koti koti phule bachineli

କୋଟି କୋଟି ଫୁଲେ ବାଛିନେଲି “ଶାରୋଣ ଗୋଲାପ” ମୁଁ
କି-ବାସନା ! କି-ମହକ ! ନାହିଁ ତୁଳନା ଜଗତର ଫୁଲ …(ଘୋଷା)

ଫୁଟିଥିଲା ଦିନେ ଫୁଲ ବେଥିଲିହିମେ ଗୋଶାଳେ
ଚହଟିଲା ତା’ ସୁବାସ ଗ୍ରାମେ ଗ୍ରାମେ ଦେଶେ ଦେଶେ
କି-ବାସନା ! କି-ମହକ ! ନାହିଁ ତୁଳନା ଜଗତର ଫୁଲ …|୧|

ସେ ଗୋଲାପ ଯିଏ ପାଏ… ଅନନ୍ତ ଜୀବନ ପାଏ
ସଦା ପ୍ରାର୍ଥନାରେ ଥିଲେ ସେହି ଫୁଲଟିଏ ମିଳେ !
କି-ବାସନା ! କି ମହକ ! ନାହିଁ ତୁଳନା ଜଗତର ଫୁଲ … |୨|

ସୂଚୀମାଳାକୁ ଫେରନ୍ତୁ

🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.

🙏 Support our mission and EMMI – Empowering Migrant Labourers in India.

Donate or Sponsor

Lyrics are shared for devotional use only. Copyright belongs to respective owners.

Leave a comment

Your email address will not be published. Required fields are marked *