ki dina ki rati jishu amara sathi

କି ଦିନ କି ରାତି ଯୀଶୁ ଆମର ସାଥି ( ୨ ଥର)
ତାଙ୍କ ସାଥିରେ ମହା ଆନନ୍ଦ
ଜୀବନ ଯାଉ ବିତି … (ଘୋଷା)

ତାଙ୍କ ଆଶିଷ ଧାରା ସଦା ପ୍ରେମରେ ଭରା
ଅନ୍ଧ ପାଏ ପୁଣି ଆଖି ଖଞ୍ଜି ଚାଲଇ ସଳଖି
ମୃତ ପାଏ ତା ଜୀବନ ଫେରି
ଅପାର ତାଙ୍କ ଶକ୍ତି । … |୧|

ତାଙ୍କ ଚରଣ ତଳେ ଶରଣ ନେଲେ ଥରେ
ଅଧରେ ଫୁଟେ ହସ ଦୁଃଖର ହୁଏ ଶେଷ
ସେହି ଯେ ପଥ ସେହି ଜୀବନ
ସେହି ପରମ ଶାନ୍ତି … |୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *