jishu mo pain jhulila
ଯୀଶୁ ମୋ’ ପାଇଁ ଝୁଲିଲଅତୁଳନୀୟ ଅଟେ ସେ ପ୍ରେମସେ ଦୟା ଅଟେ ସୀମାହୀନ (ଘୋଷା) ନମ୍ର ଚିତ୍ତେ ସବୁ ସହିଲ କଣ୍ଟା ମୁକୁଟ ଶିରେ ବୋହିଲପାପୀ ପାଇଁ ଦୟା ବହିଲ କୁଶେ ରକ୍ତ ଝରାଇଲ I୧I ଶାନ୍ତି ବାଣୀ ଶୁଣାଇଲ ନିନ୍ଦା ଅପବାଦ ଶୁଣିଲତୁମ ଧୈର୍ଯ୍ୟ କି ଚମତ୍କାରସେ ଶୌର୍ଯ୍ୟ ହେଉ ସଦା ଧନ୍ୟ |୨| ପାଷାଣ ହୃଦୟ ମୋର ସବୁ ଜାଣି ଶୁଣି ନିସ୍ତୁରମୋର ହୃଦୟ କରି ବିଦୀର୍ଣ୍ଣ ତୁମ ଲାଗି ମୋତେ ବଞ୍ଚାଅ ।୩। […]
aso prabhu tume aso
ଆସ ପ୍ରଭୁ ତୁମେ ଆସ, ଆମରି ଜୀବନେ ଆସଆସି ପ୍ରଭୁ ତୁମେ ଆସ, ଏ ମନ ମନ୍ଦିରେ ଆସରୁହ ତୁମେ ସାଥେ ସାଥେ ନ ଯାଅ ଛାଡି ଦୂରେନ ଯାଅ ତୁମେ ଦୂରେ (ଘୋଷା) ଏ ଦୁନିଆ ପଥ ବଡ ଅନ୍ଧାରୁଆନାହିଁ ଶାନ୍ତି ନାହିଁ ମୁକ୍ତି ତୁମ ଛଡାଆସ ହେ ତୁମେ ଜ୍ୟୋତି ନେଇନ ଯାଅ ଛାଡି ଦୂରେ … ନ ଯାଅ ତୁମେ ଦୂରେ |୧| ଏ ଜୀବନ କକିତ ପାପ ଭରାବରଷାଅ ଆଶିଷର ବାରିଧାରାଲିଭାଇ […]
aji paritranora dina
ଆଜି ପରିତ୍ରାଣର ଦିନ…… ଆଜି ପରିତ୍ରାଣର ଦିନଈଶ୍ୱରଙ୍କ ଦାନ ସେହି ପ୍ରଭୁ ଯୀଶୁ… ଅନନ୍ତ ଜୀବନହାଲିଲୁୟା … ହାଲିଲୁୟା..ହାଲିଲୁୟା… ହାଲିଲୁୟା… (ଘୋଷା) ତୁମେ ହେ ପ୍ରଭୁ ଅନାଦି ଅନନ୍ତ ଈଶ୍ଵର କୁମରତୁମେ ହେ ପ୍ରଭୁ ସରଗ ରାଜନ ହେ ଦୟାବନାତୁମରି ରକ୍ତେ ଧୋଇ ହେ ମୋତେ କର ନୂତନ…. |୧| ଆସ ମୋ ହୃଦେ ଯୀଶୁ ରାଜନ ହେ ଦୟାବାନନିଅ ତୁମ ପଥେ ରହି ମୋ ସାଥେ ସାରା ଜୀବନତୁମେ ହେ ପ୍ରଭୁ କରୁଣାବାନ କରୁଛୁ ବଦନ…. […]
chaki kathe jharere bukura
ଛକି କାଠେ ଝରେରେ ବୁକୁର ଶୋଣିତ ଝରକାଲବରୀ ଚୁଳେ …ଛକି କାଠେ ଝରେରେ … (ଘୋଷା) ଯେ, ଆଜି ନିରବେ କାଲବରୀ ବେଦି ପରେଯେ, ଆଜି କ୍ଷତବିକ୍ଷତ ବରଛାର ଧାରେସେ ତୋହରି ପରା ମୁକତି କରତାଚିହ୍ନି ପାରୁଛୁ କି ତାରେ ?କାଲବରୀ ଚୂଳେ । |୧| ଯା’ ଶୋଣିତ ଦାନେ ଭାଙ୍ଗିଛି ପାପ ପ୍ରାଚୀରତା’ ଶୋଣିତେ ଦାନେ ଖୋଲିଛି ମୁକ୍ତି ଦୁଆରସେ ଶୋଣିତେ ବୁଡ଼ି ଲଭିଛୁ କି ଆଜିମୁକତି ତୋ ଜୀବନରେ ?କାଲବରୀ ଚୂଳେ । |୨| […]
premika jishu jebe asile
ପ୍ରେମିକ ଯୀଶୁ ଯେବେ ଆସିଲେ,ମୋ ଜୀବନ ବଦଳିଗଲାଯେବେ ମୁଁ ତାଙ୍କୁ ହୃଦେ ଲଭିଲି,ମୋ ଜୀବନ ବଦଳିଗଲା (ଘୋଷା) ମୋର ଦୁଃଖ ଦୁର୍ଦ୍ଦଶାରେ ଆଶ୍ରା ଦେଇନିଜ ପରେ ମୋର ପାପ ଭାର ନେଇକୁଶରେ ନିଜ ରକ୍ତ ଢାଳିଲେ (ହାଲିଲୁୟା) |୧| ଜଗତର ମନ୍ଦତାରୁ ମୁକ୍ତ କଲେପ୍ରାଣ ଦେଇ ମୋ ପାପରୁ ଉଦ୍ଧାରିଲେତେବେ ସେ ଅନ୍ତରେ ଶାନ୍ତି ଦେଲେ (ହାଲିଲୁୟା)ମୋ ଜୀବନ ବଦଳିଗଲା , |୨| ନିଜ ର ମୋ ଜୀବନ ସେ କିଣିଲେଯୀଶୁ ମୋର ମୁଁ ତାଙ୍କର ସବୁ […]
bedona bipake prabhu
ବେଦନା ବିପାକେ ପ୍ରଭୁ ତୁମେଭୋଗିଲ ଅଶେଷ ଦୁଃଖ କେତେରାଶି ଦେବା ପାଇଁ ଧୋଇତବ କୁଶରେ…କାଲବରୀ ବୁକୁରେ କେତେ, କେତେ ଯେ ବହିଯାଏତପତ ରକତ ମୋହରି ପାଇଁରେ,ପୁଣ୍ୟ ତବ ପ୍ରେମରେ… (ଘୋଷା) ଝରି ଝରି ଯାଏ ଦୟାଧାର କୃଶରେନାହିଁ କାହିଁ ପ୍ରେମ ପାପୀ ପାଇଁ ଧରାରେସେହି ତ ଭରସା ମୋର ମୁକ୍ତି ପାଇଁକୁହ ବିଶେ କୁହରେ….. | ୧ | ଚିରି ଚିରି ଗଲା ମନ୍ଦିରର ବାସରେଲିଭି ଲିଭି ଆସେ ଦୁଃଖ ନିଶା ଆଜିରେଯୀଶୁଙ୍କ ମରଣେ ପାପ ପରାଜିତ,ଆଜି […]
utho jago bhetibaku jishu rajare
ଉଠ ଜାଗ ଭେଟିବାକୁ ଯୀଶୁ ରାଜାରେସ୍ବର୍ଗବାହିନୀ ସାଥେ ଆରୋହୀ ମେଘ ରଥେଆସୁଛନ୍ତି ବେଗେ ମଧ୍ୟ ଆକାଶରେ … (ଘୋଷା) ଅନୁତାପ ହୃଦୟେ କର ଖେଦ କ୍ରନ୍ଦନକର ଯେବେ ସ୍ୱୀକାର ହେବ ପାପ ମୋଚନପରିଷ୍କୃତ ହେବ ଯୀଶୁଙ୍କ ରକତରେ |୧| ଜୀବନ ପୁସ୍ତକରେ ଲେଖା ଯାହାର ନାମମହାନନ୍ଦେ ପ୍ରବେଶ କରିବେ ସ୍ଵର୍ଗଧାମଭୋଗିବେ ଅନନ୍ତ-ଜୀବନ ସ୍ଵର୍ଗ-ପୁରେ । |୨| ମେଷ ଶାବକ ରକ୍ତ ହୋଇଛି ଶୁକ୍ଳ ବର୍ଣ୍ଣନିଷ୍କଳଙ୍କ ନିର୍ବାଗ ପରିତ୍ରାଣ ବସନହୁଅ ବେଗେ ସେହି ବସ୍ତେ ବିଭୂଷିତରେ .. |୩| […]
sumadhura sure gao
ସୁମଧୁର ସୁରେ ଗାଅ ଯୀଶୁ ନାମଯୀଶୁ ନାମ … ମିଠା ନାମ … ଯୀଶୁନମ … ପ୍ରିୟନାମ… (ଘୋଷା) ସେ ନାମେ ଅଛି ପ୍ରେମ ସେ ନାମେ ମିଳନ,ସେ ନାମେ ଭୟ, ଦୁଃଖ ଦୂର ହୁଏ ଜାଣ,ନିଅ ହେ ସେ ନାମେ ଶରଣ,ସେ ନାମେ ସାନ୍ବନା ଘେନ…. |୧| ସେ ନାମେ ଅଛି ଆମ ମହା ପରିତ୍ରାଣସେ ନାମେ ଲଭେ ପାପୀ ଅନନ୍ତ ଜୀବନସେ ନାମେ କରିଛି ଭରଷାପାପୀ ମୁଁ ପାଇବି ତ୍ରାଣ…. |୨| ସୂଚୀମାଳାକୁ ଫେରନ୍ତୁ
kalaborire dhanya kalaborire
କାଲବରୀରେ ଧନ୍ୟ କାଲବରୀରେଚଢ଼ିଥିଲେ ମୋର ପାଇଁ ଯୀଶୁ କ୍ରୁଶରେ … (ଘୋଷା) ଦୁଃଖ ନିନ୍ଦା ସହିଲେ ଫେରି କି ନ କହିଲେବଧଯୋଗ୍ୟ ମେଷତୁଲ୍ୟ ମୁଖ ନ ଫିଟାଇଲେ I୧I କେଡ଼େ ପ୍ରେମ ନକଲେ ନିଜକୁ ବଳି ଦେଲେମୋତେ ବଂଚାଇଣ ଦାରୁଣ ମୃତ୍ୟୁକୁ ବରିଲେ । |୨| କେଡେ ଉଚ୍ଚ ଗଭୀର ଅଟେ ସେ ପ୍ରେମସ୍ଥଳଶତ୍ର ଲାଗି ଏଡ଼େ ପ୍ରେମ କାହିଁ ଅଛି କାହାର … |୩| ମୋତେ ଦେବାକୁ ଧନ ନିଜେ ହେଲେ ନିର୍ବନଅନନ୍ତ ଜୀବନ ଧନ […]
muhi papi dino hino
ମୁହଁ ପାପୀ ଦୀନ ହୀନ ଚରଣେ ତୁମରଥୋଇଅଛି ପାପ ଭାରତୁମ ପାଦେ ନେଇ ଶରଣ … (ଘୋଷା)ଯୀଶୁ ମୋ କ୍ଷମାରେ … ଧୋଇ ମୋ ପାପରେକରିବେ ମୋତେ ନୂତନ ସୃଷ୍ଟିତାଙ୍କ ନିଜ ରକ୍ତରେ … |୧|ମୁକତି ପଥରେ ଯୀଶୁ ମୋ ସାହାରେଚାଲୁଥିବି ମୁଁ ଜ୍ୟୋତି ପଥରେଧରି ଯୀଶୁ ବାନାରେ… |୨| ସୂଚୀମାଳାକୁ ଫେରନ୍ତୁ