ଅସିମତା କେବେ କଳିନ ତୁମେ ମୋ ପାପ ନାମେ (୨ଥର)
ଗଭୀରତା ମୁହିଁ ପ୍ରେମର ତୁମ ମାପିନି କେବେ

ପରିଚୟ ଦେଲ ମୋର କହି ତୁମର ବୋଲି
କେହି ନୂହଁ ତୁମେ ମୋର କହି ପଥର ହେଲି (୨ଥର)
ଅଭିମାନ ତୁମେ କରିଲ ତଥାପି ଭୁଲିନ କେବେ…

ଲହୁଧାରେ ଦେଲ ପଥେ ମୋର କୁସୁମ ଭରି
ଝୁଣ୍ଢିବା ପାଇଁ ତୁମ ମୁଁ ଯେ ପଥର ହେଲି (୨ଥର)
ଅବୁଝା ଜାଣି ମୁଁ ଆଘାତ ତଥାପି ଦେଇ ନ କେବେ…

ସୂଚୀମାଳାକୁ ଫେରନ୍ତୁ

Leave a Reply

Your email address will not be published. Required fields are marked *