prabhu he kare minati
ପ୍ରଭୁ ହେ ପ୍ରଭୁ ହେ କରେ ମିନତି, ମୋ ପ୍ରତି ସୁଦୟା ରହୁଯୀଶୁଙ୍କୁ ହୃଦୟେ ଧରି ମୋର ପ୍ରାଣପଛେ ଚାଲିଯାଉ… (ଘୋଷା) ସେ ନାମ ଗାଆନ୍ତି ସ୍ୱର୍ଗ ଭୁବନେ, ଦିବ୍ଯ ଦୂତଗଣ ହରଷ ମନେସେ ନାମ ଆସିଲେ ମଭ୍ୟ ଭୁବନେ, ମୋ ପାପର ପ୍ରାୟଶ୍ଚିତ୍ତ କାରଣେସେହି (ଯୀଶୁ) ମମ ଗାଇ ଗାଇ ମୋର ଦୁଖଛାୟା ରେ ଯାଉ.. ।୧। ପାପ ପାଇଁ କଲେ ନର ଯେ, ଯଜ୍ଞ ଅଭିଶପ୍ତ ଧରା ନୋହିଲା ପୁଣ୍ୟସେ ଛକି କାଠ ନରମେଧ […]
bandhana ghena
ବନ୍ଦନା ଘେନ… ବନ୍ଦନା ଘେନଭକତି ଭରେ ପ୍ରଣମୁଛୁ ।ଥୋଇ ହୃଦପଦ୍ମ…ହେ ପ୍ରିୟତମ (ଘୋଷା) ଅନ୍ଧକାର ଘେରା ବିଶ୍ୱେଆଜି ଝଲକେ ଆଲୋକଧାରାଭରି ଯାଉଛି ମଧୁର ଝଙ୍କାରସ୍ବର୍ଗବାହିନୀ ସୁରେ…ପୁରେ ଗଗନ… |୧| ଧନ୍ୟ ହେ ତ୍ରାଣରାଜନ ଆମ,ଧନ୍ୟ ତୁମରି ପ୍ରେମ .ପାପୀ ଜନର ମୁକତି ଲାଗିମର୍ଭେ ହେଲ ଜନମ-ଈଶ ନନ୍ଦନ… |୨| ଆସ ହେ ସର୍ବେ ପାତକୀ ବଂଧୁକରିବା ତାଙ୍କୁ ପ୍ରଣାମଧନ୍ୟ ହେଉ ଗୋ ଆମ ଏ ପରାଣଲଭି ନବ ଜୀବନ .., ଆଜ ଏ ଦିନ… |୩| ସୂଚୀମାଳାକୁ […]
Hosanna Hosanna jai jai /ഹോശന്നാ ഹോശന്നാ, ജയ് ജയ്
ഹോശന്നാ ഹോശന്നാ, ജയ് ജയ് ഹാലേലൂയ്യാസ്തോത്രം എന്നേശുവിന്മാനം മഹത്വവും എല്ലാ പുകഴ്ചയുംഏക രക്ഷകനല്ലോ പരിശുദ്ധ ദൈവം യേശുഹോശന്നാ ഹാലേലൂയ്യാസ്രഷ്ടാവാം ദൈവം യേശുജയ് ജയ് ഹാലേലൂയ്യാ സൗഖ്യ ദായകന് യേശുഹോശന്നാ ഹാലേലൂയ്യാമാറാത്ത മിത്രം യേശുജയ് ജയ് ഹാലേലൂയ്യാ നല്ല ഇടയന് യേശുഹോശന്നാ ഹാലേലൂയ്യാവഴിയും സത്യവും യേശുജയ് ജയ് ഹാലേലൂയ്യാ രാജാധിരാജന് യേശുഹോശന്നാ ഹാലേലൂയ്യാവീണ്ടും വരുന്നോന് യേശുജയ് ജയ് ഹാലേലൂയ്യാ Hosanna hosanna Jai jai HalelujahStothram Enneshuvinumanan mahathavum ella pukazchayumeka rakshakanu (2) parishudha Daivam YeshuHosanna […]
Hallelujah sthuthi padeedum /ഹല്ലേലൂയ്യാ സ്തുതി പാടിടും
ഹല്ലേലൂയ്യാ സ്തുതി പാടിടും ഞാന്വന്കൃപയെ എന്നും ഓര്ത്തിടും ഞാന്പരിശുദ്ധനേ കരുണാ നിധിയേസ്തുതികള്ക്കെല്ലാം യോഗ്യനായവനെ സകലത്തെയും സൃഷ്ടിചെയ്തവനേസകലത്തിനും പരിപാലകനേസകലരിലും പരമോന്നതനേസര്വ്വശക്തനും സര്വ്വജ്ഞാനിയും നീ കരുണയും ദയയും ഉള്ളവനേമനസ്സലിയുന്ന മഹാപ്രഭുവേവാത്സല്യത്തോടെന്നെ ചേര്ത്തവനേമാറാത്ത സ്നേഹം പകര്ന്നവനേ ആദിയും അന്തവും ആയവനേഉറപ്പുള്ള പാറയും കോട്ടയുമേവഴിയും സത്യവും ആയവനേഏകരക്ഷാ മാര്ഗ്ഗമായവനേ ക്രൂശു ചുമന്നു തളര്ന്നെനിക്കായ്ഘോരമാം ശിക്ഷയതേറ്റെനിക്കായ്മുമുൾമുടി ചൂടിയതും എനിക്കായ്ജീവനെ നല്കിയതും എനിക്കായ് Halleluyah sthuthi paadidum njaanVan krupaye ennumorthidum njaanparishudhane karunaanidhiyesthuthikalkkellaam yogyanaayavane Sakalatheyum srishti cheythavanesakalathinum paripaalakanesakalarilum paramonnathanesarvashakthanum sarva njaniyum […]
sarva nanmakalkkum /സർവ്വനന്മകൾക്കും
സർവ്വനന്മകൾക്കും സർവ്വദാനങ്ങൾക്കുംഉറവിടമാം എൻ യേശുവേനിന്നെ ഞാൻ സ്തുതിച്ചിടുന്നുദിനവും പരനെ നന്ദിയായ് ആഴി ആഴത്തിൽ ഞാൻ കിടന്നുകൂരിരുൾ എന്നെ മറ പിടിച്ചുതാതൻ തിരുക്കരം തേടിയെത്തിഎന്നെ മാർവ്വോടു ചേർത്തണച്ചു പരിശുദ്ധാത്മാവാൽ നിറയ്ക്കഅനുദിനവും എന്നെ പരനെനിന്റെ വേലയെ തികച്ചീടുവാൻനൽവരങ്ങളെ നൽകിടുക Sarva nanmakalkum sarva dhanangalkumUravidamam en yeshuveAnge njan stuthichidunnuDinavum parane nandiyal Azhi aazhathil njan kidannuKoorirul enne mara pidichuNathan thirukaram thediyethiThiru marvodu cherthanachu( Sarva nanmakalkum) Parishudhathmaval niraikkaAnudinavum enne paraneThiru velaye thikachiduvanNal […]
gotiye shroto raktare
ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେଯେଡ଼େ ପାପୀ ହିଁ ଡୁବିଲେ ତା’ କଳଙ୍କ ନାଶେ… |ଘୋଷା| ମୋର ବିଶ୍ୱାସ କୁଶରେ, କଲେ ରକ୍ତ ଦାନମୋ ପରା ପାତକୀ ଯେହ୍ନେ ଲଭେ ପରିତ୍ରାଣ… |୧| ସେ ସ୍ରୋତ ଦେଖି ଦସ୍ୟୁର ଶାନ୍ତି ହେଲା ମନେ,ହେଲେ ହେଁ ମୁଁ ଅଭାଜନ ବଂଚିବି ତେସନେ… |୨| ସେ ମେଷ ରକ୍ତର ଶକ୍ତି ସରୁ ନାହିଁ କିଛି,ଯିବାଯାଏ ଭକ୍ତ ସ୍ୱର୍ଗ ପ୍ଲାବିତ ହେଉଛି… |୩| ସେ ସ୍ରୋତ ଦେଖି ବିଶ୍ୱସେ କରେ ଜୟଗାନ,ଗାଇ […]
ishwara moro asaraya
ଈଶ୍ଵର ମୋର ଆଶ୍ରୟ ନିକଟ ସହାୟନିର୍ଭୟ ମୋ ତାଙ୍କ ବଳେ ନାହିଁ ଆଉ ଭୟ …(ଘୋଷା) ଦକ୍ଷିଣପାର୍ଶ୍ଵ ଛାୟା ସେ ଯେ ଜୀବନ ସାଥୀ ପ୍ରେମିକଅଶେଷ ତାଙ୍କ କରୁଣା ଧାର ମଙ୍ଗଳ ଦାନ ଅନେକଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ନ କରିବ ଆଘାତଦୃଢ଼ ଶଇଳ ତୁମ ପ୍ରତି ମୋରହିଛି ଭକ୍ତି ଲୟ… |୧| ବ୍ୟସ୍ତ କିମ୍ପା ମନ ହରିଣୀ ଘେରି ଆସେ ଯେବେ ବିପଦହେଜିଲେ ତାଙ୍କ ମଧୁର ନାମ ଦୂର ହେବ ଯେତେ ସଙ୍କଟପ୍ରଭୁ କେବଳ ମହୀୟାନ […]
gao sarabe jishu name
ଗାଅ ସରବେ ଯୀଶୁ ନାମେ ହୋଶାନ୍ତା ଜୟଗାନଧନ୍ୟବାଦ ପ୍ରଶଂସାରେ ତୋଳି ତାଙ୍କରି ନାମ…(ଘୋଷା) ପ୍ରେମଭରା ତାଙ୍କ ପରଶ, ଆଣିଦେବ ମନେ ହରଷପରମ ପିତା ଯୀଶୁ ଆମ, ଭରିଦେବେ ଆଶିଷନିରାଶର ମନ ତଳେ ଆଲୋକ ସଂଚାରିବାଅନ୍ଧାର ଦୂରେ ଯିବା… |୧| ପାପ କଳୁଷିତା ଆମର, ଦେଲୁ ପ୍ରଭୁ ତବ ପୟରକର ନୂତନ ଏ ଜୀବନ, ସୁନ୍ଦର ମଧୁମୟବିକଶିତ ହେଉ ସଦା ପୁରି ମଧୁ ସୁବାସହେଉ ସଦା ହରଷ… |୨| ସୂଚୀମାଳାକୁ ଫେରନ୍ତୁ
jharigola rudhira moro papo
ଝରିଗଲା ରୁଧୁର ମୋର ପାପ ପାଇଁରେସେହି କାଲବରୀ ଚୂଳେ ଝରିଲା ରକତ କେତେରୁର କେତେ… (ଘୋଷା) ନିରବ ମେଷ ପରି ଗଲ ତୁମେ ସବୁ ସହିକାନ୍ଧ କୁଶ ଭାର ବହି ଚାଲିଲ ଏକା ହୋଇଝୁଲିଲ ଏକା ହୋଇକଣ୍ଟା ବିନ୍ଧିଲା ହସ୍ତେ ଝରିଲା ରୁଧୁର କେତେବଚ୍ଛା ବିନ୍ଧିଲା ବକ୍ଷେ ଆହା ମୋର ପାଇଁରେ… |୧| ଆରେ ପାପୀ ଫେରିଆବାରେ ତ ଫେରି ଚାହିଁ ରକ୍ତ ଝର ଝର ଦେହେଡାକନ୍ତି କରୁଣ ସ୍ବରେଶୁଭେ ନାହିଁ କିରେ ତୋତେ ସେ କରୁଣ […]
krusha pare raktadhara
କୁଶ ପରେ ରକ୍ତଧାର ବହିଯାଏ ।ଯେଉଁ ରନ୍ତେ ପାତକୀ ଆଜି ମୁକ୍ତି ପାଏ। (ଘୋଷା) ମୁକ୍ତି ପଥ ହରା ହୋଇ ସକଳେଶାନ୍ତି ନାହିଁ ସଭିଙ୍କର ହୃଦୟପାପ ସ୍ରୋତେ ନର ଜୀବନ ଭାସିଯାଏ |୧| ନିତ୍ୟ ସ୍ଥାୟୀ ନୁହେଁ ଆମ ଜୀବନଆସୁଅଛି ଭୟଙ୍କର ଦୁର୍ଦ୍ଦିନସତ୍ୟବାଣୀ ସଭିଙ୍କ କର୍ତ୍ତେ … କହିଯାଏ (୨ ଥର) |୨| ସତ୍ୟଜ୍ୟୋତି ସର୍ବବ୍ୟାପୀ ମାନବରପ୍ରେମମୟ ରାଜା ତୁମେ ଜଗତରଯେଉଁ ପ୍ରେମେ ପାତକୀ ଆଜି ମୁକ୍ତି ପାଏ ।୩| ସୂଚୀମାଳାକୁ ଫେରନ୍ତୁ