ki madhura manarama mo srabanre
କି ମଧୁର ମନୋରମ ମୋ ଶ୍ରବଣେ ଯୀଶୁ ନାମନାହିଁ ତା ସମାନ ନାମ ତ୍ରିଭୂବନେ ଅନୁପମ (ଘୋଷା) ବିଶ୍ବାସୀ ପ୍ରତି ସେ ନାମ ଅଟେ କି ମନୋରଞ୍ଜନକରେ ତା ଦୁଃଖ ନାଶନ କରେ ତା ଶୋକ ଖଣ୍ଡନ … |୧| ଭଗ୍ନାନ୍ତକରଣ ପ୍ରତି ଅଟେ ତାହା ସ୍ଵାସ୍ଥ୍ୟ ଶାନ୍ତିକ୍ଷୁଧୂତକୁ କରେ ତୃପ୍ତି ଶାନ୍ତ ପ୍ରତି ସେ ବିଶ୍ରାମ … |୨| ଯୀଶୁ ତ୍ରାଣ ନାମଧେୟ ଅଟେ ମୋ ପ୍ରତି କି ପ୍ରିୟଘୁଞ୍ଚାଏ ମୋ ସର୍ବ ଭୟ ମୋହର […]
mote khoji khoji jishu ayile
ମୋତେ ଖୋଜି ଖୋଜି ଯୀଶୁ ଅଇଲେମୋ ଛାର ପାଇଁକି ସରଗ ତିଆଗିଅଶେଷ ଯାତନା ସହିଲେ (ଘୋଷା) ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚଖୋଜି ଖୋଜି ଶେଷେ ପାଇଲେଆହାକି ଆଦିରେ ପରମାନନ୍ଦରେଧୂଳି ଝାଡ଼ି କୋଳେ ଧଇଲେ … |୧| ଜୀବନ ଦେବତା ଅତି ମଳିନତାଦେଖୁ ମନେ ବ୍ୟଥା ପାଇଲେନିଗାଡ଼ି ନିଜର ହୃଦୟ ରୁରନିଜ ଅନୁରୂପେ ଧୋଇଲେ … |୨| ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତାଆପଣେ ଶ୍ରୀଅଙ୍ଗେ ବହିଲେମରଣ ଦାରୁଣ ପଣରେ ନବୀନଜୀବନର ମାର୍ଗ ନିହିଲେ … |୩| […]
prabhu jishu daya sagara
ପ୍ରଭୁ ଯୀଶୁ ଦୟା ସାଗର ତାଙ୍କ ମହାଦୟା କି ଚମତ୍କାରଦୟା ଡ଼େଣା ମେଲି ଅଇଲେ ସେ ଉଡ଼ିତ୍ୟାଗ କରି ନିଜ ଅମର ପୁର … (ଘୋଷା) ଦୟା ଦଣ୍ଡ ହସ୍ତେ ଧରିଣବୁଲିଲେ ସେ ନଗର ଗ୍ରାମଦୁର୍ବଳ ପତିତ ରୋଗ୍ରସ୍ତ ପ୍ରତିନ କଲେ ନିରୁଦ୍ଧ ଦୟା ନିଝର … |୧ | ବାଟେ ଘାଟେ ଯେତେ ମିଳିଲେତାଙ୍କୁ ଚତୁର୍ଦ୍ଦିଗେ ଘେରିଲେଅନ୍ଧ, ଛୋଟା, ଘୁଙ୍ଗା, ପକ୍ଷାଘାତି, କୁଷ୍ଠୀ,ଭୁତଗ୍ରସ୍ତ ନାନା ରୋଗୀ ବଧୂର … |୨| ଯେତେ ଅଇଲେ ତାଙ୍କ ପାଶେସୁସ୍ଥ […]
dakanti ke madhura sware
ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ)(ଆହା) ମୋର ହୃଦ ଦୁଆରେ (ଘୋଷା) ଚିନ୍ତା ପଥେ ବାଧା ଦେଇ ଗତି ରୋଧ ଧମକାଇକେତେ ହିତ କଥାକହି ଦୟା ଚିତ୍ତରେ … |୧| ସେ ଯେ ଶାନ୍ତି ଦେବା ପାଇଁ ଡାକୁଛନ୍ତି ରହି ରହିପାପ ତାପ ନେବେ ବୋଲି ନିଜ ହାତରେ … |୨| ଦେଖୁ ମୋତେ ଭାରାକ୍ରାନ୍ତ କରନ୍ତି ପ୍ରେମ ସଂକେତକଢ଼ାଇ ନେବାକୁ ପଥ ମୃଦୁଭାବରେ … |୩| ସେ କରୁଣ ସ୍ବର ଶୁଣି କିପରି ମାତିବି […]
jagore jagatabasi asuchanti megharathe
ଜାଗରେ ଜଗତବାସି ଆସୁଛନ୍ତି ମେଘରଥେ,ତୁରୀ ବାଦ୍ୟ ଧ୍ବନୀ ଉଠୁଛି ସରଗର ଦୂତମୁଖେ … (ଘୋଷା) ସେତ ଆମର ପ୍ରଭୂ ସରଗରସରଗ ସମ୍ପଦ ପ୍ରେମ ପାରିବାର,ଦୂତଗଣ ସାଥିରେ ସାଧୁମାନଙ୍କ ସଙ୍ଗରେତୁରୀବାଦ୍ୟ ଧ୍ୱନୀ ଶୁଭୁଛି – ସରଗର ଦୂତମୁଖେ … |୧| ଜୀବନ ପୁସ୍ତକ ଧରି ଅବତରିଫିଟାଇ ଦେଖୁବେ ପାପ କେତେ ଆମରିସେ ସାୟା ଯେ ପାଇବେସେ ଶାନ୍ତି ସେ ଭୋଗିବେ,ତୁରୀବଦ୍ୟ ଧ୍ୱନୀ ଶୁଭୁଛି ସରଗର ଦୂତ ମୁଖେ … |୨| ଶୁଣରେ ଶୁଣରେ ବନ୍ଧୁ ସେହି ସ୍ବରହେ ପରିଶ୍ରାନ୍ତ […]
ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାର antara ma kandhuchi pape padi
ଅନ୍ତର ମୋ କାନ୍ଧୁଛି ପାପେ ପଡ଼ି ବାରମ୍ବାରଅପରାଧ ମୁଁ ଅବିବେକି (୨ ଥର)ଫେରି ମୁଁ ଆସିଛି ଅନୁତାପ କରି (୨ଥର)କରିଛି ସତ ଅନେକ ଦୋଷ କ୍ଷମାକର ଜଗଦୀଶ …|୦| ମନଆତ୍ମା ଭାବନା ମୋ ପାପରେ ହଜିଛି।ଅନ୍ଧକାରେ ଏ ଜଗତେ ପାପରେ ଲୁଚୁଛିସାହା ହୁଅ ଏ ସହାୟ ଦୟାରେ କ୍ଷମାକର … |୧| ଭ୍ରାତା ଭଗ୍ନି ଓ ତୋ ବିରୁଦ୍ଧ କରିଛି ପାପ ମୁଁସାଧୁ ସ୍ଵାଧୀ ଓ ଯୀଶୁ ପାଶେମିନତି କରେମୁଁ, କ୍ଷମାକର ପାପ ମୋରକ୍ଷମା ର ତୁମେ […]
samaya atyalpa bujha he bhai
ସମୟ ଅତ୍ୟଜ ବୁଝ ହେ ଭାଇକେଡ଼େ ଶୀଘ୍ର ଦିନ ମାସ ଯାଉଅଛି ପଳାଇ (ଘୋଷା) ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀ ଗଣବୃଥାରେ ନ କାଟି ଦିନ ଶୁଭ କାଳ ହରାଇ …|୧| ସମୟଟି ଅତି ଅଳ୍ପ ବୁଝ କଠିନମନା,ତ୍ରାଣ ଦିନ ବହି ମୃତ୍ୟୁ ଆସୁଅଛି ଘନାଇ …|୨| ସମୟଟି ଅତି ଅଳ୍ପ ଦେଖ ଧାମିକଗଣଅବିଳମ୍ବେ ଯୀଶୁ ସ୍ଵଗୁଁ ଆସିବେ ହେ ଓହ୍ଲାଇ…|୩| ସମୟଟି ଅତି ଅଳ୍ପ ଦୁଃଖ ଯିବ ପଳାଇ,ଅବିଳମ୍ବେ ସ୍ଵର୍ଗପୁରେ ପ୍ରବେଶିବା […]
madhura jishu priya jishu
ମଧୁର ଯୀଶୁ ପ୍ରିୟ ଯୀଶୁବିରାଜ ମୋ ଅନ୍ତରେ … (ଘୋଷା) ଚିର ଜୀବି ରୋଟି ତୁମେଭୋଜନ ହୁଅ ଆମଇଂଜି ତାହା ଲଭିବୁ ଆମେଚିରନ୍ତନ ଜୀବନ … |୧| ଚିର ଜୀବି ନୀର ତୁମେପାନୀୟ ହୁଅ ଆମପାନ କରି ଲଭିବୁ ଆମେଚିରନ୍ତନ ଜୀବନ … |୨| ପଥିକର ପଥ ତୁମେଦେଖାଅ ମୁକ୍ତି ପଥଯାତ୍ରୀ ହୋଇ ଲଭିବୁଚିରନ୍ତନ ଜୀବନ … |୩| ବିଶ୍ବାସୀର ସତ୍ୟ ତୁମେଦେଖାଅ ସତ୍ୟାଲୋକସତ୍ୟ କହି ଲଭିବୁ ଆମେଚିରନ୍ତନ ଜୀବନ … |୪| ସୂଚୀମାଳାକୁ ଫେରନ୍ତୁ
tume dayamaya tume khyamamaya
ତୁମେ ଦୟାମୟ ତୁମେ କ୍ଷମାମୟହେ ଯୀଶୁ ଚିର ସୁନ୍ଦରଦେଇ ଦେହି ପ୍ରାଣଆମ୍ବା ମନ ମୋରସଦା ଗାଉଥବି ଗୁଣ ତୁମରପ୍ରଭୁ ହେ ମୋର ସଦା ଗାଉଥବି ଗୁଣ ତୁମର (ଘୋଷା) ହଜିଥିଲି ଯେବେ ଖୋଜି ଆସିଲଭୁଲିଥିଲି ମୁଁ ଯେ ତୁମେ ନ ଭୁଲିଲପଡ଼ିଥିଲି ପାପେ ତୁମେ ଉଦ୍ଧାରିଲକୃଶେ ପ୍ରାଣ ଦେଇ ମୋତେ ବଞ୍ଚାଇଲନିଜ ପ୍ରାଣ ଦେଇ କଲ ଆପଣାର … |୧| ମଜିଥିଲି ଯେବେ ଯୀଶୁ ତୁମ ପ୍ରେମେଆଶିଷ ତ ତୁମରି ସ୍ମରୁଥିବି ମନେରହିଥିବି ମୁଁ ଯେ ସଦା […]
asichi mu dhai tuma darashana pain
ଆସିଛି ମୁଁ ଧାଇଁ ତୁମ ଦରଶନ ପାଇଁଭଙ୍ଗା ହୃଦୟରେ ମୋ ଲୋତକ ଦେଇଆକୁଳେ ଡାକଇ ମୋ ମୁକତି ପାଇଁପାପ ବୋଝ ବୋହି ପାରୁନାହିଁ (ଘୋଷା) ପାପର କାଳି ଦିଏ ଲିଭାଇ ହୃଦୟେ ମୋର ନାମ ତୁମରିପାରୁନି ଦେଖି ଅନ୍ତର ମୁହ ଦୟାକର ହେ ଦୟା ସାଇଁଶକତି ମୋ ନାହିଁ ସାହା ଆଉ କେହିମୋହମାୟା ପାଇଁ ପାଗଳ ମୁଁ ହୋଇଭାସିଗଲି ପାପ କାଲେ କାହି … |୧| ପ୍ରତିଜ୍ଞା ନେଇ ଆସିଛି ମୁଁହି ପାଳିବାକୁ ଯେ ଆଜ୍ଞା ତୁମରିସଂସାର […]