tuma bakya ate pradipa mo khina
ତୁମ ବାକ୍ୟ ଅଟେ ପ୍ରଦୀପ ମୋ କ୍ଷୀଣ ଚରଣର ଚଲାପଥେ ସେ ଆଲୋକ ମୋ ସାରା ଜୀବନର । ୦ । କର ମୋ ଚକ୍ଷୁ ପ୍ରସନ୍ନ, କରିବି ବ୍ୟବସ୍ଥା ଧ୍ୟାନ ତବ ଶାସନ, ଦୟାବାନ ହେଉ ମୋ ଜୀବନେ ବର । ୧ । ତବ ବାକ୍ୟ ଅଟେ ସିଦ୍ଧ, ପରୀକ୍ଷିତ ପୁଣି ନିତ୍ୟ ସମ୍ପଦେ ଅବା ବିପଦେ ହେଉ ସେ ମୋର ଆବର । ୨ । ଚିରସ୍ଥାୟୀ ସେ ବିଧାନ, ନୋହିବ କେବେ […]