ଅତୁଳ ସେହି ପ୍ରେମର ଝର atula sehi premara jhara

ଅତୁଳ ସେହି ପ୍ରେମର ଝର
ଦେଖ ଝରିଯାଏ ।
କାଲବରୀଠାରେ …ହୋ … (୨ଥର) … (ଘୋଷା)

କେହି ପାରେ ନି ଜୀବନ ଦେଇ
ଏହି ଜଗତରେ
ପାପର ଦାଗ ଲିଭାଇ ଦେଇ ନିଜ ରକତରେ
ରୁର ସେହି ପାପୀ ପାଇଁ ( ୨ ଥର)
ଦେଖ ଝରି ଯାଏ
କାଲବରୀ ପରେ …ହୋ … (୨ ଥର) … |୧|

ସେ ମହା ପ୍ରେମ ପାଇବା ପାଇ
ଯାହାକୁ ସେ ଥରେ
ଜୀବନ ପାପ ଧୋଇବା ପାଇଁ
କ୍ଷମା ଲହୁ ଧାରେ
ଅସୀମ ସେହି ତ୍ୟାଗର କଥା
କୁଶ କହି ଯାଏ …
କାଲବରୀ ପରେ …ହୋ… (୨ଥର) … |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *

5 thoughts on “ଅତୁଳ ସେହି ପ୍ରେମର ଝର atula sehi premara jhara”