ame ta jishunka choto choto ଆମେ ତ ଯୀଶୁଙ୍କର ଛୋଟ ଛୋଟ ପିଲାହେବୁନି ଆଉ କେବେ ଚଗଲା, ହେ ଭାଇପୁର୍ଥନରେ, ବାଇବଲ ପଢ଼ରେ (୨ଥର)କରିବୁନି ଜମା ହେଳା ହେଳା ହେଳା.. ସୂଚୀମାଳାକୁ ଫେରନ୍ତୁ
kalaborire dhanya kalaborire 1 comment କାଲବରୀରେ ଧନ୍ୟ କାଲବରୀରେଚଢ଼ିଥିଲେ ମୋର ପାଇଁ ଯୀଶୁ କ୍ରୁଶରେ … (ଘୋଷା) ଦୁଃଖ ନିନ୍ଦା ସହିଲେ ଫେରି କି ନ କହିଲେବଧଯୋଗ୍ୟ ମେଷତୁଲ୍ୟ ମୁଖ ନ ଫିଟାଇଲେ I୧I କେଡ଼େ […]
aso aso pila mane ଆସ, ଆସ ପିଲାମାନେ ଗାଇବା ଆନନ୍ଦରେ; ପ୍ରଭୁ ଏବେ ଏହି ସ୍ଥାନେ ଶୁଣନ୍ତି ସନ୍ତୋଷରେ । ୧ । ସଦାବେଳେ ସମାନ ଥ ।ନ୍ତି ସେ ଦୟାବାନ । […]
palibi mu ey niyomo jishunku kari smarana ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ । ପରହସ୍ତଗତ ରାତ୍ରେ ଯୀଶୁ ଶିଷ୍ୟଙ୍କ ସଙ୍ଗତେ, ପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ୍ଣ । ୧ […]
jaagorono jaago jaali jaago jaati jubaa baali ଜାଗରଣ ଜାଗ ଜାଳି ଜାଗ ଜାତି ଯୁବା ବାଳୀ, ଯୀଶୁ ନାମେ ଆଜି ବୋଲ ଜୟ, ଅଳସ ବିଳାସ ଛାଡ଼ି କରମ କଠାଉ ମାଡ଼ି ଧରମ ପଥରେ ଚଳି ଗାଅ […]