Bethalihimara sitala pabana

ବେଥଲିହିମର ଶୀତଳ ପବନ ବହି ଆସେ ଧିରେ ଧିରେକାନ୍ଦ ନାହିଁ ଆଉ ପ୍ରାଣ ଧନ ମୋରଶୋଇପଡ ମୋର କୋଳେ (ଘୋଷା) ମିଟି ମିଟିକାରେ ଅଗଣିତ ତାରାହସୁଛନ୍ତି ଆକାଶରେଜଗି ରହିଛନ୍ତି ସରଗର ଦୂତଅପଲକ ନୟନରେଘୁମେଇ ପଡ଼ିଛି ମେଷ ଛୁଆ ଟିଏଆମ ପାଖେ ନୀରବରେଆଦରି ନେଉଛି ସଙ୍ଖାଳି ମୋରଶୋଇପଡ ଆନନ୍ଦରେ (୧) ଯଦିବା ଆସିବ ସଙ୍କଟ ଦୁଃଖସେଥିପାଇଁ ନାହିଁ ଭୟଶତୃ ହାରିବ ପାପ ମନ ପାଇଁସତ୍ୟର ହେବ ଜୟତୋହରି ଜନମେ ଗଗନ ପବନମାତି ଉଠେ ସରାଗରେଶୋଇପଡ ମୋର ନୟନର ମଣିମା […]

E ananta asima iswara parama

ହେ ଅନନ୍ତ ଅସିମ ଇଶ୍ଵର ପରମତୁମେ ଗୌରବ ଚିତ୍ତ ସୌରଭତୁମେ ମୋ ପ୍ରାଣ ପ୍ରିୟତମ (ଘୋଷା) କେବେ ହସ ହୋଇ ଝରୁଥାଅପୁଣି କେବେ ଆଖି ଲୁହଛାଇ ହୋଇ ପାଖେ ପାଖେ ଥାଅଅପର ତୁମରି ପ୍ରେମପୁଣ୍ୟ ବୈଭବ କରି ଅନୁଭବତୁମେ ହିଁ ପ୍ରିୟ ନବ ଜନ୍ମ (୧) ତୁମେ ସଦା ହୋଇ ଜୋତିର୍ମୟପଥ ଆପେ କହିଦିଅମାଗିବା ଆଗରୁ ଦେଇଥାଅଯିଏ ନିଏ ତୁମ ନାମଚିର ଅଭିନବ ପାଇ ପରାଭବଆଶ୍ରୟ ହୋଇ ଅନୁପମ (୨) ସୂଚୀମାଳାକୁ ଫେରନ୍ତୁ click the link […]

Kemiti dekhibi papara aakhire

କେମିତି ଦେଖିବି ପାପର ଆଖିରେପୁଣ୍ୟ ତୁମରି କୟା (୨ଥର)ଭୁଲିବି କିପରି ପାପର ଦେହରେଜଗତର ମୋହ ମାୟା (ଘୋଷା) ପୁଣ୍ୟ ତୁମରି କ୍ଷମା ନଦି ଧାରେଆସିଛି ମୁଁ କ୍ଷମା ମୟ (୨ଥର)ପାପ ଚିହ୍ନ ଧୋଇ ଦିଅ ବୋଲିକରିଅଶ୍ରୁ ମୋ ଅନୁନୟନୂତନ ସୃଷ୍ଟି କରହେ ଲିଭାଇକଳଙ୍କର ସ୍ମୁତି ଛାୟା (୧) ପୁଣ୍ୟ ସ୍ରୋତର ବିନ୍ଦୁ ସାଜି ମୁଁହଜିଯିବି ତୁମ ଠାରେ (୨ଥର)ଭକ୍ତିରେ ମୋର ରଚିବି ସିନ୍ଧୁତୁମଲାଗି ହୃଦୟରେସେ ସିନ୍ଧୁ ଜୁଆର ସଙ୍ଗୀତ ହେବମୁକ୍ତି ମୋ ତୁମ ଦୟା (୨) ସୂଚୀମାଳାକୁ […]

ଅନ୍ତର ମୋର କହେ ଏଇ ଅନ୍ତର ମୋର କହେ Antara mora kahe

ଅନ୍ତର ମୋର କହେ ଏଇ ଅନ୍ତର ମୋର କହେତୋ ପାଇଁ ଜଣେ ବେଦନା ସହେ (ଘୋଷା) ଦୋଷ ପାପ ତାପ ମିଛ ଅଭିମାନବୃଥା ଗୌରବ ଆଣେ ଅପମାନସେଇ ପାପ ଧୋଇ କ୍ଷମିବାର ପାଇଁକ୍ରୁଶ ପୁଣି ସେ ଯେ ବହେ (୧) ଭରି ଦିଏ ମୁହିଁ ସତ ଲାଞ୍ଚନାଯୀଶୁ ରାଜ ପାଇଁ ଖାଲି ପ୍ରତାରଣାସବୁ ସାହି ଯାଇ ମୋର ମୁକ୍ତି ପାଇଁକ୍ଷମା ପୁଣି ସେ ଯେ ଦିଏ (୨) ତଥାପି ସେ ସତେ ନିରିମମ ଏତେଫେରିନି ଥରଟେ ତାଙ୍କରି […]

jisu dakanti tote

ଯୀଶୁ ଡାକନ୍ତି ତୋତେ … ଯୀଶୁ ଡାକନ୍ତି ତୋତେଆବୋରି ନେବାକୁ ପ୍ରେମିକ ବାହୁରେ (ଘୋଷା) ଦୁଃଖ ନିରାଶାରେ ସିଏ ତେବେ ଶାନ୍ତିସମର୍ପି ଦେଲେ ତୁ ଜୀବନ ତୋହରଅସୀମ ଆନନ୍ଦ ଦେବେ ତୋତେ | ୧ || ଲୁହ ପୋଛି ଦେଇ ରକ୍ଷା କରିବେ ତୋରନୟନ ପିତୁଳା ତୁ ହେବୁ ତାଙ୍କରରାକ୍ଷାସେ କରିବେ ନିଶ୍ଚି ତୋତେ || ୨ || ତୁ ଦେଲେ ତୋ ଜୀବନ ସିଏ ଦେବେ ଶକ୍ତିଯୀଶୁ ତୋର ମୁକ୍ତି ଯୀଶୁ ତୋ ସହାୟଅନ୍ତେ ଜୀବନ […]

Pilaankara bondhu jone

ପିଲାଙ୍କର ବନ୍ଧୁ ଜଣେ ଅଛନ୍ତି ସ୍ୱର୍ଗରେ, ବନ୍ଧୁ ତାଙ୍କ ସମାନ ନାହିଁ ସଂସାରରେ; ପ୍ରେମ ଥାଏ ତାଙ୍କର ସମାନ ରୂପରେ, ନୁହଇ ତା ବିକାର କୌଣସି କାଳରେ    । ୧ । ପିଲାଙ୍କ ପାଇଁ ବିଶ୍ରାମ ଅଛି ସ୍ୱର୍ଗପୁରେ, ଅତୁଲ୍ୟ ସେ ବିଶ୍ରାମ ନାହିଁ ତା ପରିରେ; ଖ୍ରୀଷ୍ଟଙ୍କ ପ୍ରତି ପ୍ରେମ ଥ ।ଏ ଯା ମନରେ, ସେ ପିଲା ସେ ବିଶ୍ରାମ ଭୋଗିବ ସ୍ୱର୍ଗରେ    । ୨ । ପିଲାଙ୍କର ପାଇଁ ଗୃହ ଅଛି ସ୍ୱର୍ଗପୁରେ, […]