borosaao aashi punyo sudhaa rasi
ବରଷାଅ ଆସି ପୁଣ୍ୟ ସୁଧାରାଶି ଦେଇ ପ୍ରଭୋ ଶୁଭ ବର ହେ, ତୁମରି ସନ୍ତତି ଏ ନବ ଦମ୍ପତ୍ତି ପ୍ରତି ଆଜି କୃପା କର ହେ । ଘୋଷା । ଆନନ୍ଦେ ଆନନ୍ଦେ ଗଢ଼ି ମାନବ ମିଳନ ବନ୍ଧନେ ରଖିଛ ଭବ, ସେ ପ୍ରେମ-ନିୟମେ ବାନ୍ଧିଛ ଯତନେ ଯର୍ଦ୍ଦନରେ ଆପେ ସେହି ହୋଇ ଡୁବିତ ରବି ଗ୍ରହାଦି ନିକର ହେ, ଦେଖାଇ ଅଛନ୍ତି ମୋର ପ୍ରତି ଦୃଷ୍ଟାନ୍ତ । ୧ । ଅମୀୟ ବନ୍ଧନେ ବାନ୍ଧ ବେନି […]
premo sundoro premo parabaro
ପ୍ରେମ, ସୁନ୍ଦର, ପ୍ରେମ ପାରାବାର, ଆସ ପ୍ରେମରୂପେ ବେନି ପ୍ରାଣେ; ଅବତରି ବେନି ପ୍ରାଣ-ମନ୍ଦିରେ ଛନ୍ଦି ଦିଅ ପ୍ରେମ ବନ୍ଧନେ । ଘୋଷା । ଯୁଗଳ ପ୍ରାଣେ ନବୀନ ତାନେ ପ୍ରେମ ବିଧାନେ ଯେତେ ମାଧୁରୀ ଉଠେ ପୁଲକେ ଆଶା-ସୁଖେ ଘେନ ପ୍ରଭୁ ତବ ଶ୍ରୀଚରଣେ । ୧ । ପ୍ରେମ-ନନ୍ଦନେ ପ୍ରେମ ବନ୍ଧନେ ହସ-କ୍ରନ୍ଦନେ ରଖ ଚରଣେ, ଏକଇ ସ୍ରୋତେ ଐକ୍ୟ-ବ୍ରତେ ଚଳାଅ ଅମୀୟ ବରଦାନେ । ୨ । ନିତ୍ୟ ମହତ୍ତ୍ୱେ ବିପଦ ସତ୍ତ୍ୱେ […]
koro boro konyaanka proti kolyaano
କର ବର କନ୍ୟାଙ୍କ ପ୍ରତି କଲ୍ୟାଣ ପ୍ରଭୁ ହୋଇ ଏ ସଭାରେ ବିଦ୍ୟମାନ । ଘୋଷା । ଯେତେ ଦିନ ସଂସାରରେ ରଖ ଆପଣ ପ୍ରେ-ରଜ୍ଜୁ ଦ୍ୱାରା ବାନ୍ଧ ଦୁହିଁଙ୍କ ପ୍ରାଣ, ଅନ୍ନ ବସନ ଦାନ କର ଯାବଜ୍ଜୀବନ, ସର୍ବ କର୍ମେ ସହାୟ ହୁଅ ହେ ଦୟାମୟ, କ୍ଷେତ କି ଧନଜନ କର ହେ ସୁକଲ୍ୟାଣ, କରାଅ ତବ ଭକ୍ତି ସାଧନ । ୧ । ପରକାଳ ଚିନ୍ତା ହେଉ ସଦା […]
aahe pitaa ishwara boro konyaanka proti
ଆହେ ପିତା ଈଶ୍ୱର, ବର କନ୍ୟା ପ୍ରତି କୃପା କଟାକ୍ଷ କର । ଘୋଷା । କର କରୁଣା ଦାନ, ଯେସନ ହୋଇବ ଏକ ଏ ଦୁଇଜଣ, ଜୀବନଯାଏ ପାଳନ କରିଣ ଏହି ବିଧାନ, କାଟିବେ ଜୀବନ କରି ପ୍ରେମ ଆଚାର । ୧ । ଯେହ୍ନେ ଏ ଦୁଇ ଲୋକ, ଦୁଃଖେ ସୁଖେ ରୋଗେ ସ୍ୱାସ୍ଥ୍ୟେ ହୋଇବେ ଏକ, ଧ ରି ଏକାନ୍ତଃକରଣ କରିବେ ଯାବଜ୍ଜୀବନ ପ୍ରାର୍ଥନା ଧନ୍ୟବାଦ ତବ ଶ୍ରୀଛାମୁରେ । ୨ […]
krupaa nirjhoro thaaru boro konyaanku karunaa
କୃପା ନିର୍ଝରଠାରୁ ବର କନ୍ୟାଙ୍କୁ କରୁଣା ସଦା ଆବୋରୁ । ଘୋଷା । ଯେଉଁ ପ୍ରଭୁ ସ୍ଥାପିଛନ୍ତି ଏହି ନିୟମ, ତାଙ୍କ ଆଶୀର୍ବାଦ ବୃଷ୍ଟି ହେଉ ଉପରୁ । ୧ । କାନ୍ନା ବିବାହରେ ଯେ ଥିଲେ ନିମନ୍ତ୍ରିତ, ତାହାଙ୍କ ପ୍ରସନ୍ନ ଦୃଷ୍ଟି ହେଉ ଊର୍ଦ୍ଧ୍ୱରୁ । ୨ । ଆଉ ଶାନ୍ତିଦାତା ଧର୍ମ ଆତ୍ମାଙ୍କଠାରୁ ଶାନ୍ତି ଆନନ୍ଦ ଓହ୍ଲାଇ ବେଷ୍ଟନ କରୁ । ୩ । ଏ ଦୁଇ ପ୍ରତି କଲ୍ୟାଣ […]