ପ୍ରେମ ନିର୍ଝର ଦୟା ସାଗର
ବିନୟ ଆମରି ଘେନ… ପବିତ୍ର କର ଆମ ଅନ୍ତର ( ୨ ଥର)
ଦିଅ ବାରେ ଦରଶନ (ଘୋଷା)
ହୃଦେ ପ୍ରବେଶି ଶୋଧନ କର ଆମରି ଜୀବନ
ହେଉ ତା’ ତୁମ୍ଭ ରାଜ୍ୟ ସମ ସ୍ଵର୍ଗୀୟ ଆସନ
ଦିଅ ବରଷାଇ ଶାନ୍ତିର ନୀର ହେ ପ୍ରଭୁ ତୁମେ କର ଆଗମନ || ୧ ||
ମାଗୁନୁ ପ୍ରଭୁ ଏ ଜଗତର ଧନ ଜନ ମାନ
ଗଢ଼ି ତୁମରି ଅନୁରୂପେ ଆମରି ଜୀବନ
ଦିଅ ବରଷାଇ ଅମୃତ ନୀର ହେ ପ୍ରଭୁ ତୁମେ କର ଆଗମନ || ୨ ||
🎵 GetChristianLyrics.com shares worship lyrics in Odia, Hindi, Tamil, Telugu & more — helping believers everywhere connect with God through song.
🙏 Support our mission and EMMI – Empowering Migrant Labourers in India.
Lyrics are shared for devotional use only. Copyright belongs to respective owners.