mane ki bhabicha bhai

ମନେ କି ଭାବିଛି ଭାଇ ବିନା ଯୁଦ୍ଧ ସ୍ଵର୍ଗ ଯିବ ?
ଅକ୍ଷୟ ମୁକୁଟ ତୁମେ ବିନା ଛେଶେ ପ୍ରାପ୍ତ ହେବ ?
ଯିବା ପାଇଁ ସ୍ଵର୍ଗପୁରୀ ନାହିଁ କି ପଥରେ ଅରି ?
ଗଲା କି ପ୍ୟାବଳ ମରିଗଲା କି ବିପଦ ତବ ? |୧|

ତୋର ତ୍ରାଣ-ସେନାପତି ଯେବେ ଯୁଝି ଦିନରାତି।
ଜୀବନେ ଲଭିଲେ ଖ୍ୟାତି ଧରି ଶରୀର ମାନବ
ଦାସ ହୋଇ ତୁମେ ତାର ବିନା ୟୁକେ କି ପ୍ରକାର? |୨|

ତାଳପତ୍ର ଧରି ହାତେ ସ୍ଵର୍ଗପୁରେ ପ୍ରବେଶିବ ?
ନା, ନା, ଭାଇ ଭ୍ରାନ୍ତି ତେଜ ଧର୍ମ-ଯୁଦ୍ଧ-ସାଜେ-ସାଜ
ପ୍ରଭୁ ଯୀଶୁ-ପ୍ରେମେ ମଜ ଯୁଦ୍ଧ ଜୟୀ ନିଶ୍ଚ ହେବ |୩|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *