nachibare nachiba gayeebare
ନାଚିବାରେ ନାଚିବା ଗାଇବାରେ ଗାଇବାଆମେ ପ୍ରାର୍ଥନାର ସ୍ରୋତେ ଆଜି ଭାସିବାଆମ ମନ ଆମ୍ବା ନୂଆକରି ଗଢ଼ିବା… (ଘୋଷା) ପ୍ରାର୍ଥନା କଲେ ମିଳଇ ଶାନ୍ତିସେଥିରେ ଅଛି ମହାମୁକତିପ୍ରାର୍ଥନା କଲେ ସରଗ ସୁଖ ଆମେ ଭୋଗ କରିବା … |୧| ପ୍ରାର୍ଥନା କେବେ ନକର ସାନପ୍ରାର୍ଥନା କଲେ ହେବ ମହାନଏହି ଭାବନା ଆମରି ମନେ, ଆମେ ସୃଷ୍ଟି କରିବା… |୨| ଯୀଶୁଙ୍କୁ ଆମେ କଲେ ନିଜରଏ ଆପା ହେବ କେଡେ ସୁନ୍ଦରଆସରେ ଆସ ଭାଇ ଭଉଣୀ ତାଙ୍କ ପାଖକୁ ଯିବା… […]
priyatama jishu namo
ପ୍ରିୟତମ ଯୀଶୁ ନାମ ଭଜ ଭାଇଭଜିଲେ ତା ଗୁଣ ସେହିତ ଜାଣଇକି ମଧୁର ସେ ତ ମନୋହରକି ସୁନ୍ଦର ଅଟଇ ଅପାରସେ ଶାନ୍ତି ଆକର … (ଘୋଷା) ଅନ୍ଧ ଦେଖେ ଛୋଟା ଚାଲେମୁକ କଥା କହିପାରେରୋଗଗ୍ରସ୍ତ ହୁଏ ସୁସ୍ଥ ମୃତ ପୁଣି ବଂଚିପାରେଯୀଶୁ ନାମ ଶକତିରେ ଅସାଧ୍ୟ ନାହିଁ କିଛିରେବିଶ୍ବାସୀ ପକ୍ଷରେ … |୧| ଯୀଶୁ ନାମ ତରୀ ଅଟେଏ ଭବ ପାପ ସାଗରେସେହି ନାବେ ଆଶ୍ରା ନେଲେପହଂଚିବ ସ୍ଵର୍ଗପୁରେସେହି ତ ଦୃଢ଼ ଭରସାଅନାଥ ଜନର ଆଶା […]
turi bajiba akashe
ତୁରୀ ବାଜିବ ଆକାଶେଆସିବେ ସେ ମେଘ ରଥେକରିବେ ବିଚାର, ଶେଷେ ମଧ୍ୟ ଆକାଶେ .. (ଘୋଷା) ସାଥେରହି ଦୃତଗଣ, କରୁଥିବେ ଜୟଗାନଏକ ନିମିଷେ ତାଙ୍କରି ଆଗେ, ଠୁଳ ହେବେ ମହାଜନରାଜା ରାଜ ମହାମହିମଦେବେ ଫଳ ଦେଖି କର୍ମମନୋନୀତ ଯେତେ, ଯିବେ ସରଗ ଦେଶେ … |୧| ସ୍ମରି ସେହି ଶେଷଦିନ, ପାପରୁ ଫେରାଅ ମନଅନୁତାପରେ ତାଙ୍କ ଚରଣେ ଅରପି ଦିଅ ଜୀବନପରମ ପିତା ଶକତିଦାତାଚଲା ପଥ ହେବେ ସାହାମୁକତି ପାଇବ ତୁମେ ତାଙ୍କ ଆଶିଷେ … |୨| […]
he priya jishu moro
ହେ ପ୍ରିୟ ଯୀଶୁ ମୋରମୋ ହୃଦ ମନ୍ଦିରେ ଆସତୁମ ପାଇଁ ମୁହଁ ଖୋଲିଛି ହେ ଦ୍ଵାରସଦୟେ ହେ ପ୍ରଭୁ ଆସ.. ଆସ.. ଆସ.. (ଘୋଷା) ଖୋଜୁଛି ମୁଁ ତୁମ୍ଭଙ୍କୁ କେତେଏ ପାପ ମାୟା ସଂସାରେକାନ୍ଦୁଛି ମୋ ଅନ୍ତର ଆତ୍ମାପଡ଼ି ଏ ପାପ ଜାଲରେତୁମେ ଆଶାର ପ୍ରଦୀପ ଶିଖାପ୍ରଭୁ ଜ୍ବଳାଅ ମୋ ଅନ୍ତରେ .. |୧| ବତାସ ଝଡ ବହୁଛି ପ୍ରଭୁଜୀବନର ପ୍ରତି କୋଣେଦୁଃଖ ବତାସ ଘେରୁଛି ପ୍ରଭୁଜୀବନର ପ୍ରତି କ୍ଷଣେତୁମେ ମୁକ୍ତିର ପ୍ରଦୀପ ଶିଖାପ୍ରଭୁ ଜ୍ବଳାଅ ମୋ […]
prabhu jishu asichi mu
ପ୍ରଭୁ ଯୀଶୁ ଆସିଛି ମୁଁ ତୁମ ଚରଣେମୋର ଯେତେ ପାପ ତାପ ଅନୁତାପେ ଭଙ୍ଗା ହୃଦଆସିଛି ମୁଁ ଥୋଇବାକୁ ତୁମ ଚରଣେ … (ଘୋଷା) ଗୋଡ଼ାଏ ବ୍ୟାବଳ ମୋତେ ଆଜି ପ୍ରଲୋଭନ କେତେଆସିଛି ମୁଁ ଲୁଚିବାକୁ ତୁମ ଚରଣେ … |୧| ଦେଖିବାକୁ ତୁମ ରୂପ ଶୁଣିବାକୁ ତୁମ ବାକ୍ୟଆସିଛି ମୁଁ ପ୍ରଭୁ ଯୀଶୁ ତୁମ ଚରଣେ … |୨| ଦିଅ ଦେଖା ବାରେ ପ୍ରଭୁ କ୍ଷମି ମୋର ପାପ ସବୁମିନତି ମୋ ପ୍ରଭୁ ଯୀଶୁ ତୁମ […]
asuchanti turi bajayi
ଆସୁଛନ୍ତି ତୁରୀ ବଜାଇପ୍ରଭୁ ଯୀଶୁ ହରଷ ହୋଇବିଶ୍ଵାସୀକୁ ନେବା ପାଇଁ ପୁରସ୍କାର ଦେବା ପାଇଁଆନନ୍ଦେ ଗାଅ ହେ ଭାଇ… (ଘୋଷା) କଟି ବାନ୍ଧି ଦୀପ ଜାଳି ଜାଗ୍ରତରେ ରୁହ ଭାଇନିଦ୍ରା ଭାଗି ଉଠିବାର ଶୁଭ ସମୟ ତ ଏହିନାହିଁ ଆଉ ବେଳ, ଗଲା ଦିନ କାଳକେତେ କାଳ ଥିବା ହେ ଶୋଇ… |୧| ମୃତ୍ୟୁ ନାହିଁ ଦୁଃଖ ନାହିଁ ସ୍ଵର୍ଗରାଜ୍ୟ ଆହେ ଭାଇସୁଖ ଶାନ୍ତି ଆନନ୍ଦରେ ଥିବା ଗୀତ ଗାଇ ଗାଇମୁଖା ମୁଖି ହୋଇ ଯୀଶୁ ପାଶେ […]
amo jishu raja
ଆମ ଯୀଶୁ ରାଜା … ଆ… ଆ…ଆମ ଯୀଶୁ ରାଜା ଆସୁଛନ୍ତି ପରା ମେଘ ରଥରେଆସ ଭେଟିଯିବା ତାଙ୍କୁ ମହାନନ୍ଦରେ … (ଘୋଷା) ବିକ୍ରମଶାଳୀ ସେ ରାଜା ସରବେ କରିବେ ପୂଜାହେବ ପ୍ରତି ଆଣ୍ଡ ନତ କହିବେ ପ୍ରଭୁ ସେଇତଉଚ୍ଚ ନୀଚ ଯେତେ ଉଭା ହେବେ ସେଠିସେ ଶ୍ଵେତ ସିଂହାସନରେ… |୧| ଯେତେ ପରିତ୍ରାଣ ପ୍ରାପ୍ତ ହେବେ ସ୍ଵର୍ଗ ପୁରସ୍କୃତପାପୀର ଦଶା ଭୟାର୍ଷ ନରକେ ହେବେ ନିକ୍ଷିପ୍ତ ।ଆପଣା କରମେ, ହୋଇ ବିଚାରିତଭୋଗିବେ ସରଗପୁରେ… |୨| ସୂଚୀମାଳାକୁ […]
prabhu go moro priyatama
ପ୍ରଭୁ ଗୋ ମୋର ପ୍ରିୟତମ ତୁମରି ପ୍ରେମ ଅନୁପମବଣ୍ଡିବି ପ୍ରଭୁ ତୁମ ପ୍ରେମ ଗାଇବି ସଦା ତୁମ ନାମ … (ଘୋଷା) ଅନ୍ଧକୁ ଦେଲ ନୟନ, ବଧୂରେ ଦେଲ ଶ୍ରବଣକୃଷିକୁ ପ୍ରଭୁ ସୁସ୍ଥ କରି, ମୃତ୍ୟୁକୁ ଦେଲ ଜୀବନ … |୧| ରୁର ଶେଷେ ଢ଼ାଳିଲ ପାପରୁ ମୋତେ ଉଦ୍ଧାରିଲଅତୁଳନୀୟ ତୁମ ପ୍ରେମ ଗାଇବି ସଦା ତୁମ ନାମ … |୨| ସୂଚୀମାଳାକୁ ଫେରନ୍ତୁ
bajao mandali tume sangita
ବଜାଅ ମଣ୍ଡଳୀ ତୁମେ ସଙ୍ଗୀତ ବାଜାଆଜି ଆସିବେ ବାହିନି ସାଥେ ମର୍ଶହ ରାଜାବଜାଇଣ ବାଜା ଆମେ କରିବା ପୂଜା … ସମସ୍ତେ … (ଘୋଷା) କୋଟି କୋଟି ଦୃତ ଧରି ଏହି ମେଘ ରଥରେବିଚାର କରିବାକୁ ଏହି ପୃଥିବୀରେଥରହର ହୋଇଯିବେ ଦୁନିଆ ସାରା (ଭାଇରେ) … |୧| ସୂର୍ଯ୍ୟ ଚନ୍ଦ୍ର କଳା ହେବ ନକ୍ଷତ୍ର ଝଡିପଡ଼ିବଅବିଶ୍ଵାସୀ ଯିଏ ଥୁବ ନରକକୁ ସିଏ ଯିବବିକଳରେ କାନ୍ଦୁଥିବ ଜୀବନ ସାରା (ଭାଇରେ) … |୨| ଫେର ଫର ଏବେ ଫେରଆହୁରି […]
jibana nadi mo hrudayare
ଜୀବନ ନଦୀ ମୋ ହୃଦୟରେପ୍ରବାହିତ କର ପ୍ରଭୁ … (ଘୋଷା) ଶରୀର କାର୍ଯ୍ୟ ସବୁ ବିନାଶ କର ହେ ପ୍ରଭୁଦୁର୍ବଳ ସମୟରେ, ତବ ବଳ ଦିଅ ପ୍ରଭୁ ଆମ୍ଭିକ ଦାନ, ସବୁରେମୋତେ ଅଭିଷେକ କର ପ୍ରଭୁ ଶୁଷ୍କ ଅସ୍ଥି ସକଳ ପୁନର୍ଜୀବିତ କରି ପ୍ରଭୁତୁମରି ଆଗମନକୁ, ମୁଁ ଚାହିଅଛି ପ୍ରଭୁ ସୂଚୀମାଳାକୁ ଫେରନ୍ତୁ