dhrudha kona pasana upare

ଦୃଢ଼ କୋଣ-ପାଷାଣ ଉପରେବିଶ୍ବାସ-ଭରସା ମନ୍ଦିର ତୋଳିଛି ମୂଳଦୁଆ ଚିହ୍ନ ଯରେ । ଘୋଷା । ସେ ତ ଅନାଦି କାଳର ପଥର, ଯାକୁ ଭାଙ୍ଗି ନ ପାରେ ଜଳାକାର,ଦୁର୍ବଳ ପତିତ ଗୃହ ମୁଁ ତୋଳିଛି, କାଳେ କାଳେ ଭାଙ୍ଗି ନ ପାରେ |୧| ଯେଉଁ ପାଷାଣ ସର୍ବଶକ୍ତିମାନ ଆପେ ସିୟୋନରେ କଲେ ସ୍ଥାପନ,ପାପ-ତାପ-ବଢ଼ି-ନରକ-ଲହ ପରାଜୟ କରି ନ ପାରେ ।୨। ଚିହ୍ନି ନ ପାରିଣ ଗାଛକଗଣ ଅତି ତୁଚ୍ଛରେ କଲେ ନିବାରଣ,ପାଷାଣୁ ବାଲିକି କରି ମନୋନୀତ ମଲେ […]

kede manorama se swarga bhubana

କେଡେ ମନୋରମ ସେ ସ୍ବର୍ଗଭୁବନନାହିଁ ନାହିଁ ତା ସମ ସୁଖଧାମନ୍ତକେବେ କରିବ ମୋ ନେତ୍ର ଦର୍ଶନ ?କେବେ ପଡିବ ତା ଦ୍ଵାରେ ଚରଣ ? । ଘୋଷା।ଯହି ଅଛନ୍ତି ମୋ ପ୍ରାଣରାଜନ, ହେବି ହୃଷ୍ଟ ଦେଖି ତାଙ୍କ ବଦନ |1|ଯହି ନିବାସ ଅନନ୍ତ ଜୀବନ, ଶୁଣା ନ ଯାଏ ସେ ପୁରେ ମରଣ |2|ଯହିଁ ନାହିଁ ରାତ୍ରି କି ପରିଶ୍ରମ, ଭୋଗ ହୁଅଇ ସେ ପୁରେ ବିଶ୍ରାମ |3| ହେବ ନିତ୍ୟାନନ୍ଦ ମୁଣ୍ଠ ଭୂଷଣ, ଶୋକ ଦୁଃଖ […]

sundara madhura namati tankara

ସୁନ୍ଦର ମଧୁର ନାମଟି ତାଙ୍କରନ ପାରେ ମୁରୁଛି କ୍ଷଣେ ମାତରଯେଣେ ଗଲେ ତେଣେ ନା ହୃଦ ମୋରକି ଜାଣି କାହିଁକି, ନୁହଇ ପାସୋର ଦୁଇ ଦୁଇ କରି ଚାରୋଟି ଅକ୍ଷରବାନ୍ଧି ରଖୁଅଛି ସରଗ ସମ୍ଭାରଆଡ଼ କାO ଛନ୍ଦା ସେହି ନାମ ଚିରହେଜୁ ନ ହେଜୁଣୁ ପୁଲକେ ଶରୀର ୧ || ନୀତି ଚମତ୍କାର ପ୍ରୀତି ରନାକରପାହୁଁ ତରିବାରେ ଅମୋହ ମନ୍ତରନୋହିଁ ପଦପ୍ରାନ୍ତୁ ନିମିଷେ ଅନ୍ତରନାମ ଭଜନରେ ଯାଉ ଦିନ ମୋର |୨| ସୂଚୀମାଳାକୁ ଫେରନ୍ତୁ

Kara tanka dhanyabada

କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋରକର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନହେ ମୋହର ମନ, ନ ପାଶୋର ତାଙ୍କ ଦାନ (ଘୋଷା) କ୍ଷମା କରନ୍ତି ସେ ତୋ’ର ପାପ ସବୁ ସୁସ୍ଥ କରନ୍ତି ତୋହରରୋଗ ସବୁ ବିନାଶରୁ ତୋତେ କରନ୍ତି ଉଦ୍ଧାରଶିରେ ତୋ ଦିଅନ୍ତି ଦୟାର ମୁକୁଟ |1| ସଦାପ୍ରଭୁ ସ୍ନେହଶୀଳ କୃପାମୟ କ୍ରୋଧରେ ଧୀର ସେ ଚିର ଦୟାମୟକରିଛନ୍ତି ଦୂର […]

He aakasha mandala suna

ହେ ଆକାଶ ମଣ୍ଡଳ ଶୁଣ ଶୁଣଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣହେ ପୃଥିବୀ … ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା)କରନ୍ତି ଯେ ଅବସ୍ତୁର ଉପାସନା ଦିଅନ୍ତି ପିତାଙ୍କ ହୃଦୟ ବେଦନାଅଗ୍ନି ତେଜରେ ରାଜା ଆସିବେମହାକ୍ରୋଧରେ ତାଙ୍କୁ ଗ୍ରାସିବେ …ହୋ .. ହୋହେ ପୃଥିବୀ .ଆସୁଛି ଅତି ଭୟଙ୍କର ଦିନ ||୧|| ପ୍ରଭୁଙ୍କ ଦୃଷ୍ଟିରେ ଯାହା ଅଟେ ମନ୍ଦ କେବେ ତୁ ସେ କାର୍ଯ୍ୟ କରନାପସନ୍ଦ ସେ ଅଟେ ଶୟତାନର ଫାନ୍ଦତା’ନୁହେଁ ସେ ଚିର ଆନନ୍ଦ … […]