krusha upore jhule prabhu

କୁଶ ଉପରେ ଝୁଲେ ପ୍ରଭୁ ଚୋରାକାରେ (ଘୋଷା)

ହାତ ପାଦେ ପ୍ରେକ ବିନ୍ଧା, କଣ୍ଟା ମୁକୁଟ ଶିରେ,
ବାଇଁଣିଆ ବସ୍ତ୍ର ଦେଖି ପିନ୍ଧାଇ ପ୍ରସ୍ତୁରେ… |୧|

ପୃଷୋ ପରେ କ୍ରୋଡ଼ାମାରେ ସହି ତ ନ ପାରେ
ଦେହ ହାତେ ଘମିକାରେ ରକ୍ତ ଝରିପଡ଼େ… |୨|

ନିର୍ଭୟ ସେନା ବର୍ଦ୍ଧାରେ ବିନ୍ଧ କକ୍ଷ ପରେ
କଳ ଚାହିଁ ନପାଇ ସେ ସିର୍ଜା ପାନ କରେ… |୩|

ଏଲି ଏଲି ବୋଲି ପ୍ରଭୁ କହିଲେ ପିତାରେ,
ତବ ଇଚ୍ଛା ମତେ ଏବେ ନିଅ ହେ ମୋହରେ… |୪|

କି ଯାତନା କି ବେଦନା ସହିବାରେ ବାରେ,
ମୋ ପାଇଁ ଯୀଶୁ ମରନ୍ତି କାଲବରୀ ପରେ… |୫|

ହେ ମୋ ପ୍ରଭୁ ମୁହଁ-ପାପୀ କହେ ଯୋଡ଼ି କରେ,
କରି ତବ ପାଦେ ସ୍ଥାନ ଦିଅ ମୋରେ… |୬|

ସୂଚୀମାଳାକୁ ଫେରନ୍ତୁ

Leave a comment

Your email address will not be published. Required fields are marked *