asisha tumori diya he

ଆଶିଷ ତୁମରି ଦିଅ ହେ ପ୍ରଭୁ
ଆଜି ଆମରି ଜୀବନରେ (ଘୋଷା)

ଆସିଛୁ ତୁମ ସେବାର ( ପୂଜାର) ପାଇଁ
କଳୁଷଭରା ହୃଦୟ ନେଇ
ଧୋଇଦିଅ ତୁମ ରକ୍ତରେ, ପ୍ରଭୁ
ଏ ମିନତି ତୁମ ପୟରେ |୧|

ଦିଅ ହେ ପ୍ରଭୁ ପୂଜାରୀର ମନ,
ସତ୍ୟ ଆପ୍ରେ କରିବୁ ଭଜନ
ସେବିବୁ ଯେହ୍ନ ଭକ୍ତି ପ୍ରୀତିରେ,
ପ୍ରଭୁ ଏ ମିନତି ତୁମ ପୟରେ |୨|

କଠିନ ହୃଦୟ ଚୂର୍ଣ୍ଣ କର,
ଗ୍ରାହ୍ୟବଳୀ ଯେହ୍ନେ ହେବ ତୁମର
ଅରପୁଛୁ ତୁମ ପୂଜା ବେଦୀରେ,
ପ୍ରଭୁ … ଏ ମିନତି ତୁମ ପୟରେ |୩|

ଶରୀର, ଆତ୍ମା, ପ୍ରାଣ ଆମର,
ସଜୀବ ପବିତ୍ର ନିର୍ଭେଷ କର
ସମର୍ପଛୁ ଆଜି ତୁମ ପୟରେ
ପ୍ରଭୁ ଶୁଣ ଏ ମିନତି ବାରେ I୪I

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *

2 thoughts on “asisha tumori diya he”