ke debo dondaagya probhu mononito lokonku

କେ ଦେବ ଦଣ୍ଡାଜ୍ଞା ପ୍ରଭୁ-ମନୋନୀତ ଲୋକଙ୍କୁ ?

କେ କରିବ ଅପବାଦ ଖ୍ରୀଷ୍ଟ-କ୍ରୀତ ସାଧୁଙ୍କୁ ? ଘୋଷା । 

 

ତାଙ୍କ ପାପ ଈଶ୍ୱର କରନ୍ତି ବହୁ ଦୂର,

ର୍ମିକ କରି ଗଣନ୍ତି ଖ୍ରୀଷ୍ଟ ହେତୁ ତାହାଙ୍କୁ । ୧ ।

ଖ୍ରୀଷ୍ଟ ଦେଲେ ଜୀବନ ପୁଣି ହେଲେ ଉତ୍ଥାନ,

ସ୍ୱର୍ଗେ ପ୍ରାର୍ଥନା କରନ୍ତି ବିପଦୁଁ ତାରିବାକୁ । ୨ । 

 

ଖ୍ରୀଷ୍ଟ ଯେଉଁ ପ୍ରେମରେ ମରିଛନ୍ତି କ୍ରୁଶରେ,

କେ ପାରିବ ତା’ ସଙ୍ଗରୁ ବିଚ୍ଛେଦ କରିବାକୁ ?

ଉଲଙ୍ଗତା, ଦୁର୍ଭିକ୍ଷ, ଖଡ଼୍‌ଗ କି କ୍ଳେଶ ଶୋକ,

ତାଡ଼ନାଦି ମିଳି କି ଭିନ୍ନ କରିବେ ତାହାଙ୍କୁ ? । 

 

ମୃତ୍ୟୁ ଅବା ଜୀବନ, ଦୂତ, ପ୍ରଧାନ ଜନ,

କେହି ନ ପାରନ୍ତି ଭିନ୍ନ କରି ପ୍ରଭୁ ଲୋକଙ୍କୁ । ୫ ।

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *