gao sarbe sadhugana ucha

ହାଲେଲୁୟା … ହାଲେଲୁୟା
ହାଲେଲୁୟା … ହାଲେଲୁୟା .. (ଘୋଷା)

ଗାଅ ସର୍ବେ ସାଧୁଗଣ ଉଚ୍ଚ ସ୍ବରରେ
ଆସୁଛନ୍ତି ଯୀଶୁରାଜା ମଧ୍ୟାକାଶରେ
ତୁରୀ ବାଦ୍ୟ ହେବ ବର ଖୋଲିବା
ଖ୍ରୀଷ୍ଟାବ୍ରିତେ ଉଠିବେ , [୧]

ବଂଚିଥିବା ଯେତେ ଆମେ ଏହି ଶରୀରେ
ଅନ୍ୟ ରୂପ ହୋଇଯିବା ଏକ ଲିତାରେ
ଆମେ ଉର୍କକୁ ଉଠିବା ଯୀଶୁଙ୍କୁ ଭେଟିବା,
ସାଧୁଗଣ ସଙ୍ଗରେ … |୨|

ଭୟ ନାହିଁ ଭୟ ନାହିଁ ଆଉ ମୃତ୍ୟୁରେ
ମୃତ୍ୟୁ ଶକ୍ତି ପରାଜିତ ଯୀଶୁ ବଳରେ
(ସଦା) ଜୀବନ ଲଭିବା ଅମର ହୋଇବା
ଯୀଶୁ ସାଥେ ରହିବା |୩|

ଫେର ଭାଇ ପାପ ପଥୁ ଏହି କ୍ଷଣରେ
ପାପ ଦାଗ ଧୋଇ ଦିଅ ଯୀଶୁ ରକ୍ତରେ
(ଆମେ) ନିରାଶ ନୋହିବା ନରକୁ ବଂଚିବା
ସ୍ଵର୍ଗ ସୁଖ ପାଇବା I୪I

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *