tume mora sathi tume mora

ତୁମେ ମୋର ସାଥୀ ତୁମେ ମୋର ବନ୍ଧୁ ଯୀଶୁ
ତୁମେ ମୋର ସାଥୀ
(ଏହି) ଅନ୍ଧକାରେ ତୁମେ ଯେ ମୋ ପଥ ଦର୍ଶକ ବିତୀ |o||


ତୁମେ ମୋର ପାଳକ ପ୍ରଭୁ ଭୁଲନା ମୋତେ କେବେହେଁ ପ୍ରଭୁ
ସାଥେ ସାଥେ ରଖ ମୋତେ ସାରା ଦିବାରାତି | ୧ |


ତୁମେ ସଙ୍ଗେ ଅଛି ପ୍ରଭୁ କରେନା ଆଉ ଭୟ
ଆସୁ ଯେତେ କଠିନ ବାଧା ହେବ ମୋର ଜୟ
ଆହେ ପାପୀ ପରିତ୍ରାତା, ତୁମେ ମୋର ମୁକ୍ତିଦାତା
ତୁମକୁ ପାଇ ଦୁଃଖ ମଧ୍ୟ
ଆନନ୍ଦେ ଯିବି ମାତି … |9|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *