kede sundara lage jishura namo କେଡେ ସୁନ୍ଦର ଲାଗେ ଯୀଶୁ ର ନାମ

କେଡେ ସୁନ୍ଦର ଲାଗେ ଯୀଶୁ ର ନାମ ମୋର ଯୀଶୁ ର ନାମ
କେଡେ ମଧୁର ଲାଗେ ଯୀଶୁ ର ନାମ ମୋର ଯୀଶୁ ର ନାମ
ଭାରି ଭଲ ଲାଗେ ସେହି ନାମ
ମିଠା ମିଠା ସେହି ଯୀଶୁ ର ନାମ -2
ସେ ନାମ ରେ ନେବି ଶରଣ 2-

ରାଜା ମାନଙ୍କର ରାଜା ଯୀଶୁ ଆମର ସେ ଯୀଶୁ ଆମର
ଏମାନୁଏଲ ଈଶ୍ୱର କେଡେ ସୁନ୍ଦର ମୋ ଯୀଶୁ ସୁନ୍ଦର
କୋଟି କୋଟି ମାନବ ର ପରମେଶ୍ୱର ସେ ପରମେଶ୍ୱର
ଯୀଶୁ ନାମ ଧରି ଦେଲେ ଲାଗେ ସୁନ୍ଦର ମୋକେ ଲାଗେ ସୁନ୍ଦର
ଭାରି ଭଲ ଲାଗେ ସେହି ନାମ
ମିଠା ମିଠା ସେହି ଯୀଶୁ ର ନାମ -2
ସେ ନାମ ରେ ନେବି ଶରଣ 3 –

ଅବ୍ରହାମ ଙ୍କ ର ପ୍ରଭୁ କେଡେ ମହାନ ସେ କେଡେ ମହାନ
ଦାଉଦ ଙ୍କ ସଦା ପ୍ରଭୁ କେଡେ ନିମାନ ସେ କେଡେ ନିମାନ
ମରି ଗଲେ ମରି ଯିବି ମୁଇଁ ଯୀଶୁ ର ନାମ ନିତି ଗାଉ ଥିବି – 2
ସେ ନାମ ରେ ନୁଆଁ ଜୀବନ

କେଡେ ସୁନ୍ଦର ଲାଗେ ଯୀଶୁ ର ନାମ ମୋର ଯୀଶୁ ର ନାମ
କେଡେ ମଧୁର ଲାଗେ ଯୀଶୁ ର ନାମ ମୋର ଯୀଶୁ ର ନାମ
ଯୀଶୁ ର ନାମ ମୋର ଯୀଶୁ ର ନାମ
କେଡେ ନିମାନ କେଡେ ନିମାନ
ମୋର ଯୀଶୁ ର ନାମ ମୋର ଯୀଶୁ ର ନାମ —-

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *