jago jago kara tanka

ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ
ପ୍ରତି ପ୍ରାତେ ତାଙ୍କ ଦୟା ଚିର ନୂତନ (ଘୋଷା)

ଅଗଣିତ ପାପ ତୋର କରନ୍ତି କ୍ଷମା
ତାଙ୍କ ପ୍ରେମ କରୁଣାର ନାହିଁ ତୁଳନା …
ଅଟନ୍ତି ସେ ଦୟାମୟ କ୍ରୋଧରେ ଧୂର
ବହନ୍ତି ସେ ଅନୁଗ୍ରହ ବକ୍ଷେ ତାଙ୍କର
ଧନ୍ୟ ତାଙ୍କ ନାମ ଧନ୍ୟ ତାଙ୍କ ନାମ … |୧|

ବଂଚିଥିବା ଯେତେ ଦିନ ଏ ଜଗତରେ
କରୁଥିବା ଧନ୍ୟବାଦ ଆନନ୍ଦ ରେ ।
ଦୁଃଖ, ନିନ୍ଦା, ଅପବାଦ ସହିବା ହସି
ଝରୁଥୁବ କଂଠୁ ଆମ ବନ୍ଦନା ଗୀତି
ଧନ୍ୟ ତାଙ୍କ ନାମ, ଧନ୍ୟ ତାଙ୍କ ନାମ |୨|

ସୂଚୀମାଳାକୁ ଫେରନ୍ତୁ

Click the link below to listen full song and know the tune

Leave a comment

Your email address will not be published. Required fields are marked *