aaso re khristiyo senaa aaso aaji
ଆସରେ ଖ୍ରୀଷ୍ଟୀୟ ସେନା ଆସ ଆଜି ଆସ, ମୁକ୍ତି ବିନା ଯେତେ ଅଛନ୍ତି ଅନ୍ଧାରେ, ଆଲୋକ ତହିଁ ପ୍ରକାଶ । ଘୋଷା । କୁହ କୁହ ହେ ଯାଇ ଦୀନ ପାପୀର ପାଇଁ କଣ୍ଟାବିଦ୍ଧ ହସ୍ତ ପଦ, ବରିଲେ ଦୀନ ବେଶ । ୧ । ତାଙ୍କରି ତ୍ୟାଗ ମୁକତି ଆଣିଛି ଭବେ କୁହ ପାପୀ ତାପୀ ନିରାଶ ନ ହୁଅ କେବେ, ତ୍ୟାଗ ମନ୍ତ୍ରଟି ବରି, କ୍ରୁଶ ନିଶାଣ ଧରି ଶତ ମୁକ୍ତିହୀନେ ଆଜି […]
tyaago spikaaro o jishunka rajyo bisthaaro
ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର (ଆଜି) ଭିକାରି ବେଶରେ ତୁମରି ଦୁଆରେ ଉଭା ଯେ ହୋଇଛି ମୁହିଁ, ଧରି ଭିକ୍ଷା ଝୋଲି ଭିକ୍ଷା ଦିଅ ବୋଲି ଡାକୁଛି ବିକଳ ହୋଇ; କେତେ ଆଶା କରି ଆସିଛି ମୁହିଁଁ ନିରାଶ କରି କି ଦେବ ଫେରାଇ ? । ୧ । ତୁମ୍ଭ ଲାଗି ମୁହିଁ କେତେ ଦୁଃଖ ସହି ହେଲି ଦୀନହୀନ ଭାଇ, କି ଭିକ୍ଷା ରଖିଛ କି ସୁଖ ତ୍ୟଜିଛ ତୁମେ ତ […]