tejao jishu hai duku duku

ତେଜାଅ ଯୀଶୁ ହେ ଦୁକୁ ଦୁକୁ ପ୍ରଦୀପ
ଜାଳ ଢାଳ ଦୟାକରି ସୁର-ତଇଳ
ସୁର ତଇଳ ଆହେ ମହାଶଇଳ …(ଘୋଷା)

ବାଆ ବତାସ ସଙ୍ଗେ ଖଣ୍ଡ ପ୍ରଳୟ
ଦୀପାବଳୀ ନାଶିବାକୁ ଘରେ ଆଳୟ ଘେରେ ତବ ଆଳୟ …|୧|

ରାଜାଙ୍କ ଆଗମନ ସୂଚନା କାଳ
ଦେଖି ସେ ଦୁଃସାହସେ ସିଞ୍ଚଇ ଜଳ ଢାଳ ଢାଳ ଦୟାକରି ସୁରତଇଳ …|୨|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *