E ananta asima iswara parama

ହେ ଅନନ୍ତ ଅସିମ ଇଶ୍ଵର ପରମତୁମେ ଗୌରବ ଚିତ୍ତ ସୌରଭତୁମେ ମୋ ପ୍ରାଣ ପ୍ରିୟତମ (ଘୋଷା) କେବେ ହସ ହୋଇ ଝରୁଥାଅପୁଣି କେବେ ଆଖି ଲୁହଛାଇ ହୋଇ ପାଖେ ପାଖେ ଥାଅଅପର ତୁମରି ପ୍ରେମପୁଣ୍ୟ ବୈଭବ କରି ଅନୁଭବତୁମେ ହିଁ ପ୍ରିୟ ନବ ଜନ୍ମ (୧) ତୁମେ ସଦା ହୋଇ ଜୋତିର୍ମୟପଥ ଆପେ କହିଦିଅମାଗିବା ଆଗରୁ ଦେଇଥାଅଯିଏ ନିଏ ତୁମ ନାମଚିର ଅଭିନବ ପାଇ ପରାଭବଆଶ୍ରୟ ହୋଇ ଅନୁପମ (୨) ସୂଚୀମାଳାକୁ ଫେରନ୍ତୁ click the link […]

Kemiti dekhibi papara aakhire

କେମିତି ଦେଖିବି ପାପର ଆଖିରେପୁଣ୍ୟ ତୁମରି କୟା (୨ଥର)ଭୁଲିବି କିପରି ପାପର ଦେହରେଜଗତର ମୋହ ମାୟା (ଘୋଷା) ପୁଣ୍ୟ ତୁମରି କ୍ଷମା ନଦି ଧାରେଆସିଛି ମୁଁ କ୍ଷମା ମୟ (୨ଥର)ପାପ ଚିହ୍ନ ଧୋଇ ଦିଅ ବୋଲିକରିଅଶ୍ରୁ ମୋ ଅନୁନୟନୂତନ ସୃଷ୍ଟି କରହେ ଲିଭାଇକଳଙ୍କର ସ୍ମୁତି ଛାୟା (୧) ପୁଣ୍ୟ ସ୍ରୋତର ବିନ୍ଦୁ ସାଜି ମୁଁହଜିଯିବି ତୁମ ଠାରେ (୨ଥର)ଭକ୍ତିରେ ମୋର ରଚିବି ସିନ୍ଧୁତୁମଲାଗି ହୃଦୟରେସେ ସିନ୍ଧୁ ଜୁଆର ସଙ୍ଗୀତ ହେବମୁକ୍ତି ମୋ ତୁମ ଦୟା (୨) ସୂଚୀମାଳାକୁ […]

ଅନ୍ତର ମୋର କହେ ଏଇ ଅନ୍ତର ମୋର କହେ Antara mora kahe

ଅନ୍ତର ମୋର କହେ ଏଇ ଅନ୍ତର ମୋର କହେତୋ ପାଇଁ ଜଣେ ବେଦନା ସହେ (ଘୋଷା) ଦୋଷ ପାପ ତାପ ମିଛ ଅଭିମାନବୃଥା ଗୌରବ ଆଣେ ଅପମାନସେଇ ପାପ ଧୋଇ କ୍ଷମିବାର ପାଇଁକ୍ରୁଶ ପୁଣି ସେ ଯେ ବହେ (୧) ଭରି ଦିଏ ମୁହିଁ ସତ ଲାଞ୍ଚନାଯୀଶୁ ରାଜ ପାଇଁ ଖାଲି ପ୍ରତାରଣାସବୁ ସାହି ଯାଇ ମୋର ମୁକ୍ତି ପାଇଁକ୍ଷମା ପୁଣି ସେ ଯେ ଦିଏ (୨) ତଥାପି ସେ ସତେ ନିରିମମ ଏତେଫେରିନି ଥରଟେ ତାଙ୍କରି […]

Dhanya dhanya dhanya tuma nama

ଧନ୍ୟ ଧନ୍ୟ ଧନ୍ୟ ତୁମ ନାମ (୨ଥର)ଧନ୍ୟ ହେ ପିତା ଧନ୍ୟ ହେ ପୁତ୍ର ଧନ୍ୟ ପବିତ୍ର ଆତ୍ମାହେ ପ୍ରଭୁ ତୁମେ ଧନ୍ୟ (ଘୋଷା) କରୁଛୁ ଅଳି ଆମ ଜୀବନେଆସ ହେ ଉଇଁ ଆସଶିଖାଅ ତୁମ ପଛେ ଚାଲିବାକୁଆସୁ ପଛେ ଯେତେ ତ୍ରାସ (୧) ତୁମ କରମେ ଲଗାଅ ଆମକୁଅପମାନ ଯାଉ ଦୂରେଗାଇ ଚାଲିଥିବୁ ତୁମରି ଜୟଶୟତାନ ଯିବ ଦୂରେ (୨) ବୁଝିବାକୁ ଦିଅ ଶକତି ହେ ମୋତେବାସନା ଦିଅ ଜାଳିକିଣିଛ ଆମକୁ ତୁମ ପ୍ରେମରେକ୍ରୁଶରେ ରକ୍ତ […]

ଦିଅ ମୋତେ ଦରଶନ

ଦିଅ ମୋତେ ଦରଶନ କରେ ନିତି ଏହି ନିବେଦନ (୨ଥର)ରହିଛି ଅନାଇ ଦିବାନିଶି ଚାହିଁପ୍ରଭୁ କେବେ ହୋଇବ ପ୍ରସହ୍ନ (ଘୋଷା) ଧନ୍ୟ ତୁମ ପ୍ରେମ ଅନନ୍ତ ଅସିମପାପି ଲାଗି କ୍ରୁଶେ ଦେଲ ପ୍ରାଣ (୨ଥର)ନକର ଗୋପନ ତୁମ ଆଗମନଦେଖୁ ମୋର ଅନ୍ଧ ନୟନ (୧) ସୂଚୀମାଳାକୁ ଫେରନ୍ତୁ click the link below to listen full song

sadaprabhunkara dhanyabada kara

ସଦାପ୍ରଭୁଙ୍କର ଧନ୍ୟବାଦ କରକାରଣ ସେ ମଙ୍ଗଳମୟ (୨ଥର)କାରଣ ତାହାଙ୍କର ଦୟ ଅନନ୍ତକାଳ ସ୍ଥାୟୀ (୨ ଥର) … (ଘୋଷା) ପ୍ରଭୂମାନଙ୍କର ପ୍ରଭୁଙ୍କର ଧନ୍ୟବାଦ କରରାଜାମାନଙ୍କର ରାଜାଙ୍କର ଧନ୍ୟବାଦ କର (୨ଥର)କାରଣ ତାହାଙ୍କର ଦୟା ଅନନ୍ତ କାଳସ୍ଥାୟୀ (୨ଥର) …. |୧| ସ୍ଵର୍ଗୀୟ ପିତା ପରମେଶ୍ବରଙ୍କ ଧନ୍ୟବାଦ କରଦେବମାନଙ୍କର ଦେବଙ୍କର ଧନ୍ୟବାଦ କର (୨ଥର)କାରଣ ତାହାଙ୍କର ଦୟା ଅନନ୍ତ କାଳସ୍ଥାୟୀ (୨ଥର) …. |୨| ଆସୁଛନ୍ତି ଯୀଶୁ ମେଘମାଳେ ଧନ୍ୟବାଦ କରଅୟୁତ ଅୟୁତ ସାଧୁଦଳେ ଧନ୍ୟବାଦ କର (୨ଥର)କାରଣ […]

tahari mukati lagire manaba

ତୋହରି ମୁକତି ଲାଗିରେ ମାନବ ତୋହରି ମୁକତି ଲାଗିଅଜର ଅମର କୁମାର ରୂପରେ ହେଲେଣି ମରଣ ଭାଗି … (ଘୋଷା) ଜୀବନ ଆକର ଦେବ ପରାତ୍ପର ବ୍ୟତ ବେଦନା ଘେନାତୋ ଉତ୍କଟ କୁଟ ନିପଟ କପଟ ଦାରୁଣ ଲଂଚନା ଭୋଗୀ … |୧| ଦେହ ଗୋଟାଯାକ ରକତେ ରଜିତ ହାତ ପାଦେ ଲୁହ ପ୍ରେକପ୍ରତି ହିଂସା ବିଷେ ବିଷାଇ ବିନ୍ଧିଛି ବଡ଼ଶ ଅମୃତ ବକ୍ଷ …. |୨| ସର୍ବ ସଂହାମହୀ ନପାରିଲା ସହି ଆକୁଳ ଶ୍ରୀଅଙ୍ଗ ଲାଗିଜଗତ […]

he abrahamanka ishwara

ହେ ଅବ୍ରାହାମଙ୍କ ଇଶ୍ଵର ଇସାକଙ୍କ ଇଶ୍ଵରଯାକୁବଙ୍କ ଇଶ୍ଵର (୨ଥର)ଯିହୋବାଯିରି ହେ ମୋର ଯିହୋବା ନିଶୀ ହେ ମୋରଯିହୋବାଶାଲେମ ହେ ମୋର ହେ ମୋର ଦୟା ସାଗର …. |୧| ଯିହୋବାରାଫା ହେ ମୋର, ଯିହୋବାରୋହି ହେ ମୋରଇମ୍ମାନୁଏଲ ଇଶ୍ଵର ହେ ମୋର ଦୟା ସାଗରା …. |୨| ସାହାଯ୍ୟକାରି ହେ ମୋର, ଉଦ୍ଧାରକାରି ହେ ମୋରସୁରକ୍ଷାକାରି ହେ ମୋର, ହେ ମୋର ଦୟା ସାଗର … |୩| ସୂଚୀମାଳାକୁ ଫେରନ୍ତୁ

tumbhatharu prabhu jibi kahathaku

ତୁମ୍ଭ ଠାରୁ ପ୍ରଭୁ ଯିବି କାହାଠାକୁଶୁଣିବ କିଏ ଦୁଃଖ ମୋରଫେଡ଼ିବ କିଏ ମୋ ଅନ୍ତର ବେଦନାକଳଙ୍କିତ ଜୀବନର (ଘୋଷା) ମନର ଗତିରେ ବୁଲିଲି ସଂସାରେନମାନି ବିବେକ ବନ୍ଧନଯେଣେ ଗଲି ତହିଁ ହୋଇଲି ଲାଞ୍ଚଦୁଖେ ମୋ ହୃଦୟ ବିଦିଅଶାନ୍ତ ବଳୟ ଘେରିଛି ପ୍ରାଣକୁ (୨ଥର)ବାନାଥ ତ୍ରାହିକର …. |୧| ତୁମେ ବନ୍ଧୁ ମୋର ଆଶ୍ରୟ ନଗରତୁମ୍ଭ ବିନୁ କି ଗତି ମୋରତୁମ୍ଭ ଛାୟା ତଳେ ବସତି ମୋହରକରିବାକୁ ଦିଅହେ ବରଭରଷାରଖି ମୁଁ ଫେରିଛି ଚରଣେ ( ୨ ଥର)ସାହା […]

kaha mana eki mahaschajya

କହ ମନ, ଏକି ମହାଶ୍ଚର୍ଯ୍ୟ ନୁହଇ !ମୋତେ ଅନାଇଲେ ଯୀଶୁ ସୁଦୟା ବହି … (ଘୋଷା) ପାପ ଅଧର୍ମରେ ମରିଥିଲି ଯେ ମୁହିଁ,ଉଠାଇଲେ ମତେ ସେହି ଜୀବନ ଦେଇ … |୧| ପାପ କଳଙ୍କରେ ଥିଲି କଳଙ୍କା ହୋଇ,ନିଜ ରୁଧୁର ଦେଇ ସେହି ଦେଲେ ଧୋଇ … |୨| ଖତରାଶିରେ ମୁଁ ଥୁଲି ହିନସ୍ତା ହୋଇ,ରାଜପଦେ ସଂସ୍ଥାପନ କଲେ ଯେ ସେହି … |୩| କେମନ୍ତେ ପଡିଲି ତାଙ୍କ ମନରେ ମୁହିଁ,ମୋତେ ଅନାଇଲେ ସେହି ସ୍ବର୍ଗରେ ଥାଇ […]