dauda suta hossanna

ଦାଉଦ ସୁତ ହୋଶାନ୍ନା ରାଜାଧିରାଜ ହୋଶାନ୍ନା
ପୁନରୁଥାନ ହୋଶାନ୍ନା…(ଘୋଷା)

ଆଦି ଓ ଅନ୍ତ ହୋଶାନ୍ନା ଜୀବନ ପଥ ହୋଶାନ୍ନା
ମୃତ୍ୟୁଞ୍ଜୟୀ ହୋଶାନ୍ନା ପରମପିତା ହୋଶାନ୍ନା….|୧|

ମୁକତି ଦାତା ହୋଶାନ୍ନା ଶକତିଦାତା ହୋଶାନ୍ନା
ମୃତ୍ୟୁଞ୍ଜୟୀ ହୋଣାନ୍ନା ପରମପିତା ହୋଶାନ୍ନା…. |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *