sano sano pilanku jishu-premo karanti
ସାନ ସାନ ପିଲାଙ୍କୁ ଯୀଶୁ ପ୍ରେମ କରନ୍ତି; ଡାକି ନେଇ ତାହାଙ୍କୁ ଆପେ କୋଳେ ଧରନ୍ତି ଏବେ ମୋ ପାଇଁ ପ୍ରେମ ଦେଖାଇ ମୋ ପାଶେ ଥାଇ ସେ କୃପା କରନ୍ତି । । ୧ । ଯୀଶୁ ପାଶେ ଏଠାରେ ଯେତେ ପିଲା ଯାଆନ୍ତି; ଦେହ ପୁଣି ଆତ୍ମାରେ ଆଶୀର୍ବାଦ ପାଆନ୍ତି । ୨ । ପାପୀ ପାଇଁ କ୍ରୁଶରେ ଯୀଶୁ ଦୁଃଖ ସହିଲେ, ଆପଣାର ଦେହରେ ପାପ ଭାର ବହିଲେ । ୩ । […]