karunamaya ahe karunamaya

କରୁଣାମୟ ଆହେ କରୁଣାମୟ
କରୁଛି ତୁମକୁ ମୁଁ ଆସ୍ବାଦନ
ମୁ ଚାଖି ଜାଣିଚି ତୁମେ ପ୍ରେମମୟ … (ଘୋଷା)

ହଜାର ହଜାର ସୁନାରୁପା ଠାରୁ
ତୁମ ମୁଖର ବାକ୍ୟ ମୋ ପ୍ରତି ଉତ୍ତମ (୨ଥର)
ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ
କରୁଛି ତୁମକୁ ମୁଁ ଆଶ୍ଵାଦନ … |୧|

ହଜାର ହଜାର ମଣି ମୁକ୍ତା ଠାରୁ
ତୁମରି ମଧୁର ବାକ୍ୟ ମୋ ପ୍ରତି ଉତ୍ତମ (୨ ଥର)
ତୁମେ ମଙ୍ଗଳକାରୀ, ମୋ ମଙ୍ଗଳମୟ
କରୁଛି ତୁମକୁ ମୁଁ ଆଶ୍ଵାଦନ … |୨|

ମୋହର ପ୍ରିୟତମ ଶ୍ଵେତ ଓ ରକ୍ତବର୍ଣ୍ଣ
ଦଶ ସହସ୍ର ମଧ୍ୟରେ ମୋ ପ୍ରଭୁ ପ୍ରଧାନ (୨ ଥର)
ତୁମେ ମଙ୍ଗଳକାରୀ, ମୋ ମଙ୍ଗଳମୟ
କରୁଛି ତୁମକୁ ମୁଁ ଆଶ୍ଵାଦନ … |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *