kiye achi kiye achi amopain jiba
କିଏ ଅଛି, କିଏ ଅଛି ଆମ ପାଇଁ ଯିବାହଜା ମେଷ ଲାଗି ଫାଟକରେ ଠିଆ ହେବ … (ଘୋଷା) ହେ ପ୍ରଭୁ ଅଛି ମୁଁ ଦୀନ ଦାସପଠାଅ ମୋତେ ତୁମ ଆପ୍ ସାଥେଲଘି ଯିବି ଗିରିବନ ମରୁ ପଥେ (୨ ଥର) … |୧| କ୍ଷେତ ଆଜି ପଡ଼ିଅଛି ଶୂନ୍ୟମୁଲିଆଙ୍କ ଆମ ପ୍ରୟୋଜନ (୨ଥର)କ୍ଷେତତ ଅନେକ, ଶ୍ରମିକ ଅଳପ,ସେବା କରିବ କାହାର ଆଜି କର ସଂକଳ୍ପ … |୨| ଆମ ହାତ ତିଆରି ମଣିଷହୋଇ ଅଛି ସେ […]
jishu tume moro asa
ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସାତୁମେ ମୋ ବିଶ୍ୱାସ ଭୂମି, ମୋର ମୁକତି ଶରଣୀତୁମଠାରେ ରଖିଛି ମୁଁ ଦୃଢ଼ ଭରସାଯୀଶୁ ତୁମେ ମୋର ଆଶା …(୪ଥର) …(ଘୋଷା) ଆସୁ ଦୁଃଖ ନୈରାଶ୍ୟ ଅବା ଘେରୁ ଝଡ କ୍ଳେଶବିଶ୍ବାସେ ପ୍ରତିଦିନ, କାଟୁଥିବି ଏ ଜୀବନତୁମେ ମୋ ବିଶ୍ୱାସ ଭୂମି … |୧| ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ଶୟତାନହେବି ନାହିଁ ଭୟଭୀତ ଗାଉଥିବି ଜୟଗୀତତୁମେ ମୋ ବିଶ୍ୱାସ ଭୂମି … |୨| ସୂଚୀମାଳାକୁ ଫେରନ୍ତୁ
prati prabhata re srusti kartankara
ପ୍ରତି ପ୍ରଭାତରେ ସୃଷ୍ଟି କର୍ତ୍ତାଙ୍କରକରୁଣା ସ୍ମରଣ କର ।ଦିବସ ପ୍ରାରମ୍ଭ ସବୁ କିଛି ତାଙ୍କ (୨ଥର)ଚରଣେ ଅର୍ପଣ କର …. (ଘୋଷା) ସୂର୍ଯ୍ୟର ତଳେ ସବୁହିଁ ଅସାର ହ୍ରାନ୍ତିରେ ପରିପୂର୍ଣ୍ଣତୃପ୍ତ ନୁହଁଇ ମଣିଷ କାମନା ଜୀବନ ଅଟଇ ଜୀର୍ଣ୍ଣ ।ସାର ଯେ କେବଳ ପ୍ରଭୁରେ ବିଶ୍ବାସହୃଦୟେ ଧାରଣ କର … |୧| ଅନନ୍ତ ଅସୀମ ସେ ପରମେଶ୍ବର ଅନାଦି ଆନନ୍ଦ ସେହିସକଳ ସୃଷ୍ଟି ପ୍ରକାଶେ ମହିମା ବନ୍ଦନା ତାଙ୍କରି ପାଇଁଅନନ୍ତ ଜ୍ୟୋତି ସେ ତାଙ୍କରି ଆଲୋକହୃଦୟେ ଧାରଣ […]
re mana jishunku tu chadi jagata pache
ରେ ମନ ଯୀଶୁଙ୍କୁ ତୁ ଛାଡ଼ି ଜଗତ ପଛେ ଯାଅନାଜୀବନେ ସର୍ବ ଅବସ୍ଥାରେ ଯୀଶୁଙ୍କୁ ରଖୁ ହୃଦୟରେକେବେବି ତାଙ୍କୁ ଭୁଲନା ଜଗତ ପଛେ ଯାଅନା … (ଘୋଷା) ଯୀଶୁଙ୍କ ସାଥେ ଚାଲେ ଯିଏ ପବିତ୍ର ଜୀବନ ବିତାଏଯୀଶୁଙ୍କ ନାମ ଭଜେ ଯିଏ ଶାନ୍ତି ଆନନ୍ଦ ପାଏ ସିଏରେ ପ୍ରାଣ ବ୍ୟାକୁଳ କାହିଁକି ତାଙ୍କ ପରେ ଭରସା ରଖ୍କେବେବି ତାଙ୍କୁ ଭୁଲନା ଜଗତ ପଛେ ଯାଅନା …. |୧| ଦୁଇ ଦିନିଆ ଏ ସଂସାର ଅନେକ ଭାବୁତୁ ମନରେବୁଲୁତୁ […]
patitapabana seta patitapabana
ପତିତପାବନ ସେତ, ପତିତପାବନଜୟ, ଜୟ, ଜୟ ଯୀଶୁ ଦାଉଦି ସନ୍ତାନ … (ଘୋଷା) ମହାପ୍ରେମେ ତେଜି ସେହି ସ୍ଵର୍ଗ ଭୂବନ,ପାପୀ ପାଇଁ ବରିଥିଲେ କୃଶ-ସିଂହାସନ … |୧| ଯେତେ ପାପୀ ଆସିଲେ ହେଁ ପାଇବେ ସ୍ଥାନ,ଭାଷିଥିଲେ ଶ୍ରୀମୁଖରେ ଅମୀୟ ବଚନ … |୨| ବାଳ, ବୃଦ୍ଧ, ଯୁବା ଧନୀ, ଦୀନ, ଅକିଞ୍ଚନନ ତେଜନ୍ତି କେବେ ହେଲେ ଶୁଣି ନିବେଦନ … |୩| ଏ ମରୁ-ମରୀଚିକାରେ ଭ୍ରମି ଅକାରଣ,ବୃଥାରେ ନ କାଟି ଦିନ, ଧର ଶ୍ରୀଚରଣ … |୪| […]
jishu dayamaya suna hai binaya
ଯୀଶୁ ଦୟାମୟ, ଶୁଣ ଏ ବିନାୟ,ଆମ୍ଭ ମଧେ ଉପସ୍ଥିତ ହୁଅ ଏ ସମୟ … (ଘୋଷା) ଅନ୍ତରର ଅନ୍ଧକାର କୃପା କରିହୃଦେ ଆମ୍ଭମାନଙ୍କର ହୋଇଣ ଉଦୟ … |୧| ଆସ ପ୍ରଭୂ ଏ ଆଳୟ, ଧର୍ମାମା ଅଗ୍ନି ସ୍ବଳାଅ,ତବାଲୋକେ ଦୀପ୍ତିମୟ କର ଏ ସମୟ … |୨| ଆଶୀର୍ବାଦ କର ଆସି, ପାପ ଅବିଶ୍ୱାସ ନାଶି,ସୁସ୍ଥ କର ଦାସ ଦାସୀ ହୋଇଣ ସଦୟ … |୩| ସୂଚୀମାଳାକୁ ଫେରନ୍ତୁ
ahe jishu daya bano
(ରାଗ – ନାଦନାମକ୍ରିୟା)ଆହେ ଯୀଶୁ ଦୟାବନ୍,ଦୟା ତୁମ୍ଭ ମୁକୁଟ ଭୂଷଣ,ଦୟା କ୍ଷମା ସତ୍ୟ ଶାନ୍ତି ପ୍ରେମରେ ପୁର୍ଣ …. (ଘୋଷା) ସ୍ଵର୍ଗ ସୁଖ ତେଜିଲ, ମଞ୍ଚ ଅବତରିଲସାଧୁବାକୁ ମୋର ପରିତ୍ରାଣ,ମୋର ଲଗା ହୋଇଲ, ମୋ ପାପେ ବଳି ହେଲ,ମୋ ଦୁରିତ ଖଣ୍ଡିଲ, ଆହେ କୃପାବାନ,ଆହେ କେଡ଼େ ପ୍ରେମ କଲ ଦେଇ ନିଜ ପ୍ରାଣ … |୧| କୁନ୍ତୀ ଆଦି ରୋଗୀଙ୍କୁ ଭୂତଗ୍ରସ୍ତ ପ୍ରାଣୀଙ୍କୁଆଜ୍ଞାମାତ୍ରେ କଲ ବିମୋଚନ,ମୃତଜନଙ୍କୁ ପ୍ରାଣ, ଜନ୍ମାନ୍ଧଙ୍କୁ ନୟନ, ବଧୂରକୁ ଶ୍ରବଣ,ପଲ୍ଲୀକୁ ଗମନବିନାମୂଲ୍ୟ କଲି ଦାନ […]
papi manare thare krusha ku chahan
ପାପୀ ମନରେଥରେ କୁଶକୁ ଚାହିଁପଳାଶ ପ୍ରସୂନ ନିନ୍ଦି ଅପଘନରକତେ ରଞ୍ଜିତ ହୋଇଛି ଆହା … (ଘୋଷା) ଯିହୁଦୀଏ କରିଣ କୂଟପିନ୍ଧାଇଲେ କଣ୍ଟା ମୁକୁଟପାଦ ପାଣି ପ୍ରେକ ମାରଣାର ଦୁଃଖଦେଲେ ହୃଦୟ ବିଦାରେ ଆହା … |୧| ତୋର ପାପ ସନ୍ତାନ ଯେତେ କ୍ଷୟ ଯିବ ଚାହିଁବା ମାତ୍ରେକ୍ଷମ ଭୟ ଦୂର ହୋଇବ ନିକରପରମ ପଥକୁ ହୋଇବ ସାହା … |୨| କୁଶ ଯନ୍ତ୍ର ସଂସାରେ ସାର ପାପୀ ମୁକ୍ତି କୋଠ ଭଣ୍ଡାରଦୀନ ଦୁଃଖୀ ରଙ୍କି ପାତକୀଙ୍କ ପାଇଁକାଲବରୀ […]
jishu rajana hai moro prana
ଯୀଶୁ ରାଜନ ହେ ମୋର ପ୍ରାଣ ପସରାପାପୀବନ୍ଧୁ ପାପହରା .. (ଘୋଷା) ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟ ଓହ୍ଲାଇପାପୀ ପାପ ବହି କୁଶେ ହୋଇଲେ ଧରା … |୧| କେଡ଼େ ନିଷ୍ଣୁର ଯିହୂଦୀ ବକ୍ଷସ୍ଥଳେ ବର୍ଲା ଭେଦିକି କଲବଲରେ ପ୍ରାଣ ନେଲଟି ପରା … |୨| ଆହା ମୋ ଯୀଶୁ ରାଜନ ପାଇଛନ୍ତି କି କଷଣଏହା ଦେଖୁ ବେନି ଆଖୁ ସହେ କି ପରା … |୩| କଣ୍ଟା ମୁକୁଟ ବନାଇ ଦେଇଛି ମୁଣ୍ଡେ ପିନ୍ଧାଇରକ୍ତ ଟୋପା […]
swartha ta nahi kahin pain
ସ୍ଵାର୍ଥତ ନାହିଁ କାହିଁ ପାଇଁ ପ୍ରଭୂକୋରଡ଼ା ପ୍ରହାର ସହିଲମାୟା କିବା ମୋହ, ନାହିଁ ସିନା ପ୍ରଭୁ ( ୨ ଥର)କାହିଁକି କୁଶକୁ ବୋହିଲ … (ଘୋଷା) କପାଳ ଫାଟିଲା ରକତ ଝରିଲାକହିଲନି କଥା ପଦେଦୋଷୀତ ସାଜିଲ କାହା ପାଇଁ ତୁମେକେଉଁ ଦୋଷ ଅପରାଧେପାରିବକି କହି ଦୁନିଆଁରେ କେହି ( ୨ ଥର)କେଉଁ କର୍ମର ସେ ଫଳ … |୧| ଶୁଣିଛି ଏ କାନେ ଦୋଷ ଥାଇ ଦୋଷୀଦଣ୍ଡ ପାଇଥାଏ ଦିନେତଥାପି ମୋ ପ୍ରଭୁ ନମ୍ର ହୋଇଥୁଲବିନା ଦୋଷେ […]