kene jau papire bare pheri ana
କେଣେ ଯାଉ ପାପୀରେ ବାରେ ଫେରି ଅନାକାଲବରୀ ଚୂଳେ ଝରେ ରୁଧୁର ଝରଣା (ଘୋଷା) ପାଷାଣର ବ୍ଲକୁ ପରେ ରୁଧୁର ଝରଣା ଝରେଧୋଇବାକୁ ପାପ ତୋର ଡାକେ ମୃଦୁ ମଧୁ ସ୍ବରେଯାଅନା ଦୂରକୁ ଆଉ ବାରେ ଫେରି ଅନା … I୧I ଶୁଭେ ନାହିଁ କିରେ ତୋତେ ସେହି ସୁମଧୁର ବାଣୀଶୁଣି ନାହିଁ କିରେ କେବେ ସେ କୁଶର କାହାଣୀକିମ୍ପା ତେବେ ଯାଉ ଚାଲି ହୋଇ ବାଟ ବଣା… |9 | ଫେରିଆ ଫେରିଆ ଆଜି ସେହି […]
krusa bina mun hebi patha hara
କୁଶ ବିନା ମୁଁ ହେବି ପଥହରାଏକା ସେହି କାଲବରୀ ଯୀଶୁ ପ୍ରେମେ ଭରା (୨ଥର) (ଘୋଷା) ଯଦି କୁଶ ତ୍ୟାଗେ ମୁହିଁ ପାପ ଅନ୍ଧାରେ ରାସ୍ତା ନାହିଁଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ … |୧| ଆସ, ଆସ, ଯିବା ମିଳି କୁଶ ପାଶେ ପାପ ଢ଼ାଳିଜଗତ ପଥରେ ଆଉ ମୁକ୍ତି ଶାନ୍ତି ନାହିଁ |୨| ସୂଚୀମାଳାକୁ ଫେରନ୍ତୁ
megha rathare maha bikrame
ମେଘ ରଥରେ ମହା ବିକ୍ରମେଆସୁଛନ୍ତି ଯେ ଯୀଶୁ ରାଜା ଆମସୁଲଳିତ କଣେ କର ଜୟଗାନ (ଘୋଷା) ହେବ ତୁରୀ ବାଦ୍ୟ ସର୍ବ ହେବେ ଠୁଳନାମ ସେ ଡାକିବେ ବିଚାର କରିବେଭଲ ଠାରୁ ମନ୍ଦ ଅଲଗା କରିବେଜୀବନ ପୁସ୍ତକେ ଥିବ କି ମୋର ନାମମୋର ନାମ ? | ୧| ବିଚାର ଶେଷରେ ମହା ଗୌରବରେଯୁବା ମେଷ ସାଥେ ମନୋନୀତ ଯେତେଯିବେ ସ୍ଵର୍ଗଧାମେ, ହରଷ ପରାଣେଆନନ୍ଦ ତାଙ୍କର ହେବ ଅମଳିନ ଚିର ଦିନ | ୨ | ସୂଚୀମାଳାକୁ […]
Old rugged cross
1 On a hill far away,Stood an old rugged CrossThe emblem of suffering and shameAnd I love that old CrossWhere the dearest and bestFor a world of lost sinners was slain (Chorus)So I’ll cherish, the old rugged CrossTill my trophies, at last I lay downI will cling to the old rugged CrossAnd exchange it some […]