ତି ସଜା ।ମହିମା ପ୍ରକାଶ ହେବ କିଛି ସମୟଦୟା ସହିଷ୍ଣୁ ନଥିବ ତାଙ୍କ ବଦନେ |୧| ସୂର୍ଗୀୟ ତେଜେ କରିବେ ସେ ଆଗମନସଙ୍ଗେ ଦିବ୍ୟ ଦୃତ ଆଉ କିରୁବଗଣତୁରୀ ନାଦେ କମ୍ପାଇବେ ଏହି ମେଦିନୀସାକ୍ଷାତ କରିବେ ମନୋନୀତ ସେ କ୍ଷଣି |୨| ଯଦି ମଳିନ ହୋଇଛି ବସ୍ତ୍ର […]
jago jago supto prano
ଜାଗ ତାଗ ସୁପ୍ତ ପ୍ରାଣ ଆଜି ଜାଗରେଦେଖ ଯୀଶୁଖ୍ରୀଷ୍ଟ ଆସିବାର ବେଳ ହୋଇଗଲା ରେ.. (ଘୋଷା) ଡାକେ ପରିତ୍ରାଣର ବେଳା,ଏ ଶୁଭ ସମୟ ଆଉ ନକରିହେଳାକରି ଅନୁତାପ, ଛାଡି ପାପ, ଯୀଶୁ ନାମ ଜପରେ I୧| ତେଜି ମୋହ, ବିଳାସ ଆଜିପବିତ୍ରତା ବସ୍ତେ ଅଙ୍ଗ ଦିଅରେସାଜି(ଯେହ୍ନ) ଆରୋହିବୁ ମେଘ ରଥେ,ଯୀଶୁ ରାଜା ସାଥିରେ ।୨। ବିଶ୍ବାସ ପ୍ରଦୀପ ତୋହରଜଳି ସଦା ଆଲୋକିତ କରୁ ସଂସାର(ସଦା) ଉଛୁଳି ଉଠୁ ଜୀବନ, ପବିତ୍ରାପା ତୈଳରେ |୩| ଯୀଶୁ ହେ ଆଗାମୀ […]